River Rafting ; ଏହି ୧୦ଟି କଥାକୁ ମନେ ରଖନ୍ତୁ , ବଞ୍ଚି ଯିବେ ମରଣ ମୁହଁରୁ..
ନୂଆଦିଲ୍ଲୀ : ରିଭର ରାଫ୍ଟିଂ ଏହା ଏକ ଅତ୍ୟନ୍ତ ରୋମାଞ୍ଚକର କାର୍ଯ୍ୟକଳାପ । ଦୁଃସାହସିକ ପର୍ଯ୍ୟଟକମାନେ ନିଶ୍ଚିତ ଭାବରେ ଏହାକୁ ଉପଭୋଗ କରିବାକୁ ପଛାନ୍ତି ନାହିଁ । ଭାରତରେ ଅନେକ ସ୍ଥାନ ଅଛି ଯେଉଁଠାରେ ଆପଣ ପରିବାର…