ମାନବବାଦ ସଂଗଠନର ମୁଖ୍ୟ ମାନସ ଦାସଙ୍କ ଘରେ ପୋଲିସ ରେଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମାନବବାଦ ସଙ୍ଗଠନର ମୁଖ୍ୟ ମାନସ ଦାସଙ୍କ ଘରେ ଆଜି ଚଢ଼ାଉ ହୋଇଛି । ମାନସ ଦାସଙ୍କ ଭୁବନେଶ୍ୱର ଘରେ ଯାଞ୍ଚ କରୁଛି ଖୋର୍ଦ୍ଧା ପୋଲିସ । ଘରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଛି…

‘Koi Mil Gaya’ର ରଜତ ବେଦୀଙ୍କ କାର୍ ଧକ୍କାରେ ବ୍ୟକ୍ତି ଗୁରୁତର, ମାମଲା ରୁଜୁ

ନୂଆଦିଲ୍ଲୀ: ଫିଲ୍ମ ‘Koi Mil Gaya’ର ଜଣାଶୁଣା ଅଭିନେତା ରଜତ ବେଦୀଙ୍କୁ ନେଇ ଆସିଛି ବଡ଼ ଖବର । ରଜତ ବେଦୀ ନିଜ କାରରେ ଜଣେ ବ୍ୟକ୍ତିଙ୍କୁ ଧକ୍କା ଦେଇଛନ୍ତି । ଏହି ମାମଲାରେ ଅଭିନେତାଙ୍କ ବିରୋଧରେ ଅଂଧେରୀ ଅଞ୍ଚଳର…

ରାଜ୍ୟର ଏହି ହାଇସ୍କୁଲ ସପ୍ତାହେ ବନ୍ଦ, ୨୦ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର,(ଓଡିଶା ଭାସ୍କର): କରୋନା କାଳରେ ଶିଶୁ ପଜିଟିଭ୍ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ କାମାକ୍ଷାନଗର କାନପୁରା ପଞ୍ଚାୟତିରାଜ ହାଇସ୍କୁଲ ୭ ଦିନ ପାଇଁ ବନ୍ଦ ହୋଇଛି । ବିଦ୍ୟାଳୟର ୨୦ ଜଣ କରୋନା…

ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ସ୍କୁଲ ଖୋଲିବାକୁ ନେଇ ଏପରି କହିଲେ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ବି ଶିଶୁ ପଜିଟିଭି ହେବାରେ ଲାଗିଛନ୍ତି, ଯାହାକି ଚିନ୍ତାର କାରଣ ପାଲଟିଛି । ଏହାରି ମଧ୍ୟରେ ସ୍କୁଲ ଛାତ୍ରଛାତ୍ରୀ କରୋନା ସଂକ୍ରମିତ ନେଇ…

ଶିକ୍ଷାପର୍ବରେ ଏକାଧିକ ଯୋଜନାର ଘୋଷଣା କଲେ ମୋଦୀ

ନୂଆଦିଲ୍ଲୀ: ଶିକ୍ଷକ ପର୍ବ ଅବସରରେ ଏକାଧିକ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ବିଦ୍ୟାଞ୍ଜଳି ୨.୦, ନିଷ୍ଠା ୩.