fbpx

ମୋ ଆତ୍ମା କେବେ ବି କଂଗ୍ରେସରୁ ଅଲଗା ହେବ ନାହିଁ,କଂଗ୍ରେସରୁ ଇସ୍ତଫା ଦେଇ ଏପରି କହିଲେ ସୁର ରାଉତରାୟ

ଭୁବନେଶ୍ୱର:ଦୀର୍ଘ ୪ ଦଶନ୍ଧିରୁ ଅଧିକ ସମୟ କଂଗ୍ରେସ ସହ ନିବିଡ ଭାବେ ସଂଶ୍ଲିଷ୍ଟ ଥିବା ବିଧାୟକ ସୁର ରାଉତାରାୟ କଂଗ୍ରେସର ସବୁ କମିଟିରୁ ଇସ୍ତଫା ଦେଇଛନ୍ତି । ଆଜି ତାଙ୍କ ସାନ ପୁଅ ବିଜେଡିରେ ମିଶିବା ପରେ ସେ ଏଭଳି…

ବୈଜ୍ଞାନିକ କଲେ ଚକିତ କରିଦେବା ଭଳି ଖୁଲାସା, ପଶୁ ନୁହେଁ ବରଂ ମଣିଷଙ୍କ ଠାରୁ ୨ ଗୁଣ ଅଧିକ ବ୍ୟାପୁଛି ଭାଇରସ୍‌

ନୂଆଦିଲ୍ଲୀ: କୌଣସି ପ୍ରକାର ମହାମାରୀ କିମ୍ବା ନୂଆ ରୋଗ ବ୍ୟାପିଲେ ଏହାକୁ କୌଣସି ଏକ ପଶୁ ବା ପକ୍ଷୀ ସହ ଯୋଡି ଦିଆଯାଏ ଅର୍ଥାତ୍ ଏହା କୌଣସି ପଶୁ ବା ପକ୍ଷୀ ଠାରୁ ବ୍ୟାପିଛି ବୋଲି କୁହାଯାଏ । ବାଦୁଡି ଠାରୁ କୋଭିଡ୍ ୧୯…

କୁଆଡେ ଗଲା ଦିଲ୍ଲୀ ମଦ ଦୁର୍ନୀତି ପଇସା, କାଲି କୋର୍ଟରେ କେଜ୍ରିୱାଲ ପ୍ରମାଣ ସହ କରିବେ ବଡ ଖୁଲାସା

ନୂଆଦିଲ୍ଲୀ:ଅରବିନ୍ଦ କେଜ୍ରିୱାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କୋର୍ଟକୁ କହିବେ କି ଚର୍ଚ୍ଚିତ ମଦ ଘୋଟାଲା ପଇସା କୁଆଡେ ଗଲା । ଏହା ସହିତ ସେ ଏହାର ପ୍ରମାଣ ବି ଦେବେ । ସୁନୀତା…

ବରୁଣ ଗାନ୍ଧୀଙ୍କୁ ନେଇ ସମସ୍ତ ଚର୍ଚ୍ଚାରେ ପଡିଲା ପୂର୍ଣ୍ଣଚ୍ଛେଦ, ଦଳରେ ତୁଲାଇବେ ଏହି ଦାୟିତ୍ୱ

ନୂଆଦିଲ୍ଲୀ: ବରୁଣ ଗାନ୍ଧୀ ଲୋକସଭା ନିର୍ବାଚନ ଲଢିବେ ନାହିଁ । ବୁଧବାର ତାଙ୍କ ଟିମ୍ ପକ୍ଷରୁ ଏହି ସୂଚନା ମିଳିଛି । ଅପରପକ୍ଷେ ବରୁଣ ଗାନ୍ଧୀ ମା’ ମେନକା ଗାନ୍ଧୀଙ୍କ ଲାଗି ସୁଲତାନପୁରରେ ନିର୍ବାଚନ ପ୍ରଚାର କରିବେ ।…

ଗୋଆରେ ନିଖୋଜ ହୋଇଯାଇଥିଲେ ନେପାଳ ମେୟରଙ୍କ କନ୍ୟା, ଏବେ ପୋଲିସ କଲା ସନ୍ଧାନ

ପାନାଜୀ: ନେପାଳରୁ ଗୋଆ ବୁଲିବାକୁ ଆସିଥିବା ଜଣେ ଯୁବତୀ ସେଠାରୁ କେଉଁଆଡେ ନିଖୋଜ ହୋଇଯାଇଥିଲେ । ଏହି ଯୁବତୀଙ୍କ ନାମ ଆରତୀ ହମାଲ ଯିଏ କି ନେପାଳ ଧନଗଢିର ମେୟର ଗୋପାଲ ହମାଲଙ୍କ କନ୍ୟା । ଗତ କିଛି ମାସ ଧରି ସେ ଓଶୋ…

ନିଃବସ୍ତ୍ର କରି ମହିଳାଙ୍କୁ ଗାଁରେ ବୁଲାଇଲେ ଅନ୍ୟ ୪ ମହିଳା, ସାମ୍ନାକୁ ଆସିଲା ଲଜ୍ଜିତ କରିଦେବା ଭଳି ଭୟଙ୍କର ଘଟଣା

ଇନ୍ଦୋର: ମଧ୍ୟପ୍ରଦେଶ ଇନ୍ଦୋର ଜିଲ୍ଲାରୁ ଛାତି ଥରାଇ ଦେବା ଭଳି ଏକ ଘଟଣା ସାମ୍ନାକୁ ଆସିଛି । ଏଠାରେ ମହିଳାମାନେ ମିଳିମିଶି ଅନ୍ୟଜଣେ ମହିଳାଙ୍କ ଉପରେ ଏପରି ଅତ୍ୟାଚାର କରିଛନ୍ତି ଯାହା ଜାଣିଲେ ଆପଣଙ୍କ ଛାତି ଥରି…

ବିନା ସାର୍ଟରେ ହାତରେ ସୂତା ବଣ୍ଡଲ ଧରି ନାମାଙ୍କନ ଦାଖଲ କଲେ ବିଜେପି ପ୍ରାର୍ଥୀ, ଜାଣନ୍ତୁ କ’ଣ ରହିଛି କାରଣ

ତିରୁପୁର: ତାମିଲନାଡୁ ତିରୁପୁର ବିଜେପି ପ୍ରାର୍ଥୀ ଏପି ମୁରୁଗାନନ୍ଦନ ଗଞ୍ଜି ପିନ୍ଧି ନାମାଙ୍କନ ଦାଖଲ କରିବାକୁ ପହଞ୍ଚିଥିଲେ । ତେବେ ଏହା ପଛରେ ତାଙ୍କର କିଛି ଇଙ୍ଗ ଉଦ୍ଦେଶ୍ୟ ଥିଲା । ତିରୁପୁର କପଡା ଉଦ୍ୟୋଗ,…

ହୋଲିରେ ଟଙ୍କାରେ ରଙ୍ଗ ଲାଗିଗଲେ କ’ଣ କରିବେ? କଲର ନୋଟ୍‌କୁ ନେଇ କ’ଣ ରହିଛି RBIର ନିୟମ

ଓଡ଼ିଶା ଭାସ୍କର: ହୋଲିକୁ ନେଇ ସହରଠୁ ଗାଁ ସବୁ ଏବେ ଉତ୍ସବ ମୁଖର । କିଏ ଅବିରରେ ହୋଲି ଖେଳୁଛି ତ ଆଉ କିଏ ପିଚ୍‌କାରୀରେ ରଙ୍ଗ ବର୍ଷା କରୁଛି । ଚାରିଆଡେ ଖାଲି ରଙ୍ଗ ଆଉ ରଙ୍ଗ । ହୋଲି ରଙ୍ଗରେ ଆପଣ ରଙ୍ଗେଇ ହୋଇ…

ଭୁଲ୍‌ବଶତଃ ଲାଇଭ୍ ଷ୍ଟ୍ରିମ୍ ହୋଇଗଲା ମହିଳାଙ୍କ ଗାଧୋଇବାର ଫଟୋ, ଫୋନ୍‌ରେ ଅନ୍ତିମ ସଂସ୍କାର ଆଟେଣ୍ଡ କରୁଥିବା ବେଳେ ଘଟିଲା ଅଘଟଣ

ନୂଆଦିଲ୍ଲୀ: ଏବେ ମଡର୍ଣ୍ଣ ଟେକନିକ୍ ଲୋକଙ୍କ ଜୀବନକୁ ବେଶ୍ ସହଜ କରିଦେଇପାରିଛି । କିନ୍ତୁ ଏହାର ସକରାତ୍ମକ ଦିଗ ସହ ନକରାତ୍ମକ ଦିଗ ବି ରହିଥିବାରୁ ଆମେ ସମସ୍ତେ ସଚେତନ ରହିବା ଉଚିତ । ସାମାନ୍ୟ ଅସାବଧାନତା କାରଣରୁ…

ଗୋଲାପୀ ପୋଷାକରେ ଭକ୍ତଙ୍କ ସହ ପ୍ରଥମ ହୋଲି ଖେଳିଲେ ରାମଲାଲା, ସାମ୍ନାକୁ ଆସିଲା ମନଲୋଭା ଫଟୋ

ଅଯୋଧ୍ୟା: ଅଯୋଧ୍ୟା ସ୍ଥିତ ରାମ ମନ୍ଦିରରେ ସୋମବାର ଭବ୍ୟ ହୋଲି ଉତ୍ସବର ଆୟୋଜନ କରାଯାଇଛି । ସକାଳୁ ଦେଶର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ମନ୍ଦିର ପହଞ୍ଚିଛନ୍ତି ଓ ରାମଲାଲାଙ୍କ ସହ ହୋଲି ଖେଳିଛନ୍ତି । ନିଜ…