ଅକ୍ଷୟଙ୍କୁ ଚାପୁଡ଼ା ମାରିଲେ କିମ୍ବା ଛେପ ପକାଇଲେ ମିଳିବ ୧୦ ଲକ୍ଷ ଟଙ୍କା ପୁରସ୍କାର

ଓଡିଶା ଭାସ୍କର; ବଲିଉଡ ଫିଲ୍ମ ଇଣ୍ଡଷ୍ଟ୍ରିର ଜଣେ ଆଗଧାଡିର ଜଣାଶୁଣା ଅଭିନେତା ହେଉଛନ୍ତି ଅକ୍ଷୟ କୁମାର । ନିଜର ଦମଦାର ଅଭିନୟ ପାଇଁ ସେ ସାରା ଦେଶରେ ପ୍ରଶଂସା ସାଉଁଟି ପାରିଛନ୍ତି । ନିକଟରେ ତାଙ୍କ ଅଭିନୀତ ସିନେମା…

ବିରୋଧୀଙ୍କୁ ପୁଣି ପ୍ରଧାନମନ୍ତ୍ରୀଙ୍କ ଟାର୍ଗେଟ୍‌; ଅନାସ୍ଥା ପ୍ରସ୍ତାବରେ ଆମେ ବିରୋଧୀଙ୍କୁ ହରାଇଲୁ

ଓଡିଶା ଭାସ୍କର; ମଣିମୁର ହିଂସା ପ୍ରସଙ୍ଗକୁ ନେଇ ଥମୁନି ବିବାଦ । ବିଜେପି ସରକାର ଓ ବିରୋଧୀଙ୍କ ଭିତରେ ଚାଲିଛି କାଦୁଅ ଫିଙ୍ଗା ରାଜନୀତି । ଜଣେ ଆଜି ଆକ୍ରମଣ କରୁଥିବା ବେଳେ ପୁଣି କାଲି ଆଉ ଜଣେ ପ୍ରତି ଆକ୍ରମଣ କରୁଛି…

ବାରରେ ନାବାଳିକା ନିୟୋଜିତ ଥିଲେ କଡ଼ା କାର୍ଯ୍ୟାନୁଷ୍ଠାନ; ଅବକାରୀ ବିଭାଗ

ଭୁବନେଶ୍ୱର; ବାର ମାଲିକଙ୍କୁ ସତର୍କ ସୂଚନା ଦେଇଛି ଅବକାରୀ ବିଭାଗ । ଏଣିକି ଆକ୍ସନ ମୋଡ ନେବ ଭୁବନେଶ୍ୱର ଅବକାରୀ ବିଭାଗ । ବହୁ ଚର୍ଚ୍ଚିତ ବାର ଗାର୍ଲ ଶୁଭଲକ୍ଷ୍ମୀଙ୍କ ମୃତ୍ୟୁ ମାମଲାକୁ ନେଇ ଏବେ ତତ୍ପରତା ପ୍ରକାଶ…

ଭୁବନେଶ୍ୱର ରାଜରାସ୍ତାରେ ବୁଲିଲା ଖଣ୍ଡା

ଭୁବନେଶ୍ୱର; ଧୀରେ ଧୀରେ ରାଜଧାନୀ ଭୁବନେଶ୍ୱରରେ ବଢିବାରେ ଲାଗିଛି ଭାଇଗିରି । ଦିନ ଦ୍ୱିପ୍ରହର ସମୟରେ ରାଜରାସ୍ତାରେ ବୁଲିଲା ଖଣ୍ଡା । ମାଷ୍ଟରକ୍ୟାଣ୍ଟିନ ଛକରେ ୪ ଜଣ ଦୁର୍ବୃତ୍ତ ଜଣେ ଯୁବକଙ୍କୁ ଖଣ୍ଡାରେ ଗୋଡାଇ…

ରାତିରେ ଖାଦ୍ୟ ନଖାଇବା ଦ୍ୱାରା କ’ଣ ହୋଇଥାଏ ? ଅନେକ ସମସ୍ୟାର କରିପାରନ୍ତି ସାମ୍ନା

ଭୁବନେଶ୍ୱର : ଆଜିର ଦିନରେ ବ୍ୟସ୍ତ ଜୀବନଶୈଳୀ ହେତୁ ଲୋକେ ନିଜ ଶରୀରର ଯତ୍ନ ନେବା ଭୁଲିଯାଆନ୍ତି । ଯାହାଫଳରେ ସ୍ୱାସ୍ଥ୍ୟ ସହ ଜଡିତ ଅନେକ ସମସ୍ୟା ଦେଖିବାକୁ ମିଳିଥାଏ । ସାଧାରଣତଃ ଲୋକେ କାମରେ ବ୍ୟସ୍ତ ହୋଇଯିବା ହେତୁ…

