CHARIDHAM

ନକଲି ସାର୍ଟିଫିକେଟ ମାମଲା ; ରିମାଣ୍ଡ ପରେ ଜେଲ୍ ଗଲେ ଅଭିଯୁକ୍ତ

ଭୁବନେଶ୍ୱର : ନକଲି ସାର୍ଟିଫିକେଟ ମାମଲାରେ ଗିରଫ ହୋଇଥିବା ୪ ଜଣ ଅଭିଯୁକ୍ତଙ୍କୁ କ୍ରାଇମବ୍ରାଞ୍ଚ ରିମାଣ୍ଡ ସରିବା ପରେ ଜେଲକୁ ପଠାଇଛି । ମନୋଜ ମିଶ୍ର ଓ ଆଲୋକ ଉଦଗାତାଙ୍କ ସମେତ ୪ ଅଭିଯୁକ୍ତଙ୍କୁ ଜେଲ ପଠାଯାଇଛି ।…

କୋଭିଡ୍ -୧୯ ଅପଡେଟ୍: ସ୍ଥିତି ଜାହିର କରୁଛି କରୋନା, ଗୋଟିଏ ଦିନରେ ୫୩୫୭ ରୋଗୀ ଚିହ୍ନଟ

ନୂଆଦିଲ୍ଲୀ : ପୁରୁଣା ସ୍ଥିତିକୁ ଫେରୁଛି କୋଭିଡ୍ -୧୯ । ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କୋଭିଡ୍-୧୯ ର ୫,୩୫୭ ଟି ନୂଆ ରୋଗୀ ଚିହ୍ନଟ ହୋଇଥିବାବେଳେ ଚିକିତ୍ସିତ ହେଉଥିବା ରୋଗୀଙ୍କ ସଂଖ୍ୟା ୩୨,୮୧୪ କୁ ବୃଦ୍ଧି ପାଇଛି।…

(Video) ଇଏ କ’ଣ ! କେହି ଅଟକାଅ..ନହେଲେ ବିଚରା ଛୁଆଟା ଖସି ପଡିବ

ନୂଆଦିଲ୍ଲୀ : ଦୁଃସାହାସିକତାର ଅନେକ ଭିଡିଓ ଆପଣ ଦେଖିଥିବେ । ନେମ୍ ଫେମ୍ ପାଇବା ପାଇଁ ଲୋକ ଭିନ୍ନ ଭିନ୍ନ ଷ୍ଟଣ୍ଡ ଦେଖାନ୍ତି । କିନ୍ତୁ ଆଜି ଆମେ ଆପଣଙ୍କୁ ଯେଉଁ ଭିଡିଓ ଦେଖାଇବୁ ସେଥିରେ ନେମ୍ ଫେମ୍ ପାଇଁ କୌଣସି…

ବଢିଛି ବାଘ ସଂଖ୍ୟା ; ୧୯୭୩ ରେ ଥିଲେ ୨୬୮ ରୁ କମ୍ , ୫୦ ବର୍ଷ ପରେ ୩୦୦୦ରୁ ଅଧିକ

ନୂଆଦିଲ୍ଲୀ: ୧୯୭୩ ମସିହା ଏପ୍ରିଲ ୧ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଜିମ କର୍ବେଟ ଟାଇଗର ରିଜର୍ଭରୁ 'ପ୍ରୋଜେକ୍ଟ ଟାଇଗର' ଆରମ୍ଭ କରିଥିଲେ। ସେତେବେଳେ ଦେଶରେ ବାଘ ସଂଖ୍ୟା ୨୬୮ ରୁ କମ୍ ଥିଲା। କିନ୍ତୁ…

ପୁଣି ମାରାତ୍ମକ ରୂପ ନେଉଛି କରୋନା ; ପୁନର୍ବାର ମାସ୍କକୁ ବାଧ୍ୟତାମୂଳକ କଲେ ସରକାର

ନୂଆଦିଲ୍ଲୀ : ଗତ କିଛି ଦିନ ହେବ ସାରା ଦେଶରେ କରୋନା ମାମଲାରେ କ୍ରମାଗତ ବୃଦ୍ଧି ଘଟିଛି। ଏଭଳି ପରିସ୍ଥିତିରେ, ସତର୍କତା ଭାବରେ ଅନେକ ରାଜ୍ୟ ପୁନର୍ବାର ମାସ୍କକୁ ବାଧ୍ୟତାମୂଳକ କରାଯାଇଛି । କେନ୍ଦ୍ର…

COVID-19 ର ସାଇଡ୍ ଇଫେକ୍ଟ ; ମା ଗର୍ଭରେ ଶିଶୁର ବ୍ରେନ୍ ଡ୍ୟାମେଜ୍ , ଅଧ୍ୟୟନରୁ ସ୍ପଷ୍ଟ

ନୂଆଦିଲ୍ଲୀ : କରୋନା ମହାମାରୀର ବ୍ୟାପିବା ସହିତ ଏହାର ପାର୍ଶ୍ୱ ପ୍ରତିକ୍ରିୟା ଉପରେ ମଧ୍ୟ ଅଧ୍ୟୟନ ଜାରି ରହିଛି । ବେଳେବେଳେ କୁହାଯାଏ ଯେ ଏହି କାରଣରୁ ଲୋକଙ୍କଠାରେ ହୃଦ୍‌ଘାତର ମାମଲା ବଢିଛି, ତ ଅନ୍ୟ କେତେବେଳେ…

ଖାକି ପ୍ୟାଣ୍ଟ ଓ ଟି-ସାର୍ଟ , ହାତରେ ଜ୍ୟାକେଟ୍ …ନୂଆ ଲୁକରେ ଜଙ୍ଗଲ ସଫାରି ପାଇଁ ଚାଲିଲେ ପ୍ରଧାନମନ୍ତ୍ରୀ

କର୍ଣ୍ଣାଟକ: ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂର୍ତ୍ତି ଉତ୍ସବରେ ପ୍ରଧାନମନ୍ତ୍ରୀ ମୋଦୀ ଜଙ୍ଗଲ ସଫାରିରେ ବାହାରିଛନ୍ତି । ରବିବାର କର୍ଣ୍ଣାଟକର ବାନ୍ଦିପୁର ଏବଂ ମୁଦୁମଲାଇ ଟାଇଗର ରିଜର୍ଭ ପରିଦର୍ଶନ କରିବେ । ଏହି ସମୟ…

ନିର୍ବାଚନର ନୂଆ ଟ୍ରେଣ୍ଡ ; ତାମିଲନାଡୁରେ ଦହି..ଏବେ କର୍ଣ୍ଣାଟକର କ୍ଷୀର ପ୍ରସଙ୍ଗ, କଂଗ୍ରେସ ନେତା କହିଲେ ଗୁଜୁରାଟର ମଡେଲ ଦରକାର ନାହିଁ

ନୂଆଦିଲ୍ଲୀ : ସବୁ କ୍ଷେତ୍ରରେ ଏବେ ପରିବର୍ତ୍ତନ ଦେଖିବାକୁ ମିଳିଛି । ସେହିଭଳି ନିର୍ବାଚନ କ୍ଷେତ୍ରରେ ମଧ୍ୟ ନୂଆ ପ୍ରସଙ୍ଗ ଦେଖିବାକୁ ମିଳୁଛି । ପୂର୍ବ ଭଳିଆ ରାସ୍ତା, ପାଣି, ନର୍ଦମା ଆଉ ନିର୍ବାଚନ ପ୍ରସଙ୍ଗ ହୋଇ…

ବୈଶାଖ ପ୍ରଥମ ଶନିବାର : ୪୮ ଘଣ୍ଟା ପରେ ଲାଭବାନ ହେବେ ଏହି ୩ ରାଶିର ଲୋକ, ଶନିର ଦଶମୀ ଶୁଭ ଦୃଷ୍ଟିରେ ଚମକିବ ଏମାନଙ୍କ ଭାଗ୍ୟ

ନୂଆଦିଲ୍ଲୀ : ଆଜି ହେଉଛି ବୈଶାଖ ପ୍ରଥମ ଶନିବାର । ୧୨ ମାସ ଶନି ପୂଜା ଅପେକ୍ଷା ଏହି ମାସର ଶନି ପୂଜାକୁ ବିଶେଷ ଗୁରୁତ୍ୱ ଦିଆଯାଏ । ଏହି କିଛି ଲୋକ ଏହି ଉପବାସ କରିବା ସହ ଘରେ ଶନିମେଳା କରନ୍ତି । ଏହି ମାସରେ ଶନି…

online fraud ର ନୂଆ ଉପାୟ ; ଫୋନ୍ ରେ ସୀମିତ ନାହିଁ , ଘର ଦୂଆର ମୁହଁରେ ଅନଲାଇନ୍ ଠକ

ନୂଆଦିଲ୍ଲୀ : ସାଇବର ଠକେଇ କେବଳ ଆପଣଙ୍କ ଫୋନରେ ସୀମିତ ନାହିଁ । ବରଂ ଏହା ଆପଣଙ୍କ ଘରର ଦୁଆର ମୁହଁରେ ପହଞ୍ଚି ସାରିଛି । ଟିକିଏ ଅସାବଧାନତା ହେତୁ ବଡ କ୍ଷତି ସହିବାକୁ ହେବାକୁ ପଡିପାରେ । ଠକମାନେ ମଧ୍ୟ ଠକିବାର ଏପରି…