ଭାରତରେ କରୋନା ରୋଗୀଙ୍କ ସଂଖ୍ୟା ୬୧କୁ ବୃଦ୍ଧି : ଫ୍ରାନ୍ସ, ଜର୍ମାନୀ ଓ ସ୍ପେନ ନାଗରିକଙ୍କ ଭିସା ବାତିଲ୍
ନୂଆଦିଲ୍ଲୀ,୧୧ ।୩: ଚୀନରୁ ଆରମ୍ଭ ହୋଇଥିବା ମାରାତ୍ମକ କରୋନା ଭାଇରସ୍ ଭାରତରେ ଚିନ୍ତାର ବିଷୟ ପାଲଟିଛି । ମଙ୍ଗଳବାର ଦିନ କେରଳର ୮ ଜଣ, କର୍ଣ୍ଣାଟକରେ ୩ ଓ ମହାରାଷ୍ଟ୍ରରେ ୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ନୂଆ…