‘ଦକ୍ଷ ଅଟନ୍ତି ପ୍ରିୟଙ୍କା’, ୨୦୨୪ ନିର୍ବାଚନ ପାଇଁ ପ୍ରିୟଙ୍କା ଗାନ୍ଧୀଙ୍କ ମିଶନ ଘୋଷଣା କଲେ ରବର୍ଟ ଭଦ୍ରା

ନୂଆଦିଲ୍ଲୀ: ଆଗାମୀ ୨୦୨୪ ଲୋକସଭା ନିର୍ବାଚନ ଲଢିପାରନ୍ତି କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ । ଏକ ସାକ୍ଷାତକାରରେ ଏହି କଥା କହିଛନ୍ତି ରବର୍ଟ ଭଦ୍ରା । ପିଟିଆଇକୁ ଦେଇଥିବା ଏହି ସାକ୍ଷାତକାରରେ ରବର୍ଟ ଭଦ୍ରା…

ଖୋଲିବ କି ରାଜ ପରିବାରର ଗୁମର ? ବଲାଙ୍ଗୀର ଟାଉନ୍ ଥାନାର ଦ୍ୱାରସ୍ଥ ହେଲେ ବୋହୁ ଅଦ୍ରୀଜା ମଞ୍ଜରୀ

ବଲାଙ୍ଗିର : ପୁଣି ଚର୍ଚ୍ଚାରେ ବଲାଙ୍ଗିର ରାଜ ପରିବାର । ରାଜନୀତି ନୁହେଁ ବୋହୂ ନିର୍ଯାତନା ମାମଲା ନେଇ ଏବେ ଚର୍ଚ୍ଚାରେ । ରାଜ ପରିବାରରେ ବୋହୂ ନିର୍ଯାତନା କଳି ଏବେ ଦାଣ୍ଡରେ ପଡ଼ି ହାଟରେ ଗଡୁଛି । ଦୀର୍ଘ ଦିନରୁ…

ମାଲକାନଗିରି: ବିନା ଅନୁମତିରେ ଅବିବାହିତ ଦିବ୍ୟାଙ୍ଗ ଯୁବକଙ୍କ ବନ୍ଧ୍ୟାକରଣ କରିଦେଲେ ଡାକ୍ତର

ଭୁବନେଶ୍ୱର: ଦିବ୍ୟାଙ୍ଗ ଯୁବକଙ୍କ ଅନୁମତି ନନେଇ ବନ୍ଧ୍ୟାକରଣ କରିଦେଲେ ଡାକ୍ତର । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ମାଲକାନଗିରି ମୈଥିଲି ବ୍ଲକ୍ ଅନ୍ତର୍ଗତ ଅମ୍ବାଗୁଡ଼ା ଗ୍ରାମରେ । ଜଣେ ଦିବ୍ୟାଙ୍ଗ ଅବିବାହିତ ଯୁବକ…

Today’s Gold Rate : ସୁନା ଦରରେ ହୋଇଛି ସାମାନ୍ୟ ପରିବର୍ତ୍ତନ, କିଣିବା ପୂର୍ବରୁ ଜାଣିନିଅନ୍ତୁ ଏହାର ଦାମ

ଭୁବନେଶ୍ୱର : ସୁନା କିଣିବା ପାଇଁ ଚାହୁଁଥିଲେ, ଗ୍ରାହକଙ୍କ ପାଇଁ ଖୁସି ଖବର । ଆଜି ସୁନାର ଦରରେ ବଡ଼ ପରିବର୍ତ୍ତନ ହୋଇଛି । ଅନେକ ଦିନ ପରେ ଭାରତୀୟ ବଜାରରେ ସୁନାର ମୂଲ୍ୟ କମିଛି । ତେବେ କିଣିବାକୁ ଯିବା ପୂର୍ବରୁ ନଜର…

Video: ସହିଦ ଯବାନ ସୁଶାନ୍ତଙ୍କୁ ପାଛୋଟି ନେଉଛନ୍ତି ଆନନ୍ଦପୁରବାସୀ…ଅନ୍ତିମ ଦର୍ଶନ ପାଇଁ ଲାଗିଛି ଭିଡ଼

କେଉଁଝର: ଝୁରୁଛି ଗାଁ, ଖୋଜୁଛି ପରିବାର ଆଉ ମନେ ପକାଉଛି ସାରା ଦେଶ। କିନ୍ତୁ ସମସ୍ତଙ୍କୁ ପର କରି ଅଫେରା ରାଇଜକୁ ଚାଲିଯାଇଛନ୍ତି ଓଡିଆ ମାଟିର ବୀର ସନ୍ତାନ ସହୀଦ ସୁଶାନ୍ତ ଖୁଣ୍ଟିଆ। ସହିଦ ଖବର ଶୁଣି ସାରା ଗାଁର ଲୋକେ…