ବଡବାପାଙ୍କ ଅନ୍ତିମ ସଂସ୍କାରରେ ଯିବାକୁ ହେମନ୍ତ ସୋରେନଙ୍କୁ ମିଳିଲାନି ଅନୁମତି, କୋର୍ଟ ଖାରଜ କଲେ ଯାଚିକା

ରାଞ୍ଚି: ଝାରଖଣ୍ଡ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ୍‌ଙ୍କୁ ଲାଗିଲା ବଡ ଝଟକା । ରାଞ୍ଚିର ସ୍ୱତନ୍ତ୍ର PMLA କୋର୍ଟ ଜମି ଘୋଟାଲା ମାମଲାରେ ସୋରେନ୍‌ଙ୍କୁ ଅନ୍ତରୀଣ ଜାମିନ ଦେବାକୁ ମନା କରି ଦେଇଛନ୍ତି । ସୋରେନ୍…

ତିହାର ଜେଲ୍‌ରେ ଏମ୍ସର ୫ ଜଣିଆ ଡାକ୍ତରୀ ଦଳ କଲେ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ପରୀକ୍ଷା, ଦେଲେ ଏପରି ପରାମର୍ଶ

ନୂଆଦିଲ୍ଲୀ: ଦିଲ୍ଲୀର ଏକ କୋର୍ଟଙ୍କ ନିର୍ଦ୍ଦେଶ ପରେ ଗଠିତ ୫ ସଦସ୍ୟ ବିଶିଷ୍ଟ ମେଡିକାଲ୍ ବୋର୍ଡ ତିହାର ଜେଲ୍‌ରେ ବନ୍ଦ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିଛନ୍ତି ଓ ଦୁଇ ୟୁନିଟ୍…

ମମତା ବାନାର୍ଜୀ ଆହତ, ହେଲିକପ୍ଟର ଚଢିବା ସମୟରେ ପଡିଗଲେ

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଣି ଆହତ ହୋଇଛନ୍ତି । ଦୁର୍ଗାପୁରରେ ହେଲିକପ୍ଟର ଚଢିବା ସମୟରେ ମମତା ବାନାର୍ଜୀ ଆହତ ହୋଇଛନ୍ତି । ସେ ହେଲିକପ୍ଟର ଭିତରେ ପଡିଯାଇଥିଲେ । ମମତା…

ଗୋଟିଏ ପ୍ରକାର ରୋଗରେ ପୀଡିତ ହୋଇ ଏମ୍ସରେ ପହଞ୍ଚିଲେ ୬୦୦ ମହିଳା, ଡାକ୍ତର କହିଲେ ଜଙ୍କ ଫୁଡ୍‌ର ପ୍ରଭାବ

ନୂଆଦିଲ୍ଲୀ: ଆଜିର ବ୍ୟସ୍ତ ବହୁଳ ଜୀବନରେ ଅନଲାଇନରେ ଜଙ୍କ ଫୁଡ୍ ଅର୍ଡର କରି ଖାଇବା ପୁରା କମନ ହୋଇଗଲାଣି । କେବଳ ଏକ ଫୋନ୍ କ୍ଲିକ୍‌ରେ ଏହି ଜଙ୍କ ଫୁଡ୍ ଆସି ଆପଣଙ୍କ ଘରେ ପହଞ୍ଚିଯାଉଛି । କିନ୍ତୁ ଆପଣ ଜାଣି…

’ମୋ ସହିତ ରୁହ, ଆଉ ପିଲା ଜନ୍ମ କର’, ମୁଦି ପିନ୍ଧାଇ ଯୁବତୀଙ୍କୁ ଏପରି ପ୍ରପୋଜ୍ କରିଥିଲେ ହମାସ୍ ଆତଙ୍କବାଦୀ

ନୂଆଦିଲ୍ଲୀ: ଇସ୍ରାଏଲ୍‌-ହମାସ ଯୁଦ୍ଧ ମଧ୍ୟରେ ଜଣେ ଇସ୍ରାଏଲ୍ ମହିଳା ତାଙ୍କ ସହ ଘଟିଥିବା ଏପରି କିଛି ଘଟଣା ସେୟାର କରିଛନ୍ତ ଯାହା ଶୁଣିଲେ ଆପଣଙ୍କ ଛାତି ଥରିି ଉଠିବ । ଟାଇମ୍ସ ଅଫ୍ ଇସ୍ରାଏଲ୍ ଅନୁଯାୟୀ ୧୮ ବର୍ଷୀୟା…

ଜେଲ୍‌ରୁ ବାହାରି ଏକାନ୍ତବାସରେ ଗଲେ ଫଳହାରୀ ବାବା, ବଳାତ୍କାର ଅଭିଯୋଗରେ ହୋଇଥିଲେ ଦୋଷୀ ସାବ୍ୟସ୍ତ

ଅଲୱର: ବଳାତ୍କାର କେସ୍‌ରେ ଜେଲ୍‌ଦଣ୍ଡ ଭୋଗୁଥିବା ଅଲୱରର ଫଳାହାରୀ ବାବାଙ୍କୁ ହାଇକୋର୍ଟରୁ ୨୦ ଦିନ ପାଇଁ ପାରୋଲ ମିଳିଯାଇଛି । ବାବାଙ୍କ ଆଶ୍ରମର ମହାରାଜ ସୁଦର୍ଶନାଚାର୍ଯ୍ୟ କହିଛନ୍ତି ଫଳାହାରୀ ମହାରାଜ ସୁସ୍ଥ ଅଛନ୍ତି…

ମନି ଲଣ୍ଡରିଂ ମାମଲାରେ ଆପ୍ ବିଧାୟକଙ୍କୁ କୋର୍ଟରୁ ମିଳିଲା ଜାମିନ

ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି ବିଧାୟକ ଅମାନତୁଲ୍ଲାହ ଖାନ୍ ଆଜି କୋର୍ଟରୁ ବଡ ଆଶ୍ୱସ୍ତି ମିଳିଛି । ଦିଲ୍ଲୀ ୱାକଫ୍ ବୋର୍ଡ ମନି ଲଣ୍ଡରିଂ ମାମଲାରେ ସେ ଅଭିଯୁକ୍ତ ଥିଲେ । ଆଜି ରାଉଜ୍ ଆଭେନ୍ୟୁ କୋର୍ଟରେ ତାଙ୍କର…

ଲାରାଙ୍କ ଅଣ୍ଟାକୁ ଚିମୁଡି ଦେଲେ କେହି ଅଜଣା ବ୍ୟକ୍ତି, ରାଗିଯାଇ ଅଭିନେତ୍ରୀ କରିଥିଲେ ଏପରି..

ଓଡ଼ିଶା ଭାସ୍କର: ଲାରା ଦତ୍ତ ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣେ ପରିଚିତ ଚେହେରା । ସେ ଏକ ସାକ୍ଷାତକାରରେ ନିଜ ବିଷୟରେ କିଛି ରୋଚକ କଥା ଶୁଣାଇଛନ୍ତି । ସେ କହିଛନ୍ତି ଏକଦା ଭିଡ ଭିତରେ ଜଣେ ବ୍ୟକ୍ତି ତାଙ୍କୁ ଭୁଲ୍…

କେଜ୍ରିୱାଲଙ୍କ ଠାରୁ ଆରମ୍ଭ କରି ସିସୋଦିଆଙ୍କ ପର୍ଯ୍ୟନ୍ତ.., ଜେଲ୍‌ରେ ବନ୍ଦ ଆପ୍ ନେତା ଭୋଟ ଦେଇପାରିବେ କି ନା? କ’ଣ ରହିଛି ଆଇନ

ନୂଆଦିଲ୍ଲୀ:ଲୋକସଭା ନିର୍ବାଚନ ଲାଗି ମତଦାନ ପ୍ରକ୍ରିୟା ଜାରି ରହିଛି । ଏହାରି ମଧ୍ୟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହିତ ବହୁ ବିରୋଧୀ ଦଳ ନେତା ଜେଲ୍‌ରେ ବନ୍ଦ ଅଛନ୍ତି । ତେବେ ଏମାନଙ୍କ…

ବୟସ ଲୁଚାଇବାକୁ କରୁଛନ୍ତି କି ଏପରି ଫେସିଆଲ୍‌? ଜାଣନ୍ତୁ କ’ଣ ଘଟିଲା ଏହି ୩ ମହିଳାଙ୍କ କ୍ଷେତ୍ରରେ

ନୂଆଦିଲ୍ଲୀ: ଆଜିକାଲି ବହୁଦିନ ଧରି ଯୁବା ଦେଖାଯିବା ଲାଗି ଲୋକମାନେ କସମେଟିକ୍ ସର୍ଜରୀ ଓ ଇଞ୍ଜେକସନର ସାହାରା ନେଉଛନ୍ତି । ଇଞ୍ଜେକସନ ସାହାଯ୍ୟରେ ତ୍ୱଚାକୁ ସୁନ୍ଦର ଓ ଆକର୍ଷଣୀୟ ରଖିବା ପାଇଁ ଭାମ୍ପାୟାର ଫେସିଆଲ୍ ବି…