ଭାରତ-ୱେଷ୍ଟଇଣ୍ଡିଜ ବାରବାଟୀ ଦିନିକିଆ ମ୍ୟାଚ, ସୁରକ୍ଷା ପାଇଁ ମୁତୟନ ହେବେ ପୋଲିସ ଫୋର୍ସ
କଟକ, ୧୯ା୧୨(ଓଡ଼ିଶା ଭାସ୍କର): ଆସନ୍ତା ୨୨ରେ କଟକ ବାରବାଟୀ ଷ୍ଟାଡ଼ିଅମରେ ଭାରତ-ୱେଷ୍ଟଇଣ୍ଡିଜ ଦିନିକିଆ ମ୍ୟାଚ ଖେଳାଯିବ । ଆଜି ଭୁବନେଶ୍ୱରରେ ଭାରତ ଓ ୱେଷ୍ଟଇଣ୍ଡିଜ ଟିମ୍ ପହଞ୍ଚିବେ । ଖେଳାଳିଙ୍କ ରହିବା ପାଇଁ ହୋଟେଲ…