କୁଣ୍ଡଳୀରେ ଅଛି କି ଗୁରୁଦୋଷ ? ତାହେଲେ ଆଜିର ଦିନରେ ଆପଣାନ୍ତୁ ଏହି ଉପାୟ

ଗ୍ରହମାନଙ୍କ ମଧ୍ୟରେ ବୃହସ୍ପତି ସବୁଠାରୁ ପ୍ରଭାବଶାଳୀ ବୋଲି ବିବେଚନା କରାଯାଏ । ଯଦି କୁଣ୍ଡଳୀରେ ଗୁରୁ ଗ୍ରହ ଉଚ୍ଚସ୍ଥାନରେ ରହିଛି, ତେବେ ବ୍ୟକ୍ତିର ସମସ୍ତ ସମସ୍ୟା ଦୂରେଇ ଯାଏ ଓ ତାଙ୍କ ପ୍ରଗତିକୁ କେହି ଅଟକାଇ…

ବିନା ଇଣ୍ଟରନେଟରେ UPI ପେମେଣ୍ଟ ପାଇଁ ଆପଣାନ୍ତୁ ଏହି ଟିପ୍ସ, ଗୋଟିଏ କ୍ଲିକରେ ହୋଇଯିବ କାମ

ନୂଆଦିଲ୍ଲୀ: UPI ପେମେଣ୍ଟ କରିବା ପାଇଁ ଇଣ୍ଟରନେଟ୍ କନେକ୍ସନ ନିହାତି ଆବଶ୍ୟକ, କାରଣ ଅନଲାଇନ ମାଧ୍ୟମରେ ହିଁ କାରବାର ହୋଇଥାଏ । ଅନେକଥର କୌଣସି ସ୍ଥାନରେ ଇଣ୍ଟରନେଟ୍ ସୁବିଧା ଧିରେ ଧିରେ ଚାଲିଥାଏ, ଫଳରେ UPI…

ଖୋଲିଲା ହୀରାକୁଦର ଆଉ ୪ଟି ଗେଟ୍

ସମ୍ବଲପୁର(ଓଡ଼ିଶା ଭାସ୍କର): ବର୍ଷା ଯୋଗୁଁ ବଢ଼ୁଛି ଜଳସ୍ତର, ଯାହା ଫଳରେ ହୀରାକୁଦ ଡ୍ୟାମର ଆଉ ୪ଟି ଗେଟ୍ ଖୋଲାଯାଇଛି । ବର୍ତ୍ତମାନ ହୀରାକୁଦ ଜଳଭଣ୍ଡାରର ୧୨ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଛି । ସକାଳ ୬ଟା ସୁଦ୍ଧା…

SCBରେ ଆଉ ଜଣେ ଇକମୋ ଚିକିତ୍ସାଧୀନ ରୋଗୀଙ୍କ ମୃତ୍ୟୁ

କଟକ(ଓଡ଼ିଶା ଭାସ୍କର): ଏସସିବିରେ ଆଉ ଜଣେ ଇକମୋ ଚିକିତ୍ସାଧୀନ ରୋଗୀଙ୍କର ମୃତ୍ୟୁ ହୋଇଛି । ଇକମୋ ସେବା ଆରମ୍ଭ ପରେ ଚତୁର୍ଥ ରୋଗୀ ଭାବେ ସେ ଆଖି ବୁଜିଛନ୍ତି । ମୃତକ ନିଶ୍ଚିତକୋଇଲି ଅଞ୍ଚଳର ଜଣେ ମହିଳା ହୋଇଥିବା…

ସ୍କୁଲ ଭିତରେ ଶିକ୍ଷୟିତ୍ରୀଙ୍କ ତଣ୍ଟି କାଟିଲା ସ୍ୱାମୀ

ବଲାଙ୍ଗିର(ଓଡ଼ିଶା ଭାସ୍କର): ସ୍କୁଲ ଭିତରେ ପଶି ଶିକ୍ଷୟିତ୍ରୀ ପତ୍ନୀଙ୍କ ତଣ୍ଟି କାଟିଛି ସ୍ୱାମୀ । ଏଭଳି ଅଘଟଣ ବଲାଙ୍ଗିର ଜିଲ୍ଲା ପୁଇଁତଳା ତାନା ଦୁର୍ଗାପାଲ୍ଲୀ ଉଚ୍ଚ ବିଦ୍ୟାଳୟରେ ଘଟିଯାଇଛି । ସ୍ୱାମୀର ଆକ୍ରମଣ…

ଏହି ଦେଶରେ ରହିଛି ଚମତ୍କାରୀ ଶିବ ମନ୍ଦିର: ସେଠାରେ କେବେବି ଲିଭୁନାହିଁ ଅଗ୍ନିକୁଣ୍ଡ, ବୈଜ୍ଞାନିକମାନେ ବି ଆଶ୍ଚର୍ଯ୍ୟ

ପାକିସ୍ତାନ ଭଳି ବାଂଲାଦେଶ ରେ ବି ହିନ୍ଦୁ ଓ ସେମାନଙ୍କ ଧାର୍ମିକ ସ୍ଥାନକୁ ଟାର୍ଗେଟ କରାଯାଉଛି । କିନ୍ତୁ ଏହା ସତ୍ତ୍ୱେ ସେଠାରେ ଥିବା ପ୍ରାଚୀନ ଶିବ ମନ୍ଦିର ଲୋକଙ୍କ ଆସ୍ଥାର ପ୍ରତୀକ ହୋଇଛି । ବହୁ ଦୂରଦୂରାନ୍ତରୁ…

ଭାରତର ପ୍ରତିବାଦ ପରେ ନରମିଲା ବ୍ରିଟେନ, କୋଭିସିଲ୍ଡ ଟିକାକୁ ଦେଲା ମାନ୍ୟତା

ନୂଆଦିଲ୍ଲୀ: କରୋନା ସଂକ୍ରମଣ କମିଥିଲେ ବି ଟିକାକରଣକୁ ଅଧିକ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ଭାରତୀୟଙ୍କୁ କ୍ୱାରେଣ୍ଟାଇନରେ ରଖିବା ନିଷ୍ପତ୍ତିକୁ ବଦଳାଇଛି ବ୍ରିଟେନ । ଭାରତର ତୀବ୍ର ପ୍ରତିବାଦ ପରେ ନରମି ଯାଇଛି…

DRDO ମାମଲା: ଅଭିଯୁକ୍ତଙ୍କଠାରୁ ମିଳିଛି ସାଙ୍ଘାତିକ ତଥ୍ୟ, କହିଲେ – ‘ବିବାହ ଅଫର ଦେଇଥିଲା ରହସ୍ୟମୟୀ ମହିଳା’

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାନ୍ଦିପୁର DRDO ଗୁପ୍ତ ତଥ୍ୟ ଲିକ ମାମଲାରେ ଅଭିଯୁକ୍ତଙ୍କଠାରୁ ମିଳୁଛି ସାଙ୍ଘାତିକ ତଥ୍ୟ । ରିମାଣ୍ଡରେ ଆଣି ଗିରଫ ଅଭିଯୁକ୍ତମାନଙ୍କୁ ଜେରା ଚାଲିଛି । ଫଳରେ ସେମାନଙ୍କ ଠାରୁ ନୂଆ ନୂଆ…

ଗଛ ପାଲିଟିଛି ବ୍ରିଜ, ବିପଦ ସଙ୍କୁଳ ପୋଲ ଉପରେ ଲୋକେ ଯାତାୟତ କରୁଥିବାର ଦେଖନ୍ତୁ ଦୃଶ୍ୟ

ଗଜପତି ଜିଲ୍ଲା ରାୟଗଡ଼ ବ୍ଲକର ମାର୍ଲବା ପଞ୍ଚାୟତର ତବାରସିଂ ଓ ପୁତିସାହି ଗ୍ରାମକୁ ସଂଯୋଗ କରୁଥିବା ଏକ ନଦୀ ଉପରେ ଏଭଳି ଛାତି ଥରା ଘଟଣା ଦେଖିବାକୁ ମିଳିଛି । ଏହି ବିପଦ ସଙ୍କୁଳ ଝୁଲା ପୋଲ ଦେଇ ସେହି ଅଞ୍ଚଳର…

ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଜାଣନ୍ତୁ କ’ଣ କହିଲେ

ଝାରସୁଗୁଡ଼ା(ଓଡ଼ିଶା ଭାସ୍କର): ବଲାଙ୍ଗୀର ଟିଟିଲାଗଡ଼ରେ ଆଜି ପହଞ୍ଚି ସ୍ମାର୍ଟ ହେଲଥ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ବିଭିନ୍ନ ପ୍ରକଳ୍ପର ଉଦଘାଟନ ସହିତ ଭିତ୍ତିପ୍ରସ୍ତର…