ପାକିସ୍ତାନର ୩ ଆତଙ୍କବାଦୀ ଦୁବାଇ ଦେଇ ମୁମ୍ବାଇରେ ପ୍ରବେଶ କରିଛନ୍ତି! ତଦନ୍ତ ଜୋରଦାର କଲା ପୋଲିସ
ନୁଆଦିଲ୍ଲୀ: ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ପଶିଛନ୍ତି ୩ ପାକିସ୍ତାନୀ ଆତଙ୍କବାଦୀ । ଏଭଳି ଖବର ପାଇଁ ଆଲର୍ଟ ହୋଇଯାଇଛି ପୋଲିସ ଆଉ ଜାଗା ଜାଗାରେ ପେଟ୍ରୋଲିଂ କରୁଛି। ଶନିବାର ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମ୍କୁ…