(Video) ଆସ ଲୋ ଖାଇବା ସୁନା ଗୁପଚୁପ… ମାର୍କେଟରେ ମିଳିଲାଣି ସୁନା-ରୂପାରେ ତିଆରି ଗୁପଚୁପ: ଆପଣ ଦେଖିଲେଣି?
ଓଡ଼ିଶା ଭାସ୍କର: ଗୁପଚୁପ ଖାଇବାକୁ ପ୍ରାୟତଃ ସମସ୍ତେ ଭଲପାଆନ୍ତି । ଗୁପଚୁପ ସାଙ୍ଗକୁ ଖଟାପାଣିର ମଜା ବେଶ୍ ନିଆରା । ପିଲାଠୁ ବୁଢା ସମସ୍ତଙ୍କ ପ୍ରିୟ ଏହି ଗୁପଚୁପ । ଖରା, ବର୍ଷା ହେଉ କି ଶୀତ ସବୁ ଋତୁରେ ଗୁପଚୁପ…