ଏକ ସଙ୍ଗେ ଦେଶର ବହୁ ବିମାନବନ୍ଦରକୁ ପହଞ୍ଚିଲା ଇ-ମେଲ୍‌, ବମ୍‌ରେ ଉଡାଇ ଦେବାକୁ ମିଳିଲା ଧମକ

ନୂଆଦିଲ୍ଲୀ: ଜୟପୁର, ନାଗପୁର, ଗୋଆ ସହିତ ଦେଶର ବହୁ ବିମାନ ବନ୍ଦରକୁ ଇ-ମେଲ୍ ଜରିଆରେ ବମ୍‌ରେ ଉଡାଇ ଦେବାକୁ ଧମକ ମିଳିଛି । ଏହି ସମସ୍ତ ଇ-ମେଲ୍ ସୋମବାର ରିସିଭ୍ ହୋଇଛି । ନାଗପୁର ବିମାନବନ୍ଦର ପ୍ରଶାସନ ଅନୁଯାୟୀ ଏହି…

ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ତ ରେଡ୍ଡୀଙ୍କୁ ଦିଲ୍ଲୀ ପୋଲିସର ସମନ, ଏହି ମାମଲାରେ ହେବ ପଚରାଉଚୁରା

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ସୋସିଆଲ ମିଡିଆରେ ଭାଇରାଲ୍ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ଫେକ୍ ଭିଡିଓ ମାମଲାରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ତଥା କଂଗ୍ରେସ ନେତା ରେଭନ୍ତ ରେଡ୍ଡୀଙ୍କୁ ନୋଟିସ୍ ପଠାଇଛନ୍ତି ।…

ଧୋନୀଙ୍କ ଲାଗି ଗାର୍ଲଫ୍ରେଣ୍ଡ ସହ ବ୍ରେକଅପ୍ କରିଦେଲେ ଫ୍ୟାନ୍‌, କାରଣ ଜାଣିଲେ ଆପଣଙ୍କର ବି ମୁଣ୍ଡ ଘୁରାଇଯିବ

ଓଡ଼ିଶା ଭାସ୍କର:ଚେନ୍ନାଇ ସୁପର କିଙ୍ଗସ୍‌(CSK) ରବିବାର ଖେଳା ଯାଇଥିବା ଆଇପିଏଲ୍ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ(SRH)କୁ ୭ ରନ୍‌ରେ ହରାଇଛି । ଚେନ୍ନାଇ ସୁପର କିଙ୍ଗସ୍‌ର ଆଇପିଏଲ୍ ୨୦୨୪ରେ ଖେଳାଯାଇଥିବା ୧୦…

ବ୍ୟାଙ୍କ ଅଫ୍ ଇଣ୍ଡିଆ ଜୋନାଲ୍ ଅଫିସ୍‌ରେ ଅଗ୍ନିକାଣ୍ଡ, ୩ ଅସୁସ୍ଥ

ଭୁବନେଶ୍ୱର: ବାରିପଦାରେ ଥିବା ବ୍ୟାଙ୍କ ଅଫ୍ ଇଣ୍ଡିଆ ଜୋନାଲ୍ ଅଫିସ୍‌ରେ ଅଗ୍ନିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ବ୍ୟାଙ୍କ ଅଫ୍ ଇଣ୍ଡିଆର ତୃତୀୟ ମହଲାରେ ଲାଗିଛି ନିଆଁ । ଏହି ଅଗ୍ନିକାଣ୍ଡ ଘଟଣାରେ ୩ ଜଣଙ୍କୁ ଅସୁସ୍ଥ…

ମଙ୍ଗଳ ଗ୍ରହରେ ରହିଛନ୍ତି ଲକ୍ଷ ଲକ୍ଷ ବୁଢିଆଣୀ! ESAର ଫଟୋରେ ସାରା ବିଶ୍ୱ ଆଶ୍ଚର୍ଯ୍ୟ ଚକିତ

ନୂଆଦିଲ୍ଲୀ: ମଙ୍ଗଳ ଗ୍ରହରେ ବୁଢିଆଣୀ ନଜର ଆସିଛନ୍ତି । ତାହା ପୁଣି ଲକ୍ଷ ଲକ୍ଷ ସଂଖ୍ୟାରେ । ଏହି ଫଟୋ ଦେଖିବା ପରେ ବୈଜ୍ଞାନିକମାନେ ବି ଆଶ୍ଚର୍ଯ୍ୟ ଚକିତ ହୋଇଉଠିଛନ୍ତି । ଏହି ଫଟୋ ଉତ୍ତୋଳନ କରିଛି ୟୁରୋପିଆନ୍…

ମମତା ସରକାରଙ୍କୁ ସୁପ୍ରିମ୍ ଝଟ୍‌କା, ସନ୍ଦେଶଖାଲିରେ ଜାରି ରହିବ CBI ଯାଞ୍ଚ

ନୂଆଦିଲ୍ଲୀ:ସନ୍ଦେଶଖାଲି ମାମଲାରେ ସୁପ୍ରିମକୋର୍ଟରୁ ପଶ୍ଛିମବଙ୍ଗର ମମତା ବାନାର୍ଜୀ ସରକାରଙ୍କୁ କୌଣସି ଆଶ୍ୱସ୍ତି ମିଳିନାହିଁ । ସୁପ୍ରିମକୋର୍ଟ ମାମଲାର ଶୁଣାଣୀ କରି କହିଛନ୍ତି ସନ୍ଦେଶଖାଲି କେସ୍‌ରେ ସିବିଆଇ ଯାଞ୍ଚ…

ଭାରତ ଗସ୍ତ ସ୍ଥଗିତ କରି ଚୀନ୍ କାହିଁକି ଗଲେ ଏଲନ୍ ମସ୍କ? ଜାଣନ୍ତୁ କ’ଣ ରହିଛି କାରଣ

ବେଜିଂ: ଭାରତ ଯାତ୍ରା ରଦ୍ଦ କରି ଅରବପତି ବିଜନେସ୍‌ମ୍ୟାନ୍ ତଥା ଟେସଲାର ମାଲିକ ଏଲନ୍ ମସ୍କ ଚୀନ୍‌ରେ ପହଞ୍ଚିଛନ୍ତି । ତେବେ ମସ୍କଙ୍କ ଏହି ଚୀନ୍ ଗସ୍ତ ସମସ୍ତଙ୍କୁ ଚକିତ କରିଛି । କାରଣ ସେ ଅଚାନକ ବେଜିଂ ପହଞ୍ଚିଛନ୍ତି…

କସବକୁ ଫାଶୀ ଖୁଣ୍ଟରେ ଚଢାଇଥିବା ଓକିଲ ଉଜ୍ଜ୍ୱଳ ନିକମଙ୍କୁ ବିଜେପି ଦେଲା ଟିକେଟ୍‌

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନକୁ ନେଇ ଆଜି ବିଜେପି ଏହାର ୧୫ ତମ ଲିଷ୍ଟ ଜାରି କରିଛି । ବିଜେପି ପୁନମ ମହାଜନଙ୍କ ଟିକେଟ କାଟି ଦେଇଛି । ଅନ୍ୟପକ୍ଷରେ ଆତଙ୍କବାଦୀ କସବକୁ ଫାଶୀ ଖୁଣ୍ଟରେ ଚଢାଇଥିବା ପ୍ରସିଦ୍ଧ ସରକାରୀ…

Relationship tips:ପତ୍ନୀଙ୍କ ସହ ଝଗଡା ପରେ କରୁଛନ୍ତି କିି ଏପରି ଭୁଲ୍‌, ବିଗିଡିଯିବ ଦାମ୍ପତ୍ୟ

ଓଡ଼ିଶା ଭାସ୍କର: ପତି-ପତ୍ନୀ ସଂପର୍କରେ ଝଗଡା ହେବା ଏକ ସାଧାରଣ କଥା । କିନ୍ତୁ ବେଳେ ବେଳେ ଏହି ଝଗଡା ଏପରି ରୂପ ଧାରଣ କରିଥାଏ ଯେ, ପତି-ପତ୍ନୀ ପରସ୍ପରର ମୁହଁ ବି ଦେଖିବାକୁ ଚାହାନ୍ତି ନାହିଁ । କିନ୍ତୁ ଦାମ୍ପତ୍ୟ…

ଘରର କେଉଁ ଦିଗରେ ଘଡି ଲଗାଇଲେ ହୋଇଥାଏ ଶୁଭ, ଜାଣି ନିଅନ୍ତୁ ବାସ୍ତୁ ନିୟମ

ଓଡ଼ିଶା ଭାସ୍କର:ସନାତନ ଧର୍ମରେ ବାସ୍ତୁ ଶାସ୍ତ୍ରର ବହୁତ ମହତ୍ତ୍ୱ ରହିଛି । ଘରେ ଯେ କୌଣସି ବି ଜିନିଷ ବାସ୍ତୁ ନିୟମ ପାଳନ ନ କରି ଲଗାଇବା ଦ୍ୱାରା ଅଶୁଭ ପରିଣାମ ମିଳିଥାଏ । ସମସ୍ତଙ୍କ ଘରେ କାନ୍ଥ ଘଡି ରହିଛି । ଏହି…