ଇସ୍ତଫା ପତ୍ରରେ ଏପରି କିଛି ଲେଖି ଚାକିରି ଛାଡ଼ିଲେ କର୍ମଚାରୀ, ଭାଇରାଲ ହେଉଛି ପୋଷ୍ଟ

ଓଡ଼ିଶା ଭାସ୍କର: ଦୈନନ୍ଦିନ ଆବଶ୍ୟକତାକୁ ପୂରଣ କରିବା ଏବଂ ପରିବାର ପ୍ରତିପୋଷଣ ପାଇଁ ଅର୍ଥ ରୋଜଗାର କରିବା ଜରୁରୀ ଅଟେ । ତେଣୁ ଚାକିରି କରିବା ଏକ ପ୍ରକାର ଆବଶ୍ୟକ ହୋଇଯାଇଛି । ସରକାରୀ ଚାକିରି ହେଉ କିମ୍ବା…

Reliance-Disney Deal: ସ୍ୱାକ୍ଷର ହେଲା ଚୁକ୍ତିନାମା, ଏତିକି ଟଙ୍କା ବିନିଯୋଗ କରିବ ରିଲାଏନ୍ସ କମ୍ପାନୀ

ନୂଆଦିଲ୍ଲୀ: ରିଲାଏନ୍ସ ଇଣ୍ଡଷ୍ଟ୍ରିଜର ଚେୟାରମ୍ୟାନ ତଥା ଏମଡି ମୁକେଶ ଅମ୍ବାନୀ ଏକ ନୂତନ ଡିଲକୁ ନେଇ ଚର୍ଚ୍ଚାରେ ଅଛନ୍ତି । ତୈଳରୁ ଆରମ୍ଭ କରି ଗ୍ରୀନ୍ ଏନର୍ଜୀ ପର୍ଯ୍ୟନ୍ତ ତାଙ୍କ ବ୍ୟବସାୟକୁ କ୍ରମାଗତ ଭାବେ ବିସ୍ତାର…

ବିଜେପି ଏବଂ ଶିବସେନା ସହ କାହିଁକି ହାତ ମିଳାଇଲେ ? ଅଜିତ ପାୱାରଙ୍କ ବଡ଼ ଖୁଲାସା

ମୁମ୍ବାଇ: ମହାରାଷ୍ଟ୍ରର ଡେପୁଟି ସିଏମ୍ ଅଜିତ ପାୱାର ବିଜେପି ଏବଂ ଶିବସେନା ସହ ହାତ ମିଳାଇବାର କାରଣ ସ୍ପଷ୍ଟ କରିଛନ୍ତି । ଫେବୃଆରୀ ୨୫ ବିଳମ୍ବିତ ରାତିରେ ସୋସିଆଲ ମିଡିଆ ପ୍ଲାଟଫର୍ମ ‘ଏକ୍ସ’ରେ ଏକ ବିବୃତ୍ତି ପ୍ରକାଶ…

୫ ପ୍ରତିଶତ ତଳେ ଦେଶର ଦାରିଦ୍ର୍ୟ ହାର, NITI ଆୟୋଗ ରିପୋର୍ଟରୁ ପ୍ରକାଶ

ନୂଆଦିଲ୍ଲୀ: ଭାରତୀୟ ଅର୍ଥନୀତି ପାଇଁ ଖୁସି ଖବର । ଦେଶରେ ଦାରିଦ୍ର‌୍ୟ ଦୃତ ଗତିରେ ହ୍ରାସ ପାଉଛି । NITI ଆୟୋଗ ରିପୋର୍ଟରୁ ଏହା ପ୍ରକାଶ ପାଇଛି । ଭାରତର ଦାରିଦ୍ର‌୍ୟ ସ୍ତର ୫%ରୁ ତଳକୁ ଖସିଛି । ଏହା ଉଭୟ…

ଆପଣ କେମିତି ବସନ୍ତି ? ବସିବା ଶୈଳୀରେ ଲୁଚି ରହିଛି ଆପଣଙ୍କ ବ୍ୟକ୍ତିତ୍ୱ

ଓଡ଼ିଶା ଭାସ୍କର: ସାଧାରଣତଃ ଅଫିସ୍ କିମ୍ବା ସାକ୍ଷାତକାର ସମୟରେ ବ୍ୟକ୍ତିଙ୍କ body language ସେମାନଙ୍କ ବ୍ୟକ୍ତିତ୍ୱ ବିଷୟରେ ଅନେକ କିଛି କହିଥାଏ । ବିଶେଷ କରି ସାକ୍ଷାତକାର ସମୟରେ ସାକ୍ଷାତକାରମାନେ body language…

ଗଛରେ ପିଟି ହେଲା ବୋଲେରୋ, ୩ ମୃତ, ୪ ଗୁରୁତର

ଓଡ଼ିଶା ଭାସ୍କର: କେନ୍ଦ୍ରାପଡ଼ାରେ ଘଟିଯାଇଛି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କେନ୍ଦ୍ରାପଡ଼ା ସଦର ଥାନା ଓସ୍ତପୁର ନିକଟରେ ଏକ ଗଛରେ ବୋଲେରୋ ପିଟି ହେବା କାରଣରୁ ଏହି ଦୁର୍ଘଟଣା ଘଟିଥିଲା । ମୃତକଙ୍କ ମଧ୍ୟରେ ୩ ଜଣ…

ଆଜି ଲୋକସେଭା ଭବନ ଘେରାଉ କରିବ କଂଗ୍ରେସ, ବେକାରୀ ସମସ୍ୟା ଓ ନାରୀ ନିର୍ଯାତନା ବୃଦ୍ଧି ପ୍ରସଙ୍ଗ ଉଠାଇବେ ଦଳର ତୁଙ୍ଗ ନେତା

ଭୁବନେଶ୍ୱର: ଆଜି କଂଗ୍ରେସ ପକ୍ଷରୁ ଲୋକସେବା ଭବନ ଘେରାଉ କରାଯିବ । ଦୁର୍ନିତି ବିରୋଧରେ ସକାଳ ୧୧ଟାରେ ଲୋକସେବା ଭବନ ଘେରାଉ କରିବାକୁ କଂଗ୍ରେସ ଯୋଜନା କରିଛି । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ ସାରା ରାଜ୍ୟରୁ…

ବିହାରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୯ ମୃତ

ପାଟଣା: ରବିବାର ବିହାରରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଯାଇଛି । ବିହାର କଇମୁର ଜିଲ୍ଲାରେ ଏନ୍‌ଏଚ୍‌-୨ରେ ଏହି ଦୁର୍ଘଟଣା ଘଟିଥିଲା । ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖିବାକୁ ମିଳିଥିଲା ।…

IND vs ENG: ଅର୍ଧଶତକ ପରେ ଧ୍ରୁବ ଜୁରେଲ ପିତାଙ୍କୁ କଲେ ସାଲ୍ୟୁଟ୍‌, ଭିଡ଼ିଓ ଭାଇରାଲ

ରାଞ୍ଚି: ଆଜି ଭାରତ ଏବଂ ଇଲଂଣ୍ଡ ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ୪ର୍ଥ ମ୍ୟାଚ୍ ରାଞ୍ଚିଂରେ ଖେଳାଯାଉଛି । ପ୍ରଥମେ ଟସ୍ ଜିତି ଇଂଲଣ୍ଡ ଦଳ ବ୍ୟାଟିଂ କରିବାର ନିଷ୍ପତ୍ତି ନେଇଥିଲା । ପ୍ରଥମ ଇନିଂସରେ ଭାରତ ୩୦୭ ରନରେ…

ITI ପାସ୍ କରିଥିବା ଯୁବ ବର୍ଗଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, ଏହି ରାଜ୍ୟରେ ହେଉଛି Job Fair, ଅନେକ ପଦବୀ ଖାଲି

ଲକ୍ଷ୍ନୌ: ଚାକିରି ଆଶାୟୀଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ITI ଉତ୍ତୀର୍ଣ୍ଣ କରିଥିବା ବେରୋଜଗାର ଯୁବକ ଏବଂ ଯୁବତୀ ଏହି ସୁଯୋଗର ଲାଭ ଉଠାଇପାରିବେ । ଉତ୍ତରପ୍ରଦେଶର ସରକାରୀ ITI ମୋରାଦାବାଦ ପରିସରରେ ମହିନ୍ଦ୍ରା…