ନାମାଙ୍କନ ଭରିଲେ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ୩ୟ ଥର ପାଇଁ ଲକ୍ଷ୍ନୌ ଆସନରୁ କରିବେ ପ୍ରତିଦ୍ୱନ୍ଦିତା

ଲକ୍ଷ୍ନୌ: ଲୋକସଭା ନିର୍ବାଚନକୁ ନେଇ ସରଗରମ ବିଭିନ୍ନ ରାଜନୌତିକ ଦଳ । ଗୋଟିଏ ପଟେ ଜୋରସୋରରେ ପ୍ରଚାର କାର୍ଯ୍ୟ ଚାଲିଥିବା ବେଳେ ଅନ୍ୟପଟେ ଜାରି ରହିଛି ପ୍ରାର୍ଥୀଙ୍କ ନାମାଙ୍କନ ଦାଖଲ ପ୍ରକ୍ରିୟା । ଏଥିମଧ୍ୟରେ…

ରୂପେଲି ପରଦାରୁ ରାଜନୀତିର ରେସ୍, ମଇଦାନରେ ବିରୋଧୀଙ୍କୁ ପ୍ରଥମ ଥର ପାଇଁ ଦେବେ ଟକ୍କର, ରେସରେ ସାମିଲ ଅଛନ୍ତି ଏହି ଲୋକପ୍ରିୟ ଅଭିନେତ୍ରୀ

ଓଡ଼ିଶା ଭାସ୍କର: ରୂପେଲି ପରଦାରୁ ରାଜନୀତିର ରେସ୍ । ମଇଦାନରେ ପୁରୁଖା ନେତାଙ୍କ ସହ ଟକ୍କର । ରାଜନୀତିର ଗଭୀର ସମୁଦ୍ରକୁ ମାପିବା ପାଇଁ ରାଜନୀତିରେ ପୁଖତା ହେବାକୁ ପଡ଼ିଥାଏ । ଆଉ ଏସବୁ ଏତେ ସହଜ ନଥାଏ । ରାଜନୀତିରେ…

କଂଗ୍ରେସରୁ ଇସ୍ତଫା ଦେଲେ ଦୁଲାଲ୍ ପ୍ରଧାନ, ଏଆଇସିସି ସଭାପତି ଖଡ଼ଗେଙ୍କ ନିକଟକୁ ପଠାଇଲେ ଇସ୍ତଫା ପତ୍ର

ଭୁବନେଶ୍ୱର: ଲୋକସଭା ନିର୍ବାଚନ ପ୍ରଚାର ମଧ୍ୟରେ କଂଗ୍ରେସକୁ ଲାଗିଛି ବଡ଼ ଝଟକା । କଂଗ୍ରେସରୁ ଇସ୍ତଫା ଦେଲେ ଦୁଲାଲ୍ ପ୍ରଧାନ । ତେବେ ଦଳ ଦୁଲାଲଙ୍କ ଠାରୁ ଟିକେଟ ଫେରାଇ ନେବା ପରେ ସେ ଦଳ ଛାଡ଼ିଥିବା ଜଣାପଡ଼ିଛି ।…

ପାସ୍ ହେବା ପାଇଁ ଆବଶ୍ୟକ ୩୩%, ଆପଣ ଜାଣିଛନ୍ତି କି କିଏ ଆରମ୍ଭ କରିଥିଲା ଏହି ଫର୍ମୁଲା ?

ଓଡ଼ିଶା ଭାସ୍କର: ନିକଟରେ ବିଭିନ୍ନ ରାଜ୍ୟରେ ଦଶମ ଏବଂ ଦ୍ୱାଦଶ ଶ୍ରେଣୀର ବୋର୍ଡ଼ ରେଜଲ୍ଟ ପ୍ରକାଶିତ ହୋଇଛି । ଅଧିକାଂଶ ବେର୍ଡ଼ ତରଫରୁ ପରୀକ୍ଷାରେ ପାସ୍ ହେବା ପାଇଁ ୩୩% ମାର୍କ ଧାର୍ଯ୍ୟ କରାଯାଇଥାଏ । କିନ୍ତୁ ଆପଣ କେବେ…

କର୍ଣ୍ଣାଟକର ବିଜେପି ସାଂସଦ ଭି ଶ୍ରୀନିବାସ ପ୍ରସାଦଙ୍କ ନିଧନ, ୪ ଦିନରୁ ICUରେ ଥିଲେ ଭର୍ତ୍ତି

ବେଙ୍ଗାଲୁରୁ: ଲୋକସଭା ନିର୍ବାଚନ ମଧ୍ୟରେ ବିଜେପିକୁ ଲାଗିଛି ଶକ୍ତ ଧକ୍କା । ପୂର୍ବତନ କେନ୍ଦ୍ର ମନ୍ତ୍ରୀ, ବିଜେପି ନେତା ତଥା ଚାମରାଜନଗରର ସାଂସଦ ଭି ଶ୍ରୀନିବାସଙ୍କ ରବିବାର ବିଳମ୍ବିତ ରାତିରେ ଦେହାନ୍ତ ହୋଇଛି ।…

ବେକର କଳାପଣ ପାଇଁ ଚିନ୍ତିତ କି ? ଏହି ଘରୋଇ ଉପଚାର ଦ୍ୱାରା ଦୂରେଇଥାଏ ସମସ୍ୟା

ଓଡ଼ିଶା ଭାସ୍କର: କଲବଲ କରୁଛି ଗ୍ରୀଷ୍ମ ପ୍ରବାହ । ଏମିତିରେ ଟିକିଏ ଆଶ୍ୱସ୍ତି ପାଇଁ ଲୋକମାନେ ଛାଇ ଏବଂ ଥଣ୍ଡା ପବନ ଖୋଜିଥାନ୍ତି । ଅଧିକାଂଶ ସମୟରେ ଝାଳ ଏବଂ ପ୍ରଦୂଷଣ ଯୋଗୁଁ ବେକର କିଛି ଅଂଶ କଳା ପଡ଼ିଯାଏ । ବିଶେଷ…

ତୁଟୁନି ଅରବିନ୍ଦ କେଜରିୱାଲଙ୍କ ମନି ଲଣ୍ଡରିଂ ମାମଲା, ଆଜି ସୁପ୍ରିମକୋର୍ଟରେ ଶୁଣାଣି

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଆଜି ସୁପ୍ରିମକୋର୍ଟରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଗିରଫ ବିରୋଧରେ ଆବେଦନର ଶୁଣାଣି ହେବ । ସର୍ବୋଚ୍ଚ ନ୍ୟାୟାଳୟର ୱେବସାଇଟରେ ପ୍ରକାଶିତ…

(Video): ଋଷିକେଶ ପାଲଟିବ ମିନି Bangkok ! ଗଙ୍ଗା ନଦୀ କୂଳରେ ଅର୍ଦ୍ଧ ନଗ୍ନ ବିଦେଶୀ ପର୍ଯ୍ୟଟକ, ଜଳ କ୍ରୀଡ଼ା କରୁଥିବାର ଦୃଶ୍ୟ ହେଉଛି ଭାଇରାଲ

ଋଷିକେଶ: ଭାତର ଏହାର ବିବିଧତା, ସଂସ୍କୃତି, ପରମ୍ପରା ଏବଂ ସଭ୍ୟତା ପାଇଁ ସାରା ବିଶ୍ୱରେ ପରିଚିତ । ତେଣୁ ଭାରତର ଅସ୍ମିତା ଅନ୍ୟ ଦେଶ ଠାରୁ ଭିନ୍ନ ଅଟେ । ଏହା ହିଁ ଅଧିକାଂଶ ମାତ୍ରାରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାର…

ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର, ଜୁଲାଇରେ ଆରମ୍ଭ ହେବ ବନ୍ଦେ ଭାରତ ମେଟ୍ରୋର ଟ୍ରାଏଲ୍ ରନ୍

ନୂଆଦିଲ୍ଲୀ: ବନ୍ଦେ ଭାରତ ମେଟ୍ରୋ ଟ୍ରେନକୁ ନେଇ ଭାରତୀୟ ରେଳବାଇ ଯାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆଣିଛି । ଭାରତରେ ସେମି ହାଇ ସ୍ପିଡ୍ ବନ୍ଦେ ଭାରତ ଟ୍ରେନର ସଫଳତା ପରେ ଅଳ୍ପ ଦୂରତାର ବନ୍ଦେ ଭାରତ ମେଟ୍ରୋ ଟ୍ରେନ୍…

ସମଲିଙ୍ଗୀ ସମ୍ପର୍କକୁ ନେଇ କଠୋର ହେଲା ଇରାକ ସଂସଦ, ୧୫ ବର୍ଷ ପର୍ଯ୍ୟନ୍ତ ହୋଇପାରେ ଜେଲ ଦଣ୍ଡ

ବାଗଦାଦ: ଶନିବାର ଇରାକ ସଂସଦରେ ସମଲିଙ୍ଗୀ ସମ୍ପର୍କକୁ ନେଇ  ଏକ ଆଇନ ପ୍ରଣୟନ କରିଛି । ଇରାକରେ ସମଲିଙ୍ଗୀ ସମ୍ପର୍କକୁ ଅପରାଧ ବିବେଚିତ କରାଯାଇ ୧୫ ବର୍ଷ ପର୍ଯ୍ୟନ୍ତ ଜେଲ ଦଣ୍ଡାଦେଶ ଘୋଷଣା କରାଯାଇଛି । ଧାର୍ମିକ…