ଭାଙ୍ଗିଲା ସବୁ ରେକର୍ଡ ; ଆଜି ପୁଣି ବଢିଲା ସୁନା ଓ ରୂପା ଦର, ଜିଏସଟି ସମେତ ୧୦ ଗ୍ରାମ ସୁନା ମୂଲ୍ୟ ବର୍ତ୍ତମାନ ୬୧୪୬୧ ଟଙ୍କା
ନୂଆଦିଲ୍ଲୀ : ଇତିହାସ ରଚିଛି ସୁନା ଦର । ସବୁ ରେକର୍ଡ ପଛରେ ପକାଇ ଆଜି ଗୋଟିଏ ଦିନରେ ସୁନା ଦର ୧୪୫୧ ଟଙ୍କା ବୃଦ୍ଧି ପାଇଥିବାବେଳେ ରୂପା ଆଜି ୧୪୭୭ ଟଙ୍କା ବ୍ୟୟବହୁଳ ହୋଇଛି। ସୁନା ଇତିହାସରେ ଏହା ପ୍ରଥମ ଥର ବୋଲି…