ଦିଲ୍ଲୀ ମଦ ଦୁର୍ନୀତି ମାମଲା: ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଲାନି ଜାମିନ

ନୂଆଦିଲ୍ଲୀ: ମଦ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଜାମିନ ଦେବାକୁ ବୁଧବାର ହାଇକୋର୍ଟ ମନା କରି ଦେଇଛନ୍ତି। ଏହି ଆବେଦନକୁ ପ୍ରତ୍ୟାଖ୍ୟାନ କରି କୋର୍ଟ କହିଛନ୍ତି,…

ଆସନ୍ତାକାଲି ପ୍ରକାଶ ପାଇବ ୨୦୨୪ ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ୟ୍ୟାୟ ପାଇଁ ବିଜ୍ଞପ୍ତି

ନୂଆଦିଲ୍ଲୀ: ୨୦୨୪ ସାଧାରଣ ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ଆସନ୍ତାକାଲି ଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ । ତେବେ ସାଧାରଣ ନିର୍ବାଚନରେ ମତଦାନ ହେବାକୁ ଥିବା ୧୨ ରାଜ୍ୟ/କେନ୍ଦ୍ର ଶାସିତ…

ଆସିଲା ବିଜେଡିର ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା: ଜାଣନ୍ତୁ, କାହାକୁ ମିଳିଲା ଟିକେଟ

ଓଡ଼ିଶା ଭାସ୍କର: ପ୍ରଥମ ପରେ ଏବେ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେଡି। ପ୍ରଥମ ପର୍ଯ୍ୟାୟରେ ବିଜେଡି ୭୨ ବିଧାନସଭା ଓ ୯ ଲୋକସଭା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିବା ବେଳେ ଏବେ ଆଉ ୬…

ବିମାନବନ୍ଦର ରନୱେରେ ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ବିମାନ ମଧ୍ୟରେ ଦୁର୍ଘଟଣା

ଓଡ଼ିଶା ଭାସ୍କର: ବିମାନବନ୍ଦର ରନୱେରେ ଇଣ୍ଡିଗୋ ଏବଂ ଏୟାର ଇଣ୍ଡିଆ ବିମାନ ମଧ୍ୟରେ ଦୁର୍ଘଟଣା ଘଟିଛି। ଏନେଇ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବା ଦେଖିବାକୁ ମିଳିଛି। ତେବେ ଏହି ଦୁର୍ଘଟଣାରେ କେହି ମୃତାହତ…

ତାଲିକାରୁ ବାଦ ପଡିଲେ ଶ୍ରିମୟୀ: ଏଥର ଭୁବନେଶ୍ୱରରେ ଅପରାଜିତା ଷଡ଼ଙ୍ଗୀ ବନାମ ମନ୍ମଥ ରାଉତରାୟ

ଭୁବନେଶ୍ୱର: ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ବିଜେଡି। ପ୍ରଥମ ପର୍ଯ୍ୟାୟରେ ଦଳ ୭୧ ବିଧାନସଭା ଓ ୯ ଲୋକସଭା ପାଇଁ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି। ତେବେ ଏହି ତାଲିକାରେ…

ଲୋକସଭା ନିର୍ବାଚନ ପାଇଁ ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା

ଓଡ଼ିଶା ଭାସ୍କର: ଲୋକସଭା ନିର୍ବାଚନ ପାଇଁ ବିଜେଡିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ତେବେ ଉଭୟ ବିଧାନସଭା ଓ ଲୋକସଭା ନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା କରିଥିବା ବେଳେ ଏଥିରେ…

ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା ବସ: ଜଣେ ମୃତ, ୧୦ରୁ ଅଧିକ ଗୁରୁତର

ଓଡ଼ିଶା ଭାସ୍କର: ବିଦ୍ୟୁତ ଖୁଣ୍ଟକୁ ଧକ୍କା ଦେଇ ଓଲଟିଲା ବସ। ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି। ମାଲକାନଗିରିରୁ ବ୍ରହ୍ମପୁର ଯାଉଥିଲା ଏହି ଯାତ୍ରୀବାହୀ ବସ ।…

ଘରେ ବହୁତ ମଶା ହେଉଛନ୍ତି କି? ତାହେଲେ ଲଗାନ୍ତୁ ଏହି ଗଛ, ରହିବନି ଡେଙ୍ଗୁ ଓ ମ୍ୟାଲେରିଆର ସଂଙ୍କଟ

ଓଡିଶା ଭାସ୍କର: ଅଧିକାଂଶ ଲୋକ ମଶାଙ୍କ ଠାରୁ ବଞ୍ଚିବା ପାଇଁ ସ୍ପ୍ରେ, କଏଲ, କ୍ରିମର ବ୍ୟବହାର କରନ୍ତି । କିନ୍ତୁ ଆପଣ ଜାଣିଛନ୍ତି କି ଘରୋଇ ଉପାୟ ଆପଣାଇ ମଧ୍ୟ ମଶାମାନଙ୍କ ଠାରୁ ମୁକ୍ତି ପାଇ ପାରିବା । ତେବେ ଆସନ୍ତୁ…

ଏହି ୪ ଗୁଣ ଥିବା ସ୍ତ୍ରୀଙ୍କ ଯୋଗୁଁ ବଦଳିଯାଏ ସ୍ୱାମୀଙ୍କ ଜୀବନ: ସବୁବେଳେ ହୋଇଥାଏ ଉନ୍ନତି ହିଁ ଉନ୍ନତି

ଆଚାର୍ଯ୍ୟ ଚାଣକ୍ୟ ଦୁନିଆର ମହାନତମ ବିଦ୍ୱାନଙ୍କ ମଧ୍ୟରେ ଜଣେ । ତାଙ୍କର ନୀତି ଆଜିର ସମୟରେ ମଧ୍ୟ ଉପାଦେୟ ହୋଇଥାଏ । ଚାଣକ୍ୟ ନୀତିରେ ସ୍ତ୍ରୀ-ପୁରୁଷଙ୍କ ବିଷୟରେ ବିସ୍ତାରରେ କୁହାଯାଇଛି । ବୈବାହିକ ଜୀବନ ହେଉ କିମ୍ବା…

୨୧ ଦିନର ଅନଶନ ଶେଷ କଲେ ବିଶିଷ୍ଟ ପରିବେଶବିତ ସୋନମ ୱାଙ୍ଗଚୁକ୍‌: ଆଗକୁ ଲଢ଼େଇ ଜାରି ରହିବ…

ଲଦାଖ: କେବଳ ଲୁଣ ପାଣି ପିଇ ୨୧ ଦିନ ଧରି ବିକ୍ଷୋଭ କରୁଥିବା ବିଶିଷ୍ଟ ପରିବେଶବିତ ତଥା ଶିକ୍ଷା ସଂସ୍କାରକ ସୋନମ ୱାଙ୍ଗଚୁକ ଆଜି ନିଜର ଆମରଣ ଅନଶନ ଶେଷ କରିଛନ୍ତି। ଲଦାଖକୁ ରାଜ୍ୟ ମାନ୍ୟତା ଓ ଏହାର ଐତିହ୍ୟକୁ ସୁରକ୍ଷା…