IND vs AUS: ପ୍ରଥମ ଟି-୨୦ ମ୍ୟାଚ୍‌ରେ ଖାତା ଖୋଲିପାରିଲାନି ଭାରତ, ୧୩ରନ୍‌ରେ ଜିତିଲା ଅଷ୍ଟ୍ରେଲିଆ

ନୂଆଦିଲ୍ଲୀ: ଭାରତୀୟ ମହିଳା ଏ ଟିମ୍ ଏବେ ଅଷ୍ଟ୍ରେଲିଆ ଗସ୍ତରେ। ଯେଉଁଠି ସେ ଅଷ୍ଟ୍ରେଲିଆ ଦଳ ବିପକ୍ଷରେ ତିନୋଟି ଫର୍ମାଟରେ ସିରିଜ୍ ଖେଳିବାକୁ ପହଞ୍ଚିଛନ୍ତି। ଆଜିଠାରୁ ଅର୍ଥାତ ୭ ଅଗଷ୍ଟରୁ ଏହା ଆରମ୍ଭ ହୋଇଯାଇଛି।…

ରାତିକୁ ୬ ହଜାର, ଗେଷ୍ଟ ହାଉସ୍‌ରେ ସେକ୍ସ ରାକେଟ୍‌, ଅଡିଓ କ୍ଲିପ ଭାଇରାଲ ପରେ ଆକ୍ସନ

ଗୌହାଟି: ଆସାମର ଗୌହାଟିର ଏକ ଗେଷ୍ଟ ହାଉସ୍‌ରେ ଚାଲିଥିଲା ସେକ୍ସ ରାକେଟ। ଯେଉଁଠାରେ ଗୋଟିଏ ରାତି ପାଇଁ ୬୦୦୦ ଟଙ୍କା ହେଉଥିଲା ଆଦାୟ। ଗୌହାଟି ସହରର ଜୋୟା ନଗର ଅଞ୍ଚଳରେ ମଙ୍ଗଳବାର ଏକ ବଡ଼ ଖୁଲାସା ହୋଇଛି। ପୋଲିସ…

କପିଲ ଶର୍ମାଙ୍କ କାନଡା କାଫେରେ ପୁଣି ଗୁଳିକାଣ୍ଡ, ଜେଲରେ ଥିବା ଗ୍ୟାଙ୍ଗଷ୍ଟରର ହାତ!

ମୁମ୍ବାଇ: ବଲିଉଡ ଅଭିନେତା ଏବଂ ସୁପରହିଟ୍ କମେଡିଆନ୍ କପିଲ ଶର୍ମାଙ୍କ କାଫେକୁ ଫାୟାରିଂ। ଦ୍ୱିତୀୟ ଥର କପିଲଙ୍କ କାନଡା କାଫେରେ ଫାୟାରିଂ ହୋଇଛି। କାଫେର ଝରକାରେ ୬ଟି ଗୁଳିର ଚିହ୍ନ ମିଳିଛି। କାନଡା କାଫେ ଉପରେ…

ଫଡନାଭିସ୍‌ଙ୍କ ଟାର୍ଗେଟରେ କଂଗ୍ରେସ ସାଂସଦ, କହିଲେ, ଚୋରି ହୋଇଗଲା ରାହୁଲ ଗାନ୍ଧୀଙ୍କ ବ୍ରେନ୍ ଚିପ୍‌

ମହାରାଷ୍ଟ୍ର: କଂଗ୍ରେସ ସାଂସଦ ଏବଂ ଲୋକସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଗୁରୁବାର ନିର୍ବାଚନ କମିଶନ ଉପରେ ପୁଣି ଥରେ ବର୍ଷିଛନ୍ତି କରିଛନ୍ତି। କର୍ଣ୍ଣାଟକର ଏକ ବିଧାନସଭା ଆସନର ତଥ୍ୟ ଉପସ୍ଥାପନ କରି ସେ…

(video viral) ମାତିଛି କୁକୁର ଆତଙ୍କ, ଦୁଇ ବର୍ଷର ଝିଅକୁ କାମୁଡ଼ି ଟେକି ଟେକି ନେଇଗଲା…

ଗୁଜୁରାଟ: ଗୁଜୁରାଟର ଆମରେଲି ଜିଲ୍ଲାରୁ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଯେଉଁଠାରେ ଏକ ଦୁଇ ବର୍ଷର ଶିଶୁକୁ ଏକ ବୁଲା କୁକୁର ଆକ୍ରମଣ କରିଛି। ଏହି ଆକ୍ରମଣରେ ଶିଶୁଟି ଗୁରୁତର ଆହତ ହୋଇଛି। ଏବଂ ତାକୁ…

ପୃଥ୍ୱୀରାଜ ଚଭନ ଉପରେ ବର୍ଷିଲେ ସୁଧାକର ଚତୁର୍ବେଦୀ, କହିଲେ “ମାର ଦୁଇ ଚାପୁଡା ଦେବି ୨ ଲକ୍ଷ”,

ମୁମ୍ବାଇ: ମାଲେଗାଓଁ ବିସ୍ଫୋରଣ ମାମଲାରେ ମୁକ୍ତ ହୋଇଥିବା ସୁଧାକର ଚତୁର୍ବେଦୀ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ପୃଥ୍ୱୀରାଜ ଚଭନଙ୍କ ଉପରେ ବର୍ଷିଛନ୍ତି। ପୃଥ୍ୱୀରାଜ ଚଭନଙ୍କୁ ଦୁଇ ଚାପୁଡ଼ା ମାରିଥିବା…

ଭାଇ ହାତରେ ବାନ୍ଧନ୍ତୁନି ଏହି ରଙ୍ଗର ରାକ୍ଷୀ, ପଡ଼ିବ ରାହୁ ଦଶା!

ଭାଇ ଏବଂ ଭଉଣୀଙ୍କ ମଧ୍ୟରେ ପବିତ୍ର ସମ୍ପର୍କର ପ୍ରତୀକ ରକ୍ଷାବନ୍ଧନ। ଏହି ପର୍ବ ପ୍ରତିବର୍ଷ ବହୁତ ଉତ୍ସାହ ଏବଂ ପ୍ରେମ ସହିତ ପାଳନ କରାଯାଏ। ଏହି ଦିନ ଭଉଣୀମାନେ ସେମାନଙ୍କ ଭାଇଙ୍କ ହାତରେ ରାଖୀ ବାନ୍ଧିଥାନ୍ତି।…

ସଇତାନ ସାଙ୍ଗ; ୩ ବର୍ଷର ପୁରୁଣା ଝଗଡ଼ା, ବାରରେ ଛୁରୀ ଭୁସି ନେଲେ ପ୍ରତିଶୋଧ

କର୍ଣ୍ଣାଟକ: ବନ୍ଧୁ ହେଲା ଶତ୍ରୁ। ୩ବର୍ଷ ପୁରୁଣା ପ୍ରତିଶୋଧ ନେଲା ସାଙ୍ଗ। ନିଶାଗ୍ରସ୍ତ ଅବସ୍ଥାରେ ୩ ଜଣ ସାଙ୍ଗ ଆସିଲେ ଅନ୍ୟ ସାଙ୍ଗକୁ ଅତି ନିର୍ମମ ଭାବେ ଛୁରୀରେ କଲେ ଆକ୍ରମଣ। କର୍ଣ୍ଣାଟକର ମାଣ୍ଡ୍ୟା ଜିଲ୍ଲାରୁ…

ବାପ-ଝିଅଙ୍କ ଉପରେ ମାଡ଼ିଗଲା ହାଇୱା, ସ୍କୁଲରୁ ଝିଅକୁ ନେଇ ଆସୁଥିବା ବେଳେ ଦୁର୍ଘଟଣା

ପାରାଦୀପ: ବାଇକ୍ ଉପରେ ମାଡ଼ିଗଲା ହାଇୱା। ଏକା ସାଙ୍ଗରେ ଚାଲିଗଲା ବାପ- ଝିଅଙ୍କ ଜୀବନ। କଟକ- ପାରାଦୀପ ରାସ୍ତା କୋଠିସାହି ଛକରେ ଘଟିଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ବାଇକ୍‌ରେ ଝିଅକୁ ସ୍କୁଲକୁ ନେଇ ଘରକୁ…

ଆଉ ରାସ୍ତାରେ ଗଡ଼ିବନି ରିକ୍ସା, ୬ ମାସ ଭିତରେ ବନ୍ଦ କରିବାକୁ ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ

ନୂଆଦିଲ୍ଲୀ: ଆଉ ମଣିଷକୁ ଟାଣିବନି ମଣିଷ। ସବୋର୍ଚ୍ଚ ନ୍ୟାୟଳୟ ରିକ୍ସା ଟଣା ଉପରେ ଲଗାଇଲେ ରୋକ। ଏହି କଥା ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ରିକ୍ସା ଟଣାକୁ ଅମାନବୀୟ ବୋଲି କହିଛନ୍ତି…