ବ୍ରହ୍ମମୁହୂର୍ତ୍ତରେ କରନ୍ତୁ ନାହିଁ ଏହି ଭୁଲ : ନଚେତ ଜୀବନ ଉପରେ ପଡିପାରେ ଖରାପ ପ୍ରଭାବ, ଉଠିବା କ୍ଷଣୀ କରନ୍ତୁ ଏହି ମନ୍ତ୍ରର ଜପ
ଭୁବନେଶ୍ୱର : ସନାତନ ଧର୍ମରେ ବ୍ରହ୍ମ ମୁହୂର୍ତ୍ତକୁ ବହୁତ ଶୁଭ ଏବଂ ପବିତ୍ର ମନେ କରାଯାଏ । ଧାର୍ମିକ ମାନ୍ୟତା ଅନୁସାରେ, ବ୍ରହ୍ମମୁହୂର୍ତ୍ତରେ ଉଠୁଥିବା ବ୍ୟକ୍ତି, ତାଙ୍କ ଜୀବନରେ ନୂତନ ପ୍ରଗତିର ପଥ ଖୋଲିଥାଏ ।…