ରାଜେନ୍ଦ୍ର କଲେଜ ପ୍ଳାଟିନମ୍ ଜୁବୁଲିରେ ମୁଖ୍ୟମନ୍ତ୍ରୀଙ୍କ ୫୦କୋଟିର ଅନୁଦାନ ଘୋଷଣା
ବଲାଙ୍ଗିର, ୩୧ା୧୨(ଓଡ଼ିଶା ଭାସ୍କର): ବଲାଙ୍ଗିରର ରାଜେନ୍ଦ୍ର କଲେଜର ଐତିହାସିକ ପ୍ଳାଟିନମ୍ ଜୁବୁଲି ମହୋତ୍ସବର ଶେଷ ଦିନରେ ଆଜି ଯୋଗ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ମୁଖ୍ୟମନ୍ତ୍ରୀ…