ଆପଣଙ୍କ ପାଇଁ ପୁରୁଣା ତକିଆ ହୋଇପାରେ ବିପଜ୍ଜନକ, ଧ୍ୟାନ ଦିଅନ୍ତୁ ଏହି ଦିଗ ପ୍ରତି

ବିନା ତକିଆରେ ଶୋଇବା ସମସ୍ତଙ୍କ ପାଇଁ କଷ୍ଟଦାୟକ । ତକିଆ ଯେତେ ନରମ ହୁଏ, ଶୋଇବାରେ ସେତେ ଶାନ୍ତି ଲାଗେ । କିନ୍ତୁ ତକିଆର ସଠିକ୍ ଭାବେ ରକ୍ଷଣାବେକ୍ଷଣା ନକଲେ ଆମକୁ ରୋଗ ବି ହୋଇପାରେ । ତକିଆ ପ୍ରତି ଉଚିତ ଧ୍ୟାନ…

ଆର୍ଥିକ ପରିସ୍ଥିତିକୁ ନେଇ ଚିନ୍ତିତ ଅଛନ୍ତି କି? ଆପଣାନ୍ତୁ ଏହି ଉପାୟ

ପ୍ରତ୍ୟେକ ଲୋକେ ଧନପ୍ରାପ୍ତ କରିବା ପାଇଁ କଠିନ ପରିଶ୍ରମ କରିଥାନ୍ତି । କିନ୍ତୁ ସମସ୍ତ ଚେଷ୍ଟା ପରେ ବି ସଫଳତା ମିଳିନଥାଏ । ଏହାର ସମାଧାନ ପାଇଁ ବାସ୍ତୁରେ କିଛି ଉପାୟ କୁହାଯାଇଛି, ଯାହାକୁ ଆପଣଇବା ଦ୍ୱାରା ଆପଣଙ୍କ…

ଗ୍ରୀନ ଜୋନରେ ଖୋଲିବ ମଦ ଏବଂ ପାନ ଦୋକାନ

ଭୁବନେଶ୍ୱର,୧/୫(ଓଡିଶା ଭାସ୍କର): ଲକ ଡାଉନ ସମୟ ୩ରେ ଶେଷ ନହୋଇ ଆଉ ଦୁଇ ସପ୍ତାହ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି । ଫଳରେ ମେ ୩ ବଦଳରେ ମେ ୧୭ ଯାଏଁ ଲକ ଡାଉନ ଅବଧି ସମଗ୍ର ଦେଶରେ ବଳ ବତ୍ତର ରହିବ । ଏନେଇ କେନ୍ଦ୍ର…

ବଢିଲା ଲକ ଡାଉନ, ଜାଣନ୍ତୁ କେଉଁ ଜୋନ ପାଇଁ କଣ କୋହଳ

ନୂଆଦିଲ୍ଲୀ,୧/୫: ଲକ ଡାଉନ ଅବଧିକୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର।  ଲକ ଡାଉନ ସମୟ ୩ରେ ଶେଷ ନହୋଇ ଆଉ ଦୁଇ ସପ୍ତାହ କେନ୍ଦ୍ର ସରକାର ବୃଦ୍ଧି କରିଛନ୍ତି । ଫଳରେ ମେ ୩ ବଦଳରେ ମେ ୧୭ ଯାଏଁ ଲକ ଡାଉନ ଅବଧି ସମଗ୍ର…

ଆଉ ଦୁଇ ସପ୍ତାହ ବଢିଲା ଲକ ଡାଉନ

ନୂଆଦିଲ୍ଲୀ, ୧।୫: ବଢ଼ିଲା ଲକ ଡାଉନ ଅବଧି।ଆଉ ଦୁଇ ସପ୍ତାହ ବଢିଛି ଲକ ଡାଉନ । କରୋନା ମୁକାବିଲା ପାଇଁ ମେ ମାସ ୪ରୁ ୧୪ ଦିନ ପାଇଁ ୧୭ ମେ ଯାଏ ଲକ୍‌ଡାଉନ୍‌କୁ ବଢ଼ାଇଲେ କେନ୍ଦ୍ର ସରକାର। ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ…

ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, ୧ା୫(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ ଆକ୍ରାନ୍ତ ସଂଖ୍ୟା ୧୪୯କୁ ବୃଦ୍ଧି ପାଇଛି । ନୂଆ ଆକ୍ରାନ୍ତ ଜଣକ ଯାଜପୁରର ବୋଲି ଜଣାପଡ଼ିଛି । ଆକ୍ରାନ୍ତ…

ରାଜସ୍ଥାନ ଅଭିମୁଖେ ବାରିପଦା ଛାଡିଲା ବସ୍

ରାଜସ୍ଥାନ ଅଭିମୁଖେ ଯାତ୍ରା ଆରମ୍ଭ କରିଛି ଦାସବସ। କରୋନା ବିଶ୍ଵ ମହାମାରୀ ସାଜି ମୃତ୍ୟୁର ତାଣ୍ଡବ ସୃଷ୍ଟି କରିଥିବା ବେଳେ ବାଦ୍ ପଡିନି ଆମ ଦେଶ ଏବଂ ରାଜ୍ୟ। କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ କଠୋର ପଦକ୍ଷେପ…