fbpx

ପରିବାର ଉଜାଡ଼ିଦେଲା ଘର ଭଡ଼ା ଚାପ; ତିନି ପିଲାଙ୍କ ସବ ଜୀବନ ହାରିଲେ ବାପା-ମାଆ

ଜୟପୁର: ରାଜସ୍ଥାନର ବିକାନେରରେ ରାଏବରେଲି ଭଳି ଏକ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି। ହନୁମାନ ସୋନି ପତ୍ନୀ ଓ ପିଲାଙ୍କ ସହ ଜୀବନ ହାରିଥିଲେ। ଏହି ଘଟଣା ଜଣାପଡ଼ିବା ପରେ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି।…

ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା; ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ହେଲା ପରୀକ୍ଷା କାର୍ଯ୍ୟସୂଚୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର) ଫେବ୍ରୁଆରୀ ୧୬ରୁ ଆରମ୍ଭ ହେବ ଯୁକ୍ତ ୨ ପରୀକ୍ଷା । ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପ୍ରକାଶ ହେଲା ପରୀକ୍ଷା କାର୍ଯ୍ୟସୂଚୀ । ଫେବ୍ରୁଆରୀ ୧୬ରୁ ଆରମ୍ଭ ହୋଇ ମାର୍ଚ୍ଚ ୨୦ ଯାଏଁ…

ସ୍ୱିଗିରୁ 42.3 ଲକ୍ଷ ଟଙ୍କାର ଖାଦ୍ୟ ମଗାଇଲେ ଜଣେ ଗ୍ରାହକ; ଖାଇଲେ 1633ଟି ବିରିୟାନି

ନୂଆଦିଲ୍ଲୀ: ସରିବାକୁ ବସିଲାଣି ପୁରୁଣା ବର୍ଷ। ଏହାରି ଭିତରେ ଅନଲାଇନ୍ ଫୁଡ୍ ଡେଲିଭରି ସଂସ୍ଥା ସ୍ୱିଗି ତାର ବର୍ଷକର କାରବାରର ତଥ୍ୟ ପ୍ରକାଶ କରିଛି। ଜଣେ କ୍ୟକ୍ତି ଏକା 42.3 ଲକ୍ଷ ଟଙ୍କାର ଖାଦ୍ୟ ମଗାଇଛନ୍ତି।…

ଶ୍ରୀମନ୍ଦିରରେ ପଲିଥିନ୍ ଓ ପ୍ଲାଷ୍ଟିକ୍ ବ୍ୟାନ୍; ଚାଙ୍ଗୁଡିରେ ଫୁଲ ଓ ଭୋଗ ଆଣିବାକୁ ଲୋକଙ୍କୁ ଆହ୍ୱାନ ଦେଲେ ଶ୍ରୀମନ୍ଦିର ପ୍ରଶାସନ

ପୁରୀ: ଶ୍ରୀମନ୍ଦିରରେ ପଲିଥିନ୍ ଓ ପ୍ଲାଷ୍ଟିକ୍ ମୁକ୍ତ କରିବାକୁ ପ୍ରଶାସନର ବଡ଼ ପଦକ୍ଷେପ । ଚାଙ୍ଗୁଡିରେ ଫୁଲ ଓ ଭୋଗ ଆଣିବାକୁ ଲୋକଙ୍କୁ ଆହ୍ୱାନ ଦେଲେ ଶ୍ରୀମନ୍ଦିର ପ୍ରଶାସନ । ଏଣିକି ଶ୍ରୀମନ୍ଦିର ଭିତରକୁ ପଲିଥିନ ଓ…

ଭାରତୀୟଙ୍କ ପାଇଁ ଭିସା ଆବଶ୍ୟକତା ଦୂର କରିବ ଇରାନ

ନୂଆଦିଲ୍ଲୀ: ଏଣିକି ଭାରତୀୟ ଯାତ୍ରୀଙ୍କ ପାଇଁ ଭିସା ଆବଶ୍ୟକତା ଦୂର କରିବ ଇରାନ। ତେହେରାନ ପକ୍ଷରୁ ଜାରି କରାଯାଇଥିବା ଏକ ସରକାରୀ ଘୋଷଣା ଅନୁଯାୟୀ, ଭାରତ ଭିସା ଛାଡ଼ ତାଲିକାରେ ରହିଛି, ଯେଉଁଥିରେ ରୁଷିଆ, ସାଉଦି…

ମଣିପୁର ହିଂସା ଘଟଣା: ୭ ମାସ ପରେ ୬୪ ମୃତଦେହକୁ ଅନ୍ତିମ ସଂସ୍କାର ପାଇଁ କରାଗଲା ଏୟାରଲିଫ୍ଟ 

ଇମ୍ଫାଲ: ମଣିପୁରର ଜାତିଗତ ହିଂସାରେ ପ୍ରାଣ ହରାଇଥିବା ୬୪ ଜଣଙ୍କ ମୃତଦେହକୁ ଗୁରୁବାର ଅନ୍ତିମ ସଂସ୍କାର ପାଇଁ ଏୟାରଲିଫ୍ଟ କରାଯାଇଛି। ତେବେ ଏଘଟଣାକୁ ୭ ମାସ ବିତିଯାଇଥିଲେ ମଧ୍ୟ ଆଜିବି ସମସ୍ତଙ୍କ ମନରେ ଡ଼ର ସୃଷ୍ଟି…

ଶ୍ରୀକୃଷ୍ଣ ଜନ୍ମଭୂମି ମାମଲା; ସାହି ଇଦ୍ଗାହ ପରିସରର ହେବ କମିଶନର ସର୍ଭେ, ହିନ୍ଦୁ ପକ୍ଷର ଆବେଦନ ଗ୍ରହଣ

ନୂଆଦିଲ୍ଲୀ: ଶ୍ରୀକୃଷ୍ଣ ଜନ୍ମଭୂମି ଓ ଶାହି ଇଦ୍ଗାହ ମାମଲାରେ ଆହ୍ଲାବାଦ ହାଇକୋର୍ଟ ବଡ଼ ରାୟ ଦେଇଛନ୍ତି। ଆହ୍ଲାବାଦ ହାଇକୋର୍ଟ ହିନ୍ଦୁ ପକ୍ଷର ଆବେଦନକୁ ଗ୍ରହଣ କରିଛନ୍ତି। ସାହି ଇଦ୍ଗାହ କମ୍ପ୍ଲେକ୍ସର କୋର୍ଟ କମିଶନର…

ସେନ୍ସେକ୍ସର ନୂଆ ଇତିହାସ; ୧୦ ମିନିଟରେ ରୋଜଗାର କଲେ ୩ ଲକ୍ଷ କୋଟି

ନୂଆଦିଲ୍ଲୀ: ଆଜି ଷ୍ଟକ ବଜାରରେ ସବୁ ରେକର୍ଡ ଭାଙ୍ଗିଛି ସନସେକ୍ସ। ଆମେରିକାର ଫେଡେରାଲ ରିଜର୍ଭ ସୁଧ ହାରରେ ପରିବର୍ତ୍ତନ ନକରିବାର ପ୍ରଭାବ ଭାରତୀୟ ଷ୍ଟକ ବଜାରରେ ଦେଖିବାକୁ ମିଳୁଛି। ସକାଳେ ବଜାର ଖୋଲିବା ମାତ୍ରେ…

(Video) ମୂଷା କହୁଛି ଜୟ ଜଗନ୍ନାଥ; ଦେଖନ୍ତୁ ଶ୍ରୀମନ୍ଦିର ସମ୍ମୁଖର ଏହି ନିଆରା ଦୃଶ୍ୟ…

 ପୁରୀ: (ଓଡ଼ିଶା ଭାସ୍କର) ମୂଷା କହୁଛି ଜୟ ଜଗନ୍ନାଥ । ଯେତିକି ଆଶ୍ଚର୍ଯ୍ୟ, ସେତିକି କୌତୁହଳ ବି ଲାଗୁଛି । ଏକଥା ନିଜେ କାନରେ ନ ଶୁଣିଲେ ବିଶ୍ୱାସ କରିବା ଅସମ୍ଭବ । ଆଜି ପବିତ୍ର ମାଣବସା ଗୁରୁବାର ଅବସରରେ…

‘ଆନିମଲ’ ବକ୍ସ ଅଫିସ କଲେକ୍ସନ: ୧୩ ଦିନରେ ଆୟ କଲା ୪୬୭.୮୪ କୋଟି

ମୁମ୍ଵାଇ: ରଣବୀର କପୁରଙ୍କ ଫିଲ୍ମ 'ଆନିମଲ୍' ଭାରତରେ କ୍ରମାଗତ ଭାବେ ୫୦୦ କୋଟି ଟଙ୍କାର ଆୟ ପାଖାପାଖି ପହଞ୍ଚିଛି। ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ବୁଧବାର ଭାରତରେ ପାଖାପାଖି ୧୦ କୋଟି ଟଙ୍କା…