ଦୟାରେ ମିଳିବନି ସରକାରୀ ଚାକିରି, ତୁମକୁ ଏହି ପରୀକ୍ଷାରେ ପାସ୍ କରିବାକୁ ପଡିବ: ସୁପ୍ରିମକୋର୍ଟ
ନୂଆଦିଲ୍ଲୀ: ଦୟାରେ ମିଳିବନି ସରକାରୀ ଚାକିରି, ଏଥିପାଇଁ ପରୀକ୍ଷରେ ପାସ୍ କରିବାକୁ ପଡିବ। ଶୁକ୍ରବାର ସୁପ୍ରିମକୋର୍ଟ ଏକ ମାମଲାର ବିଚାର କରିବା ସମୟରେ ଏହି ରେ ଶୁଣାଇଛନ୍ତି। ଏକ ମାମଲାର ଶୁଣାଣି କରି ଦୟା ଆଧାରରେ…