କେନ୍ଦ୍ର ବଜେଟ୍ ଉପସ୍ଥାପନ କରୁଛନ୍ତି ଅର୍ଥମନ୍ତ୍ରୀ, ଜାଣନ୍ତୁ କେଉଁ ଦିଗକୁ ଦେଉଛନ୍ତି ଅଧିକ ଗୁରୁତ୍ୱ ?

ନୂଆଦିଲ୍ଲୀ: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ବଜେଟ୍ ୨୦୨୨ ଉପସ୍ଥାପନ କରୁଛନ୍ତି । ଏହି ବଜେଟତ ଉପରେ ସାଧାରଣ ଲୋକଙ୍କ ଅନେକ ଆଶା ରହିଛି । ଅର୍ଥମନ୍ତ୍ରୀ କହିଛନ୍ତି ଯେ, ‘ଚଳିତ ଆର୍ଥିକ ବର୍ଷରେ…

ବଜେଟକୁ ମିଳିଲା କ୍ୟାବିନେଟ୍ ମଞ୍ଜୁରୀ

ନୂଆଦିଲ୍ଲୀ: ୨୦୨୨-୨୩ ପାଇଁ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି । ବଜେଟ୍ ପୂର୍ବରୁ ବସିଲା ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ୍ ବୈଠକ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ…

ଆଜି ବଜେଟ୍ ୨୦୨୨-୨୩: ସଂସଦରେ ପହଞ୍ଚିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ରେଳରେ ଓଡ଼ିଶାକୁ…

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୨-୨୩ ପାଇଁ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରିବେ । ପୂର୍ବାହ୍ନ ୧୧ଟା ସମୟରେ ଅର୍ଥମନ୍ତ୍ରୀ ଲୋକସଭାରେ ବଜେଟ୍ ଉପସ୍ଥାପନ କରିବେ । ଏହା ହେବ ନିର୍ମଳା…

ଆଜିଠୁ ବ୍ୟାଙ୍କ ସହ ବଦଳିଲା ଅନେକ ନିୟମ! ପକେଟରେ ପଡିବ ସିଧା ପ୍ରଭାବ

ନୂଆଦିଲ୍ଳୀ: ଆଜିଠାରୁ ଫେବ୍ରୁଆରୀ ମାସ ଆରମ୍ଭ ହେଉଥିବା ବେଳେ ବ୍ୟାଙ୍କିଂ ସହିତ ଅନେକ ନିୟମରେ ବଡ଼ ପରିବର୍ତ୍ତନ ହୋଇଛି । ଆଜି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ସାଧାରଣ ବଜେଟ୍ ୨୦୨୨-୨୩ ଉପସ୍ଥାପନ କରିବେ ।…

ଜାରି ରହିଛି ଦଳ-ବଦଳ ନୀତି, ଏବେ ବିଜେପି ଛାଡିପାରନ୍ତି ଏହି ରାଜନେତା

ନୂଆଦିଲ୍ଲୀ: ୟୁପି ବିଧାନସଭା ନିର୍ବାଚନର ତାରିଖ ଘୋଷଣା ହେବା ସହିତ ନେତାଙ୍କ ଦଳ ବଦଳ ରାଜନୀତି ଜାରି ରହିଛି । ଦଳ-ବଦଳ କରୁଥିବା ରାଜନେତାଙ୍କ ମଧ୍ୟରେ ବିଜେପି ସାଂସଦ ରୀତା ବାହୁଗୁନା ଯୋଶୀଙ୍କ ପୁଅ ମୟଙ୍କ ଯୋଶୀଙ୍କ…

ଦିନକରେ କରୋନା ନେଲା ୧୧୯୨ ଜୀବନ

ନୂଆଦିଲ୍ଲୀ: ଓମିକ୍ରନ ଯୋଗୁଁ କରୋନା ସଂକ୍ରମଣ ପୁଣି ବଢ଼ିଯାଇଛି । ଏହାରି ମଧ୍ୟରେ ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୧ ଲକ୍ଷ ୬୭ ହଜାର ୫୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଦେଶରେ ଦୈନିକ ସଂକ୍ରମଣ ହାର ୧୧.୬୯% ରହିଛି ।…

ଶସ୍ତା ଓ ମହଙ୍ଗା ଉପରେ ରହିଛି ସମସ୍ତଙ୍କ ନଜର, ବଜେଟ୍ ପରେ କେଉଁ ଜିନିଷରେ ମିଳିପାରେ ରିଲିଫ୍?

ନୂଆଦିଲ୍ଲୀ: ଆଉ କିଛି ଘଣ୍ଟା ପରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ ସାଧାରଣ ବଜେଟ୍ ୨୦୨୨-୨୩ ଉପସ୍ଥାପନ କରିବେ । ବଜେଟ୍ ଭାଷଣ ପରେ ସବୁଥର ପରି ଅନେକ ଜିନିଷ ଶସ୍ତା ହେବ ଓ ଅନେକ ଜିନିଷ ମହଙ୍ଗା ହେବ । କରୋନା…

ଅନେକ ସହରରେ ଆରମ୍ଭ ହେବ ବନ୍ଦେ ଭାରତ ଟ୍ରେନ! ରେଳ ବଜେଟରେ ଅର୍ଥମନ୍ତ୍ରୀ କରିପାରନ୍ତି ଏହି ୫ଟି ବଡ଼ ଘୋଷଣା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ୨୦୨୨-୨୩ ପାଇଁ ଦେଶର ସାଧାରଣ ବଜେଟ୍ ଉପସ୍ଥାପନ କରିବେ । ପୂର୍ବାହ୍ନ ୧୧ଟା ସମୟରେ ଅର୍ଥମନ୍ତ୍ରୀ ଲୋକସଭାରେ ବଜେଟ୍ ଉପସ୍ଥାପନ କରିବେ । ଏହା ହେବ ନିର୍ମଳା…

ଚାଷୀ ହେବେ ମାଲାମାଲ୍! ବଜେଟରେ ପିଏମ କିଷାନର ଟଙ୍କା ବୃଦ୍ଧିକୁ ନେଇ ହୋଇପାରେ ବଡ଼ ଘୋଷଣା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଆଜି ନିଜ ଦ୍ୱିତୀୟ କାର୍ଯ୍ୟକାଳର ଚତୁର୍ଥ ବଜେଟ୍ ଉପସ୍ଥାପନ କରିବେ । ସାଧାରଣ ଜନତାଙ୍କୁ ଏହି ବଜେଟ ଉପରେ ଅନେକ ଆଶା ରହିଛି । ୨୦୨୧ରେ ମୁଦ୍ରାସ୍ପୀତି ଏକ ନୂଆ ରେକର୍ଡ ସୃଷ୍ଟି କରିଛି ।…

କାଲିଠାରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର, ଜାଣନ୍ତୁ କ’ଣ ରହିଛି ନିୟମ

ପୁରୀ(ଓଡ଼ିଶା ଭାସ୍କର): କରୋନା ସଂକ୍ରମଣ ମାମଲା ଧିରେ ଧିରେ କମିବାରେ ଲାଗିଛି । ଏହାରି ମଧ୍ୟରେ ଫେବ୍ରୁଆରୀ ପାଇଁ ରାଜ୍ୟ ସରକାର ଗାଇଡଲାଇନ୍ ଜାରି କରିଥିବା ବେଳେ ପୁରୀ ଶ୍ରୀମନ୍ଦିରକୁ ନେଇ ଆସିଛି ବଡ଼ ଖବର ।…