ଜାନୁଆରୀ ୨୦୨୪ ରେ ହେବ ରାମ ମନ୍ଦିରର ଭବ୍ୟ ଉଦଘାଟନ, ଜନସାଧାରଣଙ୍କୁ ନିମନ୍ତ୍ରଣ କଲେ ଯୋଗୀ ଆଦିତ୍ୟନାଥ
ନୂଆଦିଲ୍ଲୀ: ଅଯୋଦ୍ଧ୍ୟାରେ ନିର୍ମାଣଧିନ ଶ୍ରୀ ରାମ ମନ୍ଦିର କାର୍ଯ୍ୟ ଏବେ ଆକାର ନେଉଛି । ଏବେଠାରୁ ଉତ୍ତର ପ୍ରଦେଶ ଯୋଗୀ ସରକାର ଏହାର ଉଦଘାଟନ ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଆଗାମୀ ବର୍ଷ ଜାନୁଆରୀରେ ରାମ…