ବଡ଼ ଖବର: ଆଇସିସି ଇଭେଣ୍ଟରେ ପୁରୁଷ ଏବଂ ମହିଳା ଦଳକୁ ସମାନ ପୁରସ୍କାର ରାଶି ଦେବାକୁ ଘୋଷଣା
ନୂଆଦିଲ୍ଲୀ: ଆଇସିସି ଇଭେଣ୍ଟରେ ଏଣିକି ପୁରୁଷ ଏବଂ ମହିଳା ଦଳକୁ ସମାନ ପୁରସ୍କାର ରଶି ଦେବାକୁ ନିଷ୍ପତି ନେଇଛି ଆନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) । ଗୁରୁବାର ଦକ୍ଷିଣ ଆଫ୍ରିକାରେ ଡର୍ବାନ୍ରେ ବସିଥିବା…