ଏଣିକି ସ୍କୁଲ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ସାଙ୍ଗରେ ମିଳିବ ଫଳ, ରାଜ୍ୟ ସରକାରଙ୍କ ବଡ଼ ଘୋଷଣା

ଭୁବନେଶ୍ୱର: ରାଜ୍ୟ ସରକାରଙ୍କ ବଡ଼ ଘୋଷଣା। ଏଣିକି ସ୍କୁଲ ପିଲାଙ୍କ ଖାଇବାରେ ମିଶିଲା ଫଳ। ଶିଶୁ ବାଟିକାରୁ ଆରମ୍ଭ କରି ଦଶମ ଶ୍ରେଣୀ ପିଲାଯାଏଁ ସମସ୍ତଙ୍କୁ ଖାଇବାରେ ମିଳିବ ବିଭିନ୍ନ ପ୍ରକାରର ଫଳ। ଅଣ୍ଡା ନଖାଇଲେ…

ରେପ୍ କେସରେ ପୂର୍ବତନ ସାଂସଦ ପ୍ରଜ୍ୱଳ ରେବନ୍ନାଙ୍କୁ ଆଜୀବନ କାରାଦଣ୍ଡ, ୫ ଲକ୍ଷ ଟଙ୍କାର ଜୋରିମାନା

କର୍ଣ୍ଣାଟକ: ପ୍ରଜ୍ୱଳ ରେବନ୍ନାଙ୍କୁ ଆଜୀବନ ସଜା। ଜେଡି (ଏସ୍) ନେତା ପୂର୍ବତନ ସାଂସଦ ପ୍ରଜ୍ୱଳ ରେବନ୍ନାଙ୍କୁ ଆଜୀବନ ଦଣ୍ଡାଦେଶ। ବେଙ୍ଗାଲୁରୁ ସ୍ପେଶାଲ୍ କୋର୍ଟ ଆଜୀବନ କାରାଦଣ୍ଡାଦେଶରେ ରେବନ୍ନାଙ୍କୁ ଦଣ୍ଡିତ କଲେ।…

ଦେଖନ୍ତୁ ଭୟଙ୍କର ଭିଡ଼ିଓ, ଭାଙ୍ଗିଗଲା ଡ୍ୟାମ, କୁଟାଖିଅ ପରି ଭାସିଗଲା ଟ୍ରକ-ଡମ୍ପର

କୁଲ୍ଲୁ: ଭୟଙ୍କର ଦୃଶ୍ୟ। ଚାହୁଁ ଚାହୁଁ ଭାଙ୍ଗିଗଲା ଡ୍ୟାମ୍। ଆଉ ଆଖି ଆଗରେ କୁଟା ଖିଅ ପରି ପ୍ରଖର ପାଣିରେ ଭାସିଗଲେ ବଡ଼ ବଡ଼ ଟ୍ରକ ଆଉ ଡମ୍ପର। ଯାହାର ଭିଡ଼ିଓ ମଧ୍ୟ ସାମ୍ନାକୁ ଆସିଛି। ଶୁକ୍ରବାର ଦିନ ହିମାଚଳ…

ଇତିହାସରେ ପ୍ରଥମ, ପାରାକୁ ଖାଇବାକୁ ଦେବାରୁ ଯୁବକଙ୍କ ନାଁରେ FIR

ମୁମ୍ୱାଇ: ଆପଣମାନଙ୍କ ମଧ୍ୟରୁ ଏମିତି ଅନେକ ଜଣ ଥିବେ ଯିଏ ପାରାମାନଙ୍କୁ ଖାଇବାକୁ ଦେବାକୁ ପସନ୍ଦ କରୁଥିବେ। ହେଲେ ଥରେ ଭାବନ୍ତୁତ ଯଦି ପାରାମାନଙ୍କୁ ଖାଇବା ଦେବା ଅଭିଯୋଗରେ ତୁମ ନାଁରେ ଥାନାରେ FIR ରୁଜ୍ଜୁ କରାଯାଏ।…

ପ୍ରଥମେ ପିଇଲା ଏନର୍ଜି ଡ୍ରିଙ୍କ, ତାପରେ ୯ ବର୍ଷର ନାବାଳିକାକୁ ଝୁଣି ଖାଇଗଲା ୧୫ ବର୍ଷର ନାବାଳକ

ରାଜସ୍ଥାନ: ୧୫ ବର୍ଷର ନାବାଳକ ୯ ବର୍ଷର ଝିଅକୁ କଲା ଦୁଷ୍କର୍ମ; ତାହା ପୁଣି ଏନର୍ଜି ଡ୍ରିଙ୍କ ପିଇ। ଏପରି ଏକ ଦୁଷ୍କର୍ମ ଘଟଣା ଆପଣଙ୍କ ଛାତିକୁ ଦୋହଲାଇ ଦେବ। ଘଟଣା ଏପରିକି ରେପ୍ କରିବା ପରେ ନାବାଳିକାକୁ ଅଚେତ୍…

ସରକାରଙ୍କ ବଡ଼ ଘୋଷଣା, ମାଗଣା ହେଲା ବିଦ୍ୟୁତ୍ ସେବା

ବିହାର: ସରକାରଙ୍କ ବଡ଼ ଘୋଷଣା। ମାଗଣା ହେଲା ବିଦ୍ୟୁତ ସେବା।  ଉପକୃତ ହେବେ କୋଟି କୋଟି ଲୋକ। ଗତକାଲି ଠାରୁ ଅର୍ଥାତ୍ ଅଗଷ୍ଟ ୧ ତାରିଖରୁ ଏହିୁ ରାଜ୍ୟରେ ବିଜୁଳି ଛାଡ଼ କରିଛନ୍ତି ରାଜ୍ୟ ସରକାର। ବିଦ୍ୟୁତ୍ ମାଗଣା…

ବାଂଲାଦେଶ ରାଜନୀତିରେ ନୂଆ ମୋଡ଼, ଶେଖ୍ ହାସିନାଙ୍କୁ ଦେଶ ପାର୍ କରିଥିବା ଛାତ୍ରନେତା ଗିରଫ

ଢ଼ାକା: ବାଂଲାଦେଶ ରାଜନୀତିରେ ନୂଆ ମୋଡ଼।  ୨୦୨୪ ମସିହା ଅଗଷ୍ଟ ୫ ତାରିଖରେ ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କୁ ଦେଶ ପାର କରିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ଛାତ୍ର ନେତା…

ଶନି ଗ୍ରହର ଏହି ପାଓ୍ୱାରଫୁଲ୍ ମନ୍ତ୍ର ଦୂର କରିବ ସବୁ ସମସ୍ୟା,

ଓଡ଼ିଶାଭାସ୍କର: ଜ୍ୟୋତିଷ ଶାସ୍ତ୍ରରେ ଶନି ଗ୍ରହକୁ ଏକ ନିଷ୍ଠୁର ଗ୍ରହ ଭାବରେ ଚିତ୍ରିତ କରାଯାଇଛି। ଯଦି ଶନିଙ୍କ କୋପ ଦୃଷ୍ଟି ଆପଣଙ୍କ ଉପରେ ପଡ଼େ କିମ୍ବା ଆପଣ ଶନି ଦଶା ପ୍ରଭାବରେ ଥାଆନ୍ତି, ତେବେ ଆପଣଙ୍କ ଜୀବନ…

ମଧ୍ୟାହ୍ନ ଭୋଜନରେ ସ୍କୁଲ ପିଲାଙ୍କୁ ଖାଇବାକୁ ଦେଇଦେଲେ ଝିଟିପିଟି!

କଣ୍ଟାବାଞ୍ଜି: ମଧ୍ୟାହ୍ନ ଭୋଜନ ଖାଇ ସ୍କୁଲ ପିଲା ଅସୁସ୍ଥ। କାରଣ ସ୍କୁଲରେ ରନ୍ଧା ଯାଇଥିବା ମଧ୍ୟାହ୍ନ ଭୋଜନରେ ପଡିଥିଲା ଝିଟିପିଟି। ଆଉ ଝିଟିପିଟି ମିଶା ରନ୍ଧା ଖାଦ୍ୟ ଖାଇବାରୁ ଅସୁସ୍ଥ ହୋଇପଡିଲେ ପିଲା। ଏପରି ଏକ…

ଚାଷୀଙ୍କ ଖାତାକୁ ମୋଦୀ ପଠାଇଲେ ୨ ହଜାର ଟଙ୍କା, ଶୀଘ୍ର ଆକାଉଣ୍ଟ ଚେକ୍ କରନ୍ତୁ

ନୂଆଦିଲ୍ଲୀ: ଶୀଘ୍ର ଯାଇ ଆକାଉଣ୍ଟ ଚେକ୍ କରନ୍ତୁ।  ଚାଷୀଙ୍କ ଖାତାକୁ ଆସି ସାରିଲାଣି ପିଏମ୍ କିଷାନ ଟଙ୍କା। ଡିବିଟି ଜରିଆରେ ଚାଷୀଙ୍କ ଆକାଉଣ୍ଟକୁ ଗଲା ୨ ହଜାର ଟଙ୍କା। ବାରଣାସୀରୁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଇଲେ…