ଓଡ଼ିଶା ରେଳ ଦୁର୍ଘଟଣାରେ ମୃତକଙ୍କ ଚିହ୍ନଟ ପାଇଁ ଭାରତୀୟ ରେଳବାଇର ନିବେଦନ: ଯୋଗାଯୋଗ କରନ୍ତୁ ହେଲ୍ପଲାଇନ ନମ୍ବର ୧୩୯

ଭୁବନେଶ୍ୱର: ଓଡ଼ିଶାର ବାହାନଗା ଠାରେ ଘଟିଥିବା ଦୁର୍ଭାଗ୍ୟଜନକ ରେଳ ଦୁର୍ଘଟଣାରେ ମୃତାହତ ସମ୍ପର୍କୀୟଙ୍କ ବିଷୟରେ ବର୍ତ୍ତମାନ ସୁଦ୍ଧା କୌଣସି ସୂଚନା ପାଇନଥିବା ପରିବାର ଲୋକମାନଙ୍କୁ ସହାୟତା ଯୋଗାଇ ଦେବା ନିମନ୍ତେ…

ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନାର ମାର୍ଗଦର୍ଶିକାରେ ସଂଶୋଧନ: କୃଷି ଉଦ୍ୟୋଗରେ ପୁଞ୍ଜିିନିବେଶ ନିମନ୍ତେ ମିଳିବ ନୂତନ ସୁଯୋଗ

ଭୁବନେଶ୍ୱର: ରାଜ୍ୟରେ କୃଷି-ଉଦ୍ୟୋଗକୁ ପ୍ରୋତ୍ସାହିତ କରି ଗ୍ରାମାଞ୍ଚଳରେ କର୍ମନିଯୁକ୍ତି ସୃଷ୍ଟି କରିବା ଏବଂ ନୂତନ ଉଦ୍ୟୋଗୀ ସୃଷ୍ଟି କରିବା ଲକ୍ଷ୍ୟରେ ରାଜ୍ୟ ସରକାରଙ୍କ ପକ୍ଷରୁ ଅନେକଗୁଡ଼ିଏ ଗୁରୁତ୍ୱପୂର୍ଣ୍ଣ…

ମହିଳାଙ୍କ ଶରୀରର ଉପର ଭାଗର ନଗ୍ନତାକୁ ଅଶ୍ଳୀଳ ବୋଲି କୁହାଯାଇପାରିବ ନାହିଁ: କେରଳ ହାଇକୋର୍ଟ

ନୂଆଦିଲ୍ଲୀ: ଅର୍ଦ୍ଧ ନଗ୍ନ ଶରୀରରେ ପେଣ୍ଟିଂ ମାମଲାରେ ରେହାନା ଫାତିମାଙ୍କୁ ନିର୍ଦ୍ଦୋଷରେ ଖଲାସ କରି କେରଳ ହାଇକୋର୍ଟ କହିଛନ୍ତି – ‘ନଗ୍ନତା ଏବଂ ଅଶ୍ଳୀଳତା ମଧ୍ୟରେ ପାର୍ଥକ୍ୟ ରହିଛି’। ଜଣେ ମହିଳାଙ୍କ ଉଲଗ୍ନ ଶରୀରର…

ସୁନା କିଣିବାର ସୁବର୍ଣ୍ଣ ସୁଯୋଗ, ସୋମବାର ସୁନା ମୂଲ୍ୟରେ ବଡ଼ ହ୍ରାସ

ନୁଆଦିଲ୍ଲୀ: ସୁନା ରୁପା କିଣିବାକୁ ଯାଉଥିବା ଲୋକମାନଙ୍କ ପାଇଁ ଭଲ ଖବର। ସୋମବାର ଅର୍ଥାତ୍ ଜୁନ୍ ୫ ତାରିଖରେ ସୁନା ଦାମ୍‌ରେ ବଡ଼ ହ୍ରାସ ଦେଖିବାକୁ ମିଳିଛି। ଏଭଳି ସମୟରେ ସୁନା କିଣିବା ପାଇଁ ଏକ ସୁଯୋଗ ରହିଛି ।…

ଶବ ଗାଡ଼ିରେ ଚେତା ଫେରିଲା, ହାତ ଠାରି ଡାକି ନିଜ ଜୀବନ ବଞ୍ଚାଇଲେ ଯୁବକ

କୋଲକାତା : ଜୁନ୍ ୨ ଶୁକ୍ରବାର ର ସେହିୁ କାଳ ରାତି । ଗୋଟିଏ ସେକେଣ୍ଡରେ ଚାଲିଗଲା ଶହ ଶହ ଲୋକଙ୍କ ଜୀବନ । କେହି କିଛି ବୁଝିବା ଆଗରୁ ସବୁ କିଛି ଛିନ୍ଛତ୍ର ହୋଇଗଲା । କିଏ କୁଆଡେ ଛିଟିକି ପଡିଲେ ତାହାର କିଛି ହିସାବ…

ଟ୍ରେନ୍ ଦୁର୍ଘଟଣାକୁ ନେଇ ମମତାଙ୍କ ବଡ ଘୋଷଣା : ମୃତକ ଓ ଆହତଙ୍କ ପରିବାର ସଦସ୍ୟଙ୍କୁ ଦେବେ ଚାକିରୀ

କୋଲକାତା : ଓଡ଼ିଶା ଟ୍ରେନ୍ ଦୁର୍ଘଟଣାରେ ପଶ୍ଚିମବଙ୍ଗର ଅନେକ ଲୋକ ପ୍ରାଣ ହରାଇଥିବାବେଳେ ଅନେକ ଆହତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ରହିଛନ୍ତି । ସେମାନଙ୍କ ଦୁଃଖ ଯନ୍ତ୍ରଣା ସହି ପାରିନାହାନ୍ତି ପଶ୍ଚିମବଙ୍ଗର…

ଆମେରିକାକୁ ଚେତାଇଲେ ରକ୍ଷାମନ୍ତ୍ରୀ ରାଜନାଥ ସିଂ: ଭରସାଯୋଗ୍ୟ ନୁହେଁ ପାକିସ୍ତାନ, ଅସ୍ତ୍ରଶସ୍ତ୍ର ଦେବାର ଭୂଲ୍ ନକରନ୍ତୁ

ନୁଆଦିଲ୍ଲୀ: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ବିବାଦ କାହାକୁ ଅଛପା ନାହିଁ । ବର୍ତ୍ତମାନ ଆମେରିକାର ପ୍ରତିରକ୍ଷାମନ୍ତ୍ରୀ ଓଲିଉଡ ଅଷ୍ଟିନ ଭାରତ ଗସ୍ତରେ ଅଛନ୍ତି । ଏହି ଅବସରରେ ଆମେରିକାରୁ ଭାରତର ରକ୍ଷାମନ୍ତ୍ରୀ…

ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ନେଇ ଜିଆରପି ଥାନାରେ ଏତଲା ; କାହା ନାଁରେ ହେଲା ମାମଲା ରୁଜୁ ?

ଭୁବନେଶ୍ୱର : ବାଲେଶ୍ୱର ବାହାନଗାର ଭୟଙ୍କର ଟ୍ରେନ୍ ଦୁର୍ଘଟଣା ସାରା ବିଶ୍ୱକୁ ସ୍ତବ୍ଧ କରିଛି । ଏଥିରେ କାହାର ଭୁଲ ଏବଂ କାହା ନାଁରେ ମାମଲା ରୁଜୁ ହେବ ଏହାକୁ ନେଇ ଅନେକ ଦ୍ୱନ୍ଦ୍ୱ ଉପୁଜିଥିବାବେଳେ ଆଜି ଜିଆରପି…

ବିଳମ୍ବ ହୋଇପାରେ ମୈସୁମୀ ! ଦକ୍ଷିଣ-ପୂର୍ବ ଆରବ ସାଗରରେ ସାମ୍ଭାବ୍ୟ ଲଘୁଚାପ

ଭୁବନେଶ୍ୱର/ନୂଆଦିଲ୍ଲୀ : ଦେଶର ଅଧିକାଂଶ ଅଞ୍ଚଳରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରଭାବ ଜାରି ରହିଛି । ମଧ୍ୟ, ପୂର୍ବ ଓ ଉତ୍ତର ପ୍ରାନ୍ତର ଅଧିକାଂଶ ଅଞ୍ଚଳରେ ଜାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ଏହି ସମୟରେ ମୌସୁମୀକୁ ନେଇ…

ସଙ୍କଟରେ ବାଇଜୁସ୍: ଆଜି ୧.୨ ବିଲିୟନ ଡଲାରରୁ ଅଧିକ ଋଣ ପରିଶୋଧ ପାଇଁ ଶେଷ ଦିନ

ନୁଆଦିଲ୍ଲୀ: ଏଡୁଟେକ୍ କମ୍ପାନୀ ବାଇଜୁସ୍ ପାଇଁ ଆଜି ଗୁରୁତ୍ୱପୁର୍ଣ୍ଣ ଦିନ । ଦେଶର ଅନେକ ବଡ଼ ଷ୍ଟାର୍ଟ ଅପ ମଧ୍ୟରୁ ବାଇଜୁସ୍ ଅନ୍ୟତମ । କମ୍ପାନୀ ଏବେ ଏକ ବଡ଼ ଆର୍ଥିକ ସଙ୍କଟର ସାମ୍ନା କରିପାରେ । ଏହି ଖବର ବିଷୟରେ…