ପୁଣି ଓଡ଼ିଶାକୁ ମିଳିବ ୩୭୪ କୋଟି: ଫ୍ଲାଏଓଭର ପାଇଁ ଅର୍ଥ ମଞ୍ଜୁର କଲେ କେନ୍ଦ୍ର ସରକାର

ଓଡ଼ିଶା ଭାସ୍କର: ସମ୍ବଲପୁର ଏନଏଚ ପ୍ରକଳ୍ପ ପାଇଁ କେନ୍ଦ୍ରର ଅର୍ଥ ମଞ୍ଜୁର। ତେବେ ଏନଏଚ- ୫୩ରେ ୩୭୪ କୋଟି ବ୍ୟୟରେ ୬ ଲେନ ଫ୍ଲାଏଓଭର ନିର୍ମାଣ କରାଯିବ। ଏହା ସହ ୨ ଲେନ ବିଶିଷ୍ଟ ରୋଡ଼ ମଧ୍ୟ ନିର୍ମାଣ କରାଯିବ।…

ସେବାୟତଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡ଼ ଘୋଷଣା: ଏଣିକି ସେବାୟତଙ୍କୁ ମିଳିବ….

ଓଡ଼ିଶା ଭାସ୍କର: ପୁରୀ ଶ୍ରୀମନ୍ଦିର ସେବାୟତଙ୍କ ପାଇଁ ରାଜ୍ୟ ସରକାର ଏକ ବଡ଼ ଘୋଷଣା କରିଛନ୍ତି। ସରକାର ଏହି ସେବାୟତଙ୍କ ସ୍ୱାସ୍ଥ୍ୟବୀମା ବୃଦ୍ଧି କରିଛନ୍ତି। ପୂର୍ବରୁ ସେବାୟତଙ୍କୁ ୨ ଲକ୍ଷ ଲେଖାଏଁ ସ୍ୱାସ୍ଥ୍ୟବୀମା…

ରାଜ୍ୟରେ ଲାଗୁ ହେବ ନାହିଁ CAA, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ତାମିଲନାଡୁ: ଦେଶରେ ଲାଗୁ ହୋଇଛି ନାଗରିକତ୍ୱ ସଂଶୋଧ ଆଇନ (CAA)। ସୋମବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି (CAA)କୁ କାର୍ଯ୍ୟକାରୀ କରିବାକୁ ଘୋଷଣା କରିଛନ୍ତି। କିନ୍ତୁ ଏହାକୁ ନେଇ ଦେଶସାରା ବିବାଦ ଦେଖାଦେଇଛି। ଆଉ…

ହରିୟାଣା ପାଇଲା ନୂଆ ମୁଖ୍ୟମନ୍ତ୍ରୀ: ଶପଥ ନେଲେ ନାୟବ ସିଂ ସୈନୀ

ଚଣ୍ଡିଗଡ଼: ହରିୟାଣା ପାଇଲା ନୂଆ ମୁଖ୍ୟମନ୍ତ୍ରୀ। ଶପଥ ଗ୍ରହଣ ଉତ୍ସବରେ ଯୋଗ ଦେଇ ନୂଆ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ନାୟବ ସିଂ ସୈନୀ । ଏହି ଶପଥ ଗ୍ରହଣ ଉତ୍ସବରେ ବିଦାୟୀ ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ମଧ୍ୟ…

(Video)ମଝି ଆକାଶରେ କ୍ରାସ ହେଲା ଋଷର ସାମରିକ ବିମାନ, ଦେଖନ୍ତୁ ଭିଡିଓ

ମସ୍କୋ: ଯୁଦ୍ଧ ହେବାର ଏକ ମାସ ପରେ, ୟୁକ୍ରେନ ବନ୍ଦୀମାନଙ୍କ ସହିତ ଋଷର ଏକ ସାମରିକ ବିମାନ କ୍ରାସ ହୋଇଥିଲା। ତେବେ ଏହିଭଳି ଋଷର ଆଉ ଏକ ସାମରିକ ବିମାନ 'କାର୍ଗୋ'ରେ ଅଗ୍ନିକାଣ୍ଡ ହେବା ଯୋଗୁଁ ମସ୍କୋର ଉତ୍ତର-ପୂର୍ବର…

CAAକୁ ବିରୋଧ କଲେ ଥଲପତି ବିଜୟ, ଏହାକୁ ନେଇ କହିଲେ ଏମିତି କିଛି…

ଓଡ଼ିଶା ଭାସ୍କର: ଦେଶରେ ଲାଗୁ ହୋଇଛି ନାଗରିକତ୍ୱ ସଂଶୋଧ ଆଇନ। କିନ୍ତୁ ଏହାକୁ ବିରୋଧ କରିଛନ୍ତି ଲୋକପ୍ରିୟ ଅଭିନେତା ତଥା ରାଜନେତା ଥାଲପତି ବିଜୟ। ଏଥିରେ ସେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଏବଂ ଏହାକୁ ଗ୍ରହଣୀୟ ନୁହେଁ…

ଅଷ୍ଟ୍ରେଲିଆରେ ଭାରତୀୟ ମହିଳାଙ୍କ ମୃତ୍ୟୁ: ମୃତଦେହ ଫେରାଇ ଆଣିବାକୁ ବାପା-ମା’ଙ୍କ ଆକୁଳ ନିବେଦନ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆରେ ଜଣେ ୩୬ ବର୍ଷୀୟା ଭାରତୀୟ ମହିଳାଙ୍କ ମୃତ୍ୟୁ ଘଟିଛି। ଶନିବାର ଦିନ ମହିଳାଙ୍କ ମୃତଦେହ ବକଲିରେ ରାସ୍ତା କଡରେ ଥିବା ଏକ ଆବର୍ଜନା ପାତ୍ର ବା ୱେଷ୍ଟ୍‌ ବିନ୍‌ରୁ ମିଳିଥିଲା। ତେବେ ମୃତ ମହିଳା…

ମେଣ୍ଟ ଚର୍ଚ୍ଚା ଭିତରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ରାଜ୍ୟପାଳ ରଘୁବର ଦାସ

ଓଡ଼ିଶା ଭାସ୍କର: ବିଜେଡି- ବିଜେପି ମେଣ୍ଟ ସସପେନ୍ସ ଭିତରେ ବଡ଼ ଖବର । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଲେ ରାଜ୍ୟପାଳ ରଘୁବର ଦାସ। ଅମିତ ଶାହଙ୍କ ଦିଲ୍ଲୀ ବାସଭବନରେ ତାଙ୍କୁ ରାଜ୍ୟପାଳ ରଘୁବର ଦାସ…

ନବଜାତ ଶିଶୁଙ୍କ ପାଇଁ ବଡ଼ ଘୋଷଣା: ଶିଶୁ ଜନ୍ମ ହେଲେ ୧୦,୮୦୦ ଟଙ୍କାର Fixed Deposits କରିବେ ରାଜ୍ୟ ସରକାର,

ଓଡ଼ିଶା ଭାସ୍କର: ନିର୍ବାଚନ ପୂର୍ବରୁ ସରକାର ଏକ ନୂଆ ଯୋଜନା ଘୋଷଣା କରିଛନ୍ତି। ଯୋଜନାର ନାମ ରହିଛି ‘ଶିଶୁ ସମୃଦ୍ଧି ଯୋଜନା’ (Shishu Samriddhi Yojana)। ଯାହା ଅଧୀନରେ ସରକାର ନବଜାତ ଶିଶୁଙ୍କ ନାମରେ ୧୦,୮୦୦…

ପାଖେଇ ଆସିଲାଣି ନିର୍ବାଚନ: ଜାଣନ୍ତୁ, କିପରି କରିବେ ଭୋଟର ଆଇଡି ପାଇଁ ଆବେଦନ

ଓଡ଼ିଶା ଭାସ୍କର: ଆଉ ଦିନ କେଇଟା ଗଲେ ଦେଶରେ ଅନୁଷ୍ଠିତ ହେବ ଲୋକସଭା ଓ ବିଧାନସଭା ନିର୍ବାଚନ। ତେଣୁ ଅନେକ ନୂଆ ଯୁବ ଭୋଟର ନିଜ ନିଜର ଭୋଟର ଆଇଡି କରି ସାରିଲେଣି। ତେବେ ଯଦି ଆପଣ ଭୋଟର ଆଇଡି ତିଆରି କରିବାକୁ…