Breaking News ରାଜ୍ୟ ସରକାରଙ୍କ ବଡ଼ ଘୋଷଣା, ୩ ଦିନ ପାଇଁ ସ୍କୁଲ ଛୁଟି Sasmita Jamuda Apr 17, 2024 ଭୁବନେଶ୍ୱର: ଗ୍ରୀଷ୍ମ ପ୍ରବାହ ଏବଂ ବଢ଼ୁଥିବା ତାପମାତ୍ରାକୁ ଦୃଷ୍ଟିରେ ରଖି ଆଗାମୀ ୩ ଦିନ ପାଇଁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରହିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏପ୍ରିଲ ୧୮ରୁ ୨୦ ତାରିଖ ଯାଏ…
ଦେଶ ଜୁନିୟର ଫୁଡ୍ ଆନାଲିଷ୍ଟ ପଦବୀ ପାଇଁ ନିଯୁକ୍ତି ସୁଯୋଗ, ମାତ୍ର ୨୫ ଟଙ୍କା ରହିଛି ଆବେଦନ ଶୁଳ୍କ, ଜାଣନ୍ତୁ ଡିଟେଲ୍ସ Sasmita Jamuda Apr 17, 2024 ଓଡ଼ିଶା ଭାସ୍କର: ଆପଣ ସରକାରୀ ଚାକିରି ଆଶାୟୀ ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଉତ୍ତର ପ୍ରଦେଶର ସବୋର୍ଡିନେଟ୍ ସର୍ଭିସ ସିଲେକ୍ସନ କମିଶନ(UPSSSC) ଜୁନିୟର ଫୁଡ୍ ଆନାଲିଷ୍ଟ ପଦବୀ ପାଇଁ…
Top Stories ଆସନ୍ତାକାଲି ପ୍ରକାଶ ପାଇବ ପଞ୍ଜାବ ବୋର୍ଡ଼ ୧୦ମ ରେଜଲ୍ଟ ! ଏହି ୱେବସାଇଟରେ ଚେକ୍ କରିପାରିବେ ମାର୍କ ସିଟ୍ Sasmita Jamuda Apr 17, 2024 ନୂଆଦିଲ୍ଲୀ: ପଞ୍ଜାବ ବୋର୍ଡ଼ ରେଜଲ୍ଟ ୨୦୨୪ ପାଇଁ ଅପେକ୍ଷାରତ ଥିବା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ଏପ୍ରିଲ ୧୮କୁ ବୋର୍ଡ଼ ରେଜଲ୍ଟ ପ୍ରକାଶ ପାଇବା ନେଇ ଚର୍ଚ୍ଚା ହେଉଛି । ତେବେ ଏନେଇ ପଞ୍ଜାବ ସ୍କୁଲ ଶିକ୍ଷା…
Top Stories ଝାଡ଼ଖଣ୍ଡରେ ଜମି ଦୁର୍ନୀତି ମାମଲାରେ EDର ବଡ଼ ଆକ୍ସନ, JMM ନେତାଙ୍କ ସମେତ ୪ ଜଣ ଗିରଫ Sasmita Jamuda Apr 17, 2024 ରାଞ୍ଚି: ଝାଡ଼ଖଣ୍ଡ ଜମି ଦୁର୍ନୀତି ମାମଲାରେ ଆଜି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ୪ ଜଣଙ୍କୁ ଗିରଫ କରିଛି । ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(JMM )ର ନେତା ଅନ୍ତୁ ତିର୍କୀଙ୍କ ସମେତ ଅନ୍ୟ ସହଯୋଗୀ ଯଥା ପ୍ରିୟରଞ୍ଜନ…
Astrology ଆଜି ପବିତ୍ର ରାମ ନବମୀ, ଶୁଭ ମୁହୂର୍ତ୍ତରେ ପୂଜାର୍ଚ୍ଚନା କଲେ ସୌଭାଗ୍ୟ ପ୍ରାପ୍ତି ହେବା ସହ ଦୁର୍ଭାଗ୍ୟ ଦୁରେଇ ଥାଏ Sasmita Jamuda Apr 17, 2024 ଓଡ଼ିଶା ଭାସ୍କର: ଆଜି ପବିତ୍ର ରାମ ନବମୀ । ଚୈତ୍ର ମାସର ଶୁକ୍ଳ ପକ୍ଷ ନମବୀ ତିଥିରେ ଭଗବାନ ବିଷ୍ଣୁଙ୍କ ୭ମ ଅବତାର ଭାବେ ଶ୍ରୀ ରାମ ଧରାବତରଣ କରିଥିଲେ । ରାଜା ଦଶରଥ ଏବଂ ମାତା କୌଶଲ୍ୟାଙ୍କ ସୁପୁତ୍ର ଥିଲେ ଶ୍ରୀ ରାମ ।…
Featured Selfish ଲୋକଙ୍କ ଗହଣରେ ରହୁଛନ୍ତି କି ଆପଣ ? ଏହି ସବୁ ବ୍ୟବହାରରୁ ସହଜରେ ଚିହ୍ନନ୍ତୁ ସ୍ୱାର୍ଥୀ ବ୍ୟକ୍ତିଙ୍କୁ Sasmita Jamuda Apr 16, 2024 ଓଡ଼ିଶା ଭାସ୍କର: ଜୀବନରେ ଆମେ ଅନେକ ଲେକଙ୍କୁ ଭେଟିଥାଉ । ସେଥିମଧ୍ୟରୁ ଲୋକଙ୍କ ବ୍ୟବହାର ଦେଖି ସେମାନଙ୍କ ଭଲ ଓ ମନ୍ଦ ପ୍ରକୃତିର ପରିଚୟ ମିଳିଥାଏ । କିନ୍ତୁ ଏମିତି ବି କିଛି ବ୍ୟକ୍ତି ଅଛନ୍ତି ଯେଉଁମାନେ ସାମ୍ନାରେ…
Top Stories ଅକ୍ଟୋବର ୧ରୁ ଋଣ ନିୟମରେ ହେବ ପରିବର୍ତ୍ତନ, ବ୍ୟାଙ୍କ ପାଇଁ ନିର୍ଦ୍ଦେଶନାମା ଜାରି କଲା RBI Sasmita Jamuda Apr 16, 2024 ନୂଆଦିଲ୍ଲୀ: ଦିନକୁ ଦିନ ବ୍ୟାଙ୍କ ସହ ଜଡ଼ିତ ନିୟମରେ ପରିବର୍ତ୍ତନ ହେଉଛି ତେଣୁ ଅପଡେଟ୍ ରହିବା ଜରୁରୀ । ନିକଟ ଭବିଷ୍ୟତରେ ଋଣ ନେବାକୁ ଯୋଜନା କରୁଥିଲେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଅଟେ । ଅକ୍ଟୋବର ୧…
ଦେଶ BlackRock ସହ ଚୁକ୍ତି ସ୍ୱାକ୍ଷର କଲା Jio ଫାଇନାନସିଆଲ ସର୍ଭିସେସ୍, ଜାଣନ୍ତୁ କେଉଁ ବ୍ୟବସାୟରେ କରିବେ ପ୍ରବେଶ Sasmita Jamuda Apr 16, 2024 ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ୍ ମୁକେଶ ଅମ୍ବାନୀଙ୍କ ନେତୃତ୍ୱାଧୀନ ଜିଓ ଫାଇନାନସିଆଲ ସର୍ଭିସେ, US ଆଧାରିତ ଏକ କମ୍ପାନୀ ବ୍ଲାକରକ୍ ଆଡଭାଇଜର୍ସ ସିଙ୍ଗାପୁର ପ୍ରାଇଭେଟ୍ ଲିମିଟେଡ୍ କମ୍ପାନୀ ସହ ଏକ…
ଦେଶ ଉତ୍ତରପ୍ରଦେଶରେ ମୁସଲିମ ଭୋଟରଙ୍କୁ ନେଇ ଟଣା-ଓଟରା; ପ୍ରାର୍ଥୀଙ୍କ ଉପରେ ରହିଛି BSP, ସପା, ବିଜେପି ଏବଂ କଂଗ୍ରେସର ନଜର Sasmita Jamuda Apr 16, 2024 ଲକ୍ଷ୍ନୌ: ଆଉ କିଛି ଦିନରେ ଲୋକସଭା ନିର୍ବାଚନ । ଏଥିପାଇଁ ପ୍ରଚାର କାର୍ଯ୍ୟ ସହ ବିଭିନ୍ନ ରାଜନୈତିକ ଦଳ ସହ ସାଧାରଣ ଜନତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ପ୍ରସ୍ତୁତ ହେଉଛି…
Breaking News ଝେଲମ ନଦୀରେ ବୁଡ଼ିଲା ଡଙ୍ଗା; ୪ ମୃତ୍ୟୁ ୩ ଗୁରୁତର, ଜାରି ରହିଛି ଉଦ୍ଧାର କାର୍ଯ୍ୟ Sasmita Jamuda Apr 16, 2024 ଶ୍ରୀନଗର: ଶ୍ରୀନଗରରେ ବଡ଼ ଅଘଟଣ । ଝେଲମ ନଦୀରେ ଡଙ୍ଗା ବୁଡ଼ିବା ଘଟଣା ସାମ୍ନାକୁ ଆସିଛି । ଏହି ଅଭାବନୀୟ ଘଟଣାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଥିବା ଜଣାପଡ଼ିଛି । ୧୦ ଜଣ ସ୍କୁଲ ଛାତ୍ରଙ୍କ ସମେତ ଅନେକ…