କାଲି ମିଳିବନି ବସ୍ କି ଅଟୋ: କିନ୍ତୁ ଚାଲିବ ‘ମୋ ବସ୍’, ଜାଣନ୍ତୁ କେଉଁଠିକି ଗଡିବ?
ଭୁବନେଶ୍ୱର,୨୧ ।୩(ଓଡିଶା ଭାସ୍କର): ମାର୍ଚ୍ଚ ୨୨ରେ ସାରା ଦେଶରେ ଜନତା କର୍ଫ୍ୟୁ ପାଳନ କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ ଦେଇଛନ୍ତି । ଏନେଇ ଆସନ୍ତାକାଲି ରାଜ୍ୟରେ ସମସ୍ତ ବସ୍ ଓ ଟ୍ରେନ୍ ଚଳାଚଳ ବନ୍ଦ…