ମିଡ଼ିଆ ଗ୍ରୁପ୍ କିଣିଲେ ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ

ନୂଆଦିଲ୍ଲୀ: ବିଶିଷ୍ଟ ଶିଳ୍ପପତି ଗୌତମ ଆଦାନୀ ନ୍ୟୁଜ୍ ଏଜେନ୍ସି(IANS INDIA) କିଣିଲେ । ଏହି ଚୁକ୍ତି ପରେ ଆଦାନୀ ଗ୍ରୁପ୍ ବର୍ତ୍ତମାନ ଆହୁରି ଶକ୍ତିଶାଳି ହୋଇଯାଇଛି । ଏହା ପୂର୍ବରୁ ଗୌତମ ଆଦାନୀ Quintillion…

ଆରାଧ୍ୟାଙ୍କ ନୂଆ ହେୟାର ଷ୍ଟାଇଲକୁ ନେଇ ଚର୍ଚ୍ଚା

ମୁମ୍ବାଇ: ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଓ ଅଭିଷେକ ବଚ୍ଚନଙ୍କ ଲାଡ଼ଲୀ ଆରାଧ୍ୟା ଲୋକପ୍ରିୟ କିଡ୍ ଷ୍ଟାରମାନଙ୍କ ମଧ୍ୟରୁ ଜଣେ । ଅଧିକାଂଶ ସମୟ ମା-ଝିଅଙ୍କୁ ପବ୍ଲିକ୍ ଇଭେଣ୍ଟ ଏବଂ ଏୟାରପୋର୍ଟରେ ଦେଖିବାକୁ ମିଳିଥାଏ । ଦୁହେଁ…

ଘୂର୍ଣ୍ଣିବଳୟ ପରେ ଗଛରୁ ଜୀବିତ ଉଦ୍ଧାର ହେଲା ୪ ମାସର ଶିଶୁ

କଥାରେ ଅଛି ‘ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ’ । ଇଶ୍ୱରଙ୍କ କୃପା ଦୃଷ୍ଟି ଯାହା ଉପରେ ପଡ଼େ ବଡ଼ ବିପଦ ବି ପାଖ ମାଡ଼ିନଥାଏ । ଏପରି ଏକ ଚମତ୍କାର ଦେଖିବାକୁ ମିଳିଛି ଆମେରିକାରେ । ବବିସି ରିପୋର୍ଟ ଅନୁଯାୟୀ…

ସାକ୍ଷୀଗୋପାଳ- ଇନ୍ଦିପୁର ମୁଖ୍ୟ ରାସ୍ତା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବିଦ୍ୟୁତ ଖୁଣ୍ଟରେ ପିଟି ହୋଇ ୨ ଯୁବକଙ୍କ ମୃତ୍ୟୁ

ପୁରୀ: ରାଜ୍ୟରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ଭଳି ଘଟଣା ବୃଦ୍ଧି ପାଇବାରେ ଲାଗିଛି । ଏହି କ୍ରମରେ ସାକ୍ଷୀଗୋପାଳ- ଇନ୍ଦିପୁର ମୁଖ୍ୟ ରାସ୍ତାର ଭଣ୍ଡାରୀଦଣ୍ଡା ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ସୂଚନା…

କେବଳ ସିଗାରେଟରୁ ହୋଇନଥାଏ ଲଙ୍ଗ୍ କ୍ୟାନସର, ବିପଦପୂର୍ଣ୍ଣ ଅଟେ ପେସିଭ୍ ସ୍ମୋକିଂ

ଛୋଟ ପାନ ଦୋକାନ ଠାରୁ ଆରମ୍ଭ କରି ବଡ଼ ବଡ଼ ଦୋକାନରେ ସିଗାରେଟ ମିଳିବା ଏକ ସାଧାରଣ କଥା । ଏହା ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ଅଟେ । ତେଣୁ ଏ ବିଷୟରେ ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ ଦ୍ୱାରା ଲୋକମାନଙ୍କୁ ସଚେତନ…

ବିବାହ ପରେ ପ୍ରଥମ ଥର ବୁଲିଯାଛନ୍ତି କି…କରନ୍ତୁ ନାହିଁ ଏହି ଭୁଲ, ପାର୍ଟନରଙ୍କ ମୁଡକୁ କରିପାରେ ଖରାପ

ଶୀତ ଋତୁରେ ଚଳଚଞ୍ଚଳ ହୋଇଉଠେ ବିଭିନ୍ନ ପର୍ଯ୍ୟଟନ ସ୍ଥଳୀ । ଖ୍ରୀଷ୍ଟମାସ ଓ ନୂଆ ବର୍ଷକୁ ଦୃଷ୍ଟିରେ ରଖି ଲୋକମାନେ ପରିବାର ଓ ସାଙ୍ଗସାଥିଙ୍କ ସହ ବଣଭୋଜି ଓ ଟ୍ରିପ୍ ପ୍ଲାନ କରିଥାନ୍ତି । କିନ୍ତୁ ଶୀତ ଋତୁ ନବ…

ମା’ ହେଲେ ସୁଗନ୍ଧା ମିଶ୍ର, ସୋସିଆଲ ମିଡ଼ିଆରେ ଶେୟାର କଲେ ଝିଅ ସହ ସେଲ୍ଫି

ମୁମ୍ବାଇ: ‘ଦି କପିଲ ଶର୍ମା ଶୋ’ ରୁ ଲୋକପ୍ରିୟତା ହାସଲ କରିଥିବା କମେଡିଆନ୍ ଅଭିନେତ୍ରୀ ସୁଗନ୍ଧା ମିଶ୍ର ଫ୍ୟାନ୍ସମାନଙ୍କୁ ବଡ଼ ଖୁସି ଖବର ଦେଇଛନ୍ତି । ତାଙ୍କ ଘରେ କୁନି ଅତିଥି ଆସିଛି ଯାହାକୁ ନେଇ ଏବେ ପୁରା…

ମହୁଆ ମୈତ୍ର ମାମଲା; ଜାନୁଆରୀ ୩ରେ ହେବ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଆଜି ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ(ଟିଏମସି) ନେତ୍ରୀ ତଥା କ୍ରୀଷ୍ଣାନଗର ଲୋକସଭା ସାଂସଦ ମହୁଆ ମୈତ୍ରଙ୍କ ଆବେଦନର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି । ସୁପ୍ରୀମକୋର୍ଟଙ୍କ ଶୁଣାଣୀ ୩ ଜାନୁଆରୀ, ୨୦୧୪କୁ…

ଫୋନରେ ଏହି ୩ଟି ଆପ୍ ଆପଣଙ୍କୁ ରଖିବ ସୁରକ୍ଷିତ

ନୂଆଦିଲ୍ଲୀ: ଆଜିକାଲି ଡିଜିଟାଲ ଯୁଗ । ସମସ୍ତଙ୍କ ହାତରେ ସ୍ମାର୍ଟ ଫୋନ୍ । କୋ÷ଣସି ଅସୁବିଧା ସମୟରେ ଫୋନର ଗୁରୁତ୍ୱ ବଢ଼ିଯାଏ । ତେଣୁ ଆମକୁ ଫୋନରେ ଏମିତି କିଛି ଆପ୍ ଡାଉନଲୋଡ଼ କରିବାକୁ ପଡ଼ିଥାଏ ଯାହା ଅସୁବିଧା ବିଷୟରେ…

ଇଚ୍ଛା ମୃତ୍ୟୁ ପାଇଁ CJIଙ୍କୁ ଚିଠି ଲେଖିଲେ ମହିଳା ବିଚାରପତି

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଜଣେ ମହିଳା ବିଚାରପତି ଇଚ୍ଛା ମୃତ୍ୟୁର ଅନୁମତି ପାଇଁ CJIଙ୍କୁ ଚିଠି ଲେଖିଛନ୍ତି । ଉକ୍ତ ମହିଳା ବିଚାରପତିଙ୍କ କହିବା ଅନୁଯାୟୀ ତାଙ୍କୁ ବହୁତ ଅପମାନିତ କରାଯାଇଛି । ଏହା ତାଙ୍କୁ ବହୁତ…