CHARIDHAM

କରୋନା ମୁକାବିଲା ପାଇଁ ୨୦ ଓଏସଡି ନିଯୁକ୍ତ

ଭୁବନେଶ୍ୱର,୧୮ ।୩(ଓଡିଶା ଭାସ୍କର): ଚିନ୍ତା ବଢାଇଦେଇଛି କରୋନା ଭାଇରସ୍ । ଦେଶରେ ତୀବ୍ର ମାତ୍ରାରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିଚାଲିଥିବା ବେଳେ ଏହାକୁ ରୋକିବା ପାଇଁ ସରକାର ବିଭିନ୍ନ ପଦକ୍ଷେପମାନ ଗ୍ରହଣ କରୁଛନ୍ତି ।…

କରୋନା ଭାଇରସ୍, ବ୍ୟାଙ୍କ ପାଇଁ ସ୍ୱତନ୍ତ୍ର ଗାଇଡ଼ଲାଇନ ଜାରି

ଭୁବନେଶ୍ୱର, ୧୮ା୩(ଓଡ଼ିଶା ଭାସ୍କର): ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି- ଏସଏଲବିସିକୁ ରାଜ୍ୟ ଅର୍ଥ ବିଭାଗ କରୋନା ନେଇ ଚିଠି ଲେଖିଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଗାଇଡ଼ ଲାଇନ ଜାରି ହୋଇଛି ।…

ଇରାନରୁ ଫେରିଲେ ୨୦୧ ଭାରତୀୟ

ନୂଆଦିଲ୍ଲୀ,୧୮ ।୩: ଚୀନ୍, ଇଟାଲୀ ପରେ ଇରାନରେ କରୋନା ଭାଇରସର ଅଧିକ ତୀବ୍ର ହେବାରେ ଲାଗିଛି । ଏହାରି ମଧ୍ୟରେ ଆଜି ଇରାନରୁ ୨୦୧ ଭାରତୀୟଙ୍କୁ ଦେଶକୁ ଅଣାଯାଇଛି । ତେହରାନରୁ ଅଣାଯାଇଥିବା ଏହି ଭାରତୀୟଙ୍କୁ ରାଜସ୍ଥାନର…

ସନ୍ଧ୍ୟା ୬ଟା ପରେ ରାଜଧାନୀରେ ଖୋଲିବନି ହାଟ

ଭୁବନେଶ୍ୱର, ୧୮ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । କରୋନା ଭାଇରସ ସତର୍କତା ପାଇଁ ରାଜଧାନୀ ଭୁବନେଶ୍ୱରରେ ପ୍ରାୟ ସମସ୍ତ ହାଟ ଉପରେ ବିଏମସି କଟକଣା ଲଗାଇଛି ।…

କରୋନା ସଙ୍କଟ ମଧ୍ୟରେ ପ୍ରତ୍ୟେକ କର୍ମଚାରୀଙ୍କୁ ୭୪ ହଜାର ବୋନସ୍ ଦେଉଛି ଏହି କମ୍ପାନୀ

କରୋନା ଭାଇରସ୍ ସଙ୍କଟ ଯୋଗୁଁ ବହୁ କମ୍ପାନୀ ନିଜ କର୍ମଚାରୀଙ୍କୁ ଘରୁ କାମ କରିବାକୁ କହୁଛନ୍ତି । ସେହିଭଳି ଫେସବୁକ ମଧ୍ୟ ଘରୁ କାମ କରୁଥିବା ନିଜର ସମସ୍ତ କର୍ମଚାରୀଙ୍କୁ ସାହାର୍ଯ୍ୟ ପାଇଁ ୭୪,୦୦୦ ଟଙ୍କା ବୋନସ୍ ଦେବ ।…

ଆସନ୍ତାକାଲି ୟେସ୍ ବ୍ୟାଙ୍କରୁ ଶ୍ରୀମନ୍ଦିର ଜମା ଟଙ୍କା ଉଠାଣ ନିଷ୍ପତ୍ତି

ପୁରୀ, ୧୮ା୩(ଓଡ଼ିଶା ଭାସ୍କର): ୟେସ୍ ବ୍ୟାଙ୍କରେ ମହାପ୍ରଭୁ ଜଗନ୍ନାଥଙ୍କ ୫୪୫କୋଟି ଜମା ହୋଇଥିଲା । ୟେସ୍ ବ୍ୟାଙ୍କରୁ ଶ୍ରୀମନ୍ଦିର ଟଙ୍କା ଉଠିବାନେଇ ବର୍ତ୍ତମାନ ଚର୍ଚ୍ଚା ଜୋର ଧରିଛି । ଆସନ୍ତାକାଲି ଏହି ଟଙ୍କା…

ଗଜପତି ଓ ଭଦ୍ରକରେ ୧୪୪ଧାରା ପ୍ରତ୍ୟାହୃତ

ଭୁବନେଶ୍ୱର, ୧୮ା୩(ଓଡ଼ିଶା ଭାସ୍କର): ସାରା ବିଶ୍ୱରେ କରୋନା ଭାଇରସ୍ କାୟା ବିସ୍ତାର କରିବାରେ ଲାଗିଛି । କରୋନା ସତର୍କତା ନେଇ କେତେକ ଜିଲ୍ଲାରେ ୧୪୪ଧାରା ଜାରି କରାଯାଇଥିଲା । ଆଜି ଗଜପତି ଓ ଭଦ୍ରକରେ ଲାଗିଥିବା…

ରାଜ୍ୟର ୯ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା!

ଭୁବନେଶ୍ୱର, ୧୮ା୩(ଓଡ଼ିଶା ଭାସ୍କର): ରାଜ୍ୟରେ ଦିନକୁ ଦିନ ତାପମାତ୍ରା ବଢ଼ିବାରେ ଲାଗିଛି । ଏହାସହ ବେଳେ ବେଳେ ବର୍ଷା ମଧ୍ୟ ହେଉଛି । ଏହାରି ମଧ୍ୟରେ ଆଜି ୯ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ…