ଟେଷ୍ଟ ଟିମ୍ରୁ ବାଦ୍ ପଡ଼ିବେ ପୁଜାରା ଆଉ ଉମେଶ, ଟି-୨୦ରେ ଏଣ୍ଟ୍ରି ମାରିବେ ଆଇପିଏଲ୍ ଷ୍ଟାର୍
ନୂଆଦିଲ୍ଲୀ: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ ଫାଇନାଲରେ ଭାରତର କ୍ରମାଗତ ଦ୍ୱିତୀୟ ପରାଜୟକୁ ନେଇ ଏବେ ଟାର୍ଗେଟ୍ରେ ବିସିସିଆଇ ଏବଂ ଟିମ୍ ମ୍ୟାନେଜମେଣ୍ଟ । ଏହାରି ମଧ୍ୟରେ ଦୁଇ ଟେଷ୍ଟ ମ୍ୟାଚ୍ ବିଶିଷ୍ଟ ସିରିଜ୍ ପାଇଁ…