ଭ୍ରଷ୍ଟାଚାର ମାମଲାରେ ସିବିଆଇର ବଡ କାର୍ଯ୍ୟାନୁଷ୍ଠାନ, ୨ ଜଣ ଡାକ୍ତରଙ୍କ ସହ ୯ ଜଣ ଗିରଫ

ନୂଆଦିଲ୍ଲୀ: କେନ୍ଦ୍ରୀୟ ଯାଞ୍ଚ ଏଜେନ୍ସୀ(ସିବିଆଇ) ଭ୍ରଷ୍ଟାଚାର ସହ ଜଡିତ ଏକ ମାମଲାରେ ୯ ଜଣଙ୍କୁ ଗିରଫ କରିଛି । ସମସ୍ତ ଅଭିଯୁକ୍ତ ଆରଏମଏଲ୍ ହସ୍ପିଟାଲର ଅଟନ୍ତି । ଏମାନଙ୍କ ମଧ୍ୟରେ କିଛି ଡାକ୍ତର ବି ସାମିଲ ଅଛନ୍ତି…

କେବେ ମିଳିବ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ, ସୁପ୍ରିମକୋର୍ଟ କହିଲେ ତାରିଖ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ଦୁର୍ନିତୀ ମାମଲାରେ ଜେଲ୍‌ରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନ ଉପରେ ସୁପ୍ରିମକୋର୍ଟ ଶୁକ୍ରବାର ଅର୍ଥାତ୍ ମେ’ ୧୦ ତାରିଖରେ ଆଦେଶ ଜାରି କରିପାରନ୍ତି । ଗିରଫଦାରୀ…

ଅକ୍ଷୟ ତୃତୀୟାରେ ଘରକୁ ଆଣନ୍ତୁ ମାତ୍ର ୫ ଟଙ୍କାର ଏହି ଜିନିଷ, ଧନର ଭଣ୍ଡାର ଖୋଲିଦେବେ ମା’ ଲକ୍ଷ୍ମୀ

ଓଡ଼ିଶା ଭାସ୍କର: ଆଉ ମାତ୍ର ଗୋଟିଏ ଦିନ ପରେ ସାରା ଦେଶରେ ପବିତ୍ର ଅକ୍ଷୟ ତୃତୀୟା ପର୍ବ ପାଳନ କରାଯିବ । ଏହା ବର୍ଷର ସବୁଠାରୁ ଶୁଭ ତିଥି ହୋଇଥାଏ । କୁହାଯାଏ ଏହିଦିନ ସୁନା ରୂପା କିଣିବା ଦ୍ୱାରା ମା’ ଲକ୍ଷ୍ମୀ…

ସୁନା ପିନ୍ଧିବା ସମସ୍ତଙ୍କ ଲାଗି ହୋଇ ନ ଥାଏ ଶୁଭ, ଶାସ୍ତ୍ର ଅନୁଯାୟୀ କେଉଁ ଅଙ୍ଗୁଳିରେ କେଉଁ ମୁଦି ପନ୍ଧିିବା ଉଚିତ ଆସନ୍ତୁ ଜାଣିବା

ଓଡ଼ିଶା ଭାସ୍କର: ଜ୍ୟୋତିଷ ଶାସ୍ତ୍ର ଅନୁସାରେ ରତ୍ନରେ ତିଆରି ମୁଦି ଭାଗ୍ୟ ବଦଳାଇ ଦେଇପାରେ । ତେବେ ଆପଣଙ୍କ ରାଶିରେ ଗ୍ରହର ସ୍ଥିତି ଅନୁଯାୟୀ ମୁଦି ପିନ୍ଧିବା ଉଚିତ । ଅଧିକାଂଶ ଲୋକ ସୁନା ପିନ୍ଧିବାକୁ ପସନ୍ଦ…

ଭାରତରେ ଗୁଗଲ୍ ଲଞ୍ଚ କଲା ୱାଲେଟ୍ ଆପ୍‌, ଏବେ ଗୁଗଲ ପେ’ର କ’ଣ ହେବ?

ନୂଆଦିଲ୍ଲୀ: ଭାରତରେ ଗୁଗଲ ଲଞ୍ଚ କଲା ଗୁଗଲ ୱାଲେଟ୍ । ଆପଣ ଗୁଗଲ ପ୍ଲେ ଷ୍ଟୋରରୁ ଏହି ଆପ୍‌କୁ ଡାଉନଲୋଡ୍ କରିପାରିବେ । କେତେକ ୟୁଜର୍ସଙ୍କୁ କିଛିଦିନ ପୂର୍ବରୁ ଏହାର ଆକ୍ସେସ୍ ମିଳିଯାଇଛି । ଏହି ଗୁଗଲ ୱାଲେଟରେ ଆପଣ…

(Video) ପିରିୟଡ୍ ବା ମାସିକ ଧର୍ମକୁ ନେଇ ଭାଇରାଲ୍ ହେଉଛି ଦୁଇ ଭାଇଙ୍କ ମଧ୍ୟରେ କଥୋପକଥନର ଭିଡିଓ, ସମାଜ ଲାଗି ରହିଛି ମେସେଜ୍‌

ନୂଆଦିଲ୍ଲୀ: ଆଜି ବି ପିରିୟଡ୍ ବା ମାସିକ ଧର୍ମକୁ ନେଇ ଲୋକମାନେ ଖୋଲାଖୋଲି ଆଲୋଚନା କରିବାକୁ ସଂକୋଚବୋଧ କରିଥାନ୍ତି । ଏହି କ୍ରମରେ ଏପରି ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ୍ ହେବାରେ ଲାଗିଛି ଯାହା ସମାଜରେ…

୧୦୦ ବର୍ଷରେ ବିବାହ କରିବାକୁ ଯାଉଛନ୍ତି ଦ୍ୱିତୀୟ ବିଶ୍ୱଯୁଦ୍ଧର ଏହି ହିରୋ, ୩ ବର୍ଷ ହେବ ପ୍ରେମିକାଙ୍କ ସହ ଚାଲିଥିଲା ଡେଟିଂ

ନୂଆଦିଲ୍ଲୀ: ଆମେରିକା ଲାଗି ଦ୍ୱିତୀୟ ବିଶ୍ୱ ଯୁଦ୍ଧରେ ସାହାସର ସହ ଲଢି ଚର୍ଚ୍ଚାକୁ ଆସିଥିବା ହେରୋଲ୍ଡ ଟେରେନ୍ସ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଆଗାମୀ ମାସରେ ସେ ଫ୍ରାନ୍ସରେ ନିଜ ପ୍ରେମିକାଙ୍କୁ ବିବାହ କରିବାକୁ…

ସଂକଟରେ ହରିୟାଣାର ବିଜେପି ସରକାର, ବହୁ ମତ ନ ଥିବାରୁ ବିରୋଧୀ ଦାବୀ କଲେ ଫ୍ଲୋର ଟେଷ୍ଟ

ଚଣ୍ଡୀଗଡ: ହରିୟାଣାରେ ବିଜେପିର ନାୟବ ସିଂହ ସୈନି ସରକାରରୁ ୩ ଜଣ ନିର୍ଦ୍ଦଳୀୟ ବିଧାୟକ ସମର୍ଥନ ପ୍ରତ୍ୟାହାର କରି ନେଇଛନ୍ତି । ବିଧାୟକ ସୋମବୀର ସାଙ୍ଗବାନ୍‌, ରଣଧୀର ଗୋଲେନ୍ ଓ ଧର୍ମପାଳ ଗୋନ୍ଦର ମଙ୍ଗଳବାର ମିଡିଆ ସହ…

ହସ୍ପିଟାଲରେ ଖେଳିଗଲା ଚହଳ, ଚୋରୀ ହୋଇଗଲା ୭୦ ୟୁନିଟ୍ ପ୍ଲାଜମା

ଜୟପୁର: ରାଜଧାନୀ ଜୟପୁର ସ୍ଥିତ ଜେକେ ଲୋନ୍ ହସ୍ପିଟାଲରୁ ୭୦ ୟୁନିଟ୍ ପ୍ଲାଜମା ଚୋରୀ ହୋଇଯାଇଛି । ପ୍ଲାଜମା ଚୋରୀ ହେବା ଘଟଣା ସାମ୍ନାକୁ ଆସିବା ପରେ ହସ୍ପିଟାଲରେ ଚହଳ ସୃଷ୍ଟି ହୋଇଥିଲା । ହସ୍ପିଟାଲ ପକ୍ଷରୁ ଏ…

ଅକ୍ଷୟ ତୃତୀୟାରେ ରାଶି ଅନୁସାରେ କରନ୍ତୁ କିଣାକିଣି, ଚମକି ଉଠିବ ଭାଗ୍ୟ

ଓଡ଼ିଶା ଭାସ୍କର: ହିନ୍ଦୁ ପଞ୍ଚାଙ୍ଗ ଅନୁସାରେ ବୈଶାଖ ମାସ ଶୁକ୍ଳ ପକ୍ଷ ତୃତୀୟା ତିଥିକୁ ଅକ୍ଷୟ ତୃତୀୟା ଭାବରେ ପାଳନ କରାଯାଇଥାଏ । ଚଳିତ ବର୍ଷ ମେ’ ୧୦ ତାରିଖରେ ଏହି ପର୍ବ ପାଳନ କରାଯିବ । ଏହିଦିନ କରାଯାଉଥିବା କୌଣସି…