ଯେପରି ଆମେଥି ଛାଡିଲେ ସେହିପରି ୱେୟନାଡ ବି ଛାଡିବେ ରାହୁଲ, ନିର୍ବାଚନୀ ଜନସଭାରେ କଂଗ୍ରେସକୁ ମୋଦୀ କଲେ ଏପରି ଟାର୍ଗେଟ୍‌

ମୁମ୍ବାଇ: ଲୋକସଭା ନିର୍ବାଚନ ୨୦୨୪ର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ କାଲି ଦେଶର ୨୧ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶରେ ଅନୁଷ୍ଠିତ ହୋଇଯାଇଛି । ଏବେ ଦ୍ୱିତୀୟ ପର୍ଯ୍ୟାୟ ଲାଗି ନିବାଚନ ପ୍ରଚାର ଜାରି ରହିଛି ।…

ଏଲନ୍ ମସ୍କଙ୍କ ଭାରତ ଯାତ୍ରା ହେଲା ରଦ୍ଦ, ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସହ ହେବାର ଥିଲା ଆଲୋଚନା

ନୂଆଦିଲ୍ଲୀ: ଟେସଲା ସିଇଓ ଏଲନ୍ ମସ୍କ ଏପ୍ରିଲ ୨୧ ଓ ୨୨ରେ ଭାରତ ଗସ୍ତରେ ଆସିବାର ଥିଲା । କିନ୍ତୁ ଏକ ବିଶେଷ ସୂତ୍ରରୁ ଜଣାପଡିଛି କି ସେ ତାଙ୍କର ଯାତ୍ରା ସ୍ଥଗିତ କରି ଦେଇଛନ୍ତି । ଏହି ଯାତ୍ରା ସମୟରେ ସେ…

ଗୁଜରାଟରେ ମିଳିଲା ବାସୁକୀ ନାଗର ଅବଶେଷ, ପୁରାଣରେ ସମୁଦ୍ର ମନ୍ଥନରେ ହୋଇଥିଲା ସହାୟକ

ନୂଆଦିଲ୍ଲୀ: ଗୁଜରାଟ କଚ୍ଛରେ ସବୁଠାରୁ ବୃହତ୍ତ ନାଗର ଅବଶେଷ ମିଳିଛି । ଏହି ନାଗ ହେଉଛି ଆମେ ପୁରାଣରେ ପଢିଥିବା ବାସୁକୀ ନାଗ ଯେଉଁଥିରେ ଦେବଗଣ ସମୁଦ୍ର ମନ୍ଥନ କରିଥିଲେ । ଆଇଆଇଟି ରୁର୍‌କୀର ବୈଜ୍ଞାନିକମାନେ ଏହି…

ଏଭରେଷ୍ଟ ‘ଫିସ୍ କରି’ ମସଲା ଉପରେ ଲାଗିଲା ପ୍ରତିବନ୍ଧ, ସିଙ୍ଗାପୁର ଖାଦ୍ୟ ଏଜେନ୍ସୀ ଆଣିଲା ଏପରି ଅଭିଯୋଗ

ନୂଆଦିଲ୍ଲୀ: ଭାରତର ଚର୍ଚ୍ଚିତ ମସଲା ବ୍ରାଣ୍ଡ ଏଭରେଷ୍ଟର ‘ଫିସ୍ କରୀ ମସଲା’ ଉପରେ ସିଙ୍ଗାପୁରରେ ଲାଗିଲା ପ୍ରତିବନ୍ଧ । ଏପ୍ରିଲ ୧୮ ତାରିଖରେ ଜାରି ଏକ ବୟାନ ଅନୁସାରେ ସିଙ୍ଗାପୁର ଖାଦ୍ୟ ଏଜେନ୍ସୀ ଏଭରେଷ୍ଟର ଫିସ୍ କରୀ…

big breaking: ମହାନଦୀରେ ବୁଡିଲା ଡଙ୍ଗା ; ଜଣେ ମୃତ, ୬ ନିଖୋଜ

ଭୁବନେଶ୍ୱର:ମହାନଦୀରେ ବୁଡିଲା ଡଙ୍ଗା । ଏକ ଯାତ୍ରୀବାହୀ ଡଙ୍ଗା ମହାନଦୀରେ ବୁଡି ଯାଇଛି । ବର୍ତ୍ତମାନ ସୁଦ୍ଧା ମିଳିଥିବା ସୂଚନା ଅନୁସାରେ ଏହି ଦୁର୍ଘଟଣାରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୬ ଜଣ ନିଖୋଜ ଅଛନ୍ତି ।…

(Video)ନାଗପୁରରେ ଆଜି ଭୋଟ ଦେଲେ ବିଶ୍ୱର ସବୁଠାରୁ କ୍ଷୁଦ୍ର ମହିଳା, ଭୋଟ ଦେବା ପରେ କହିଲେ ଏପରି

ନାଗପୁର:ମହାରାଷ୍ଟ୍ରରେ ୫ଟି ଆସନରେ ଆଜି ଲୋକମାନେ ପୁରା ଉତ୍ସାହର ସହ ଭୋଟ ଦେଇଛନ୍ତି । ସକାଳ ୭ଟାରୁ ଭୋଟ ଗ୍ରହଣ ଆରମ୍ଭ ହୋଇଛି । ଏହାରି ମଧ୍ୟରେ ନାଗପୁର ସିଟ୍‌ରୁ ବିଶ୍ୱର ସବୁଠାରୁ କ୍ଷୁଦ୍ର ମହିଳା ନିଜର ଭୋଟ୍…

ବିହାରର ଏହି ଗାଁରୁ କେହି ଜଣେ ବି ଦେଲେନି ଭୋଟ୍‌, କ’ଣ ରହିଛି କାରଣ

ନବାଦା: ବିହାରର ନବାଦା ସଂସଦୀୟ କ୍ଷେତ୍ର ଗୋବିନ୍ଦପୁର ବିଧାନସଭା ଅନ୍ତର୍ଗତ କୋଆକୋଲ ପ୍ରଖଣ୍ଡର ବୁଥ୍ ସଂଖ୍ୟା ୩୨୮ରେ ଲୋକସଭା ନିର୍ବାଚନକୁ ନେଇ ଜଣେ ବି ମତଦାତା ଭୋଟ ଦାନ କରିନାହାନ୍ତି । ଏଠାରେ ମତଦାନ କେନ୍ଦ୍ରକୁ…

ନନ୍ଦନକାନନରେ ଧଳା ବାଘୁଣୀ ସ୍ନେହାର ମୃତ୍ୟୁ , ଅସୁସ୍ଥ ଥିବାରୁ ଚିକିତ୍ସା ଚାଲିଥିଲା

ଭୁୁବନେଶ୍ୱର:ନନ୍ଦନକାନନରେ ଆଜି ଏକ ବାଘୁଣୀର ମୃତ୍ୟୁ ଘଟିଛି । ଧଳା ବାଘୁଣୀ ସ୍ନେହାର ଆଜି ନନ୍ଦନକାନନରେ ମୃତ୍ୟୁ ଘଟିଛି । ସ୍ନେହାର ମୃତ୍ୟୁ ପରେ ନନ୍ଦନକାନନରେ ବାଘ ସଂଖ୍ୟା ୨୭କୁ ହ୍ରାସ ପାଇଛି । ୧୪ ବର୍ଷୀୟା…

ବାରମ୍ବାର ଅନୁକମ୍ପା ନିଯୁକ୍ତି ଦାବୀ କରିପାରିବେନି ମୃତକଙ୍କ ପରିବାର, ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ

ଥିରୁବନନ୍ତପୁରମ୍‌: ଅନୁକମ୍ପାମୂଳକ ନିଯୁକ୍ତି ଉପରେ ଆଜି କେରଳ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ଟିପ୍ପଣୀ ଦେଇଛନ୍ତି । କୋର୍ଟ କହିଛନ୍ତି ମୃତକ ସରକାରୀ କର୍ମଚାରୀଙ୍କ ପରିବାର ବାରମ୍ବାର ଅନୁକମ୍ପାମୂଳକ ନିଯୁକ୍ତି ଦାବୀ…

big breaking:ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ଯବାନ ଆହତ

ଭୁବନେଶ୍ୱର: ନିର୍ବାଚନ ବେଳେ ଛତିିଶଗଡରେ ମାଓ ହିଂସା । ବିଜାପୁରରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ଘଟଣା ସାମ୍ନାକୁ ଆସିଛି । ଏହି ବିସ୍ଫୋରଣରେ ଜଣେ ସିଆରପିଏଫ୍ ଯବାନ ଆହତ ହୋଇଛନ୍ତି । ଏରିଆ ଡୋମିନେଶନରେ ବାହାରିଥିଲେ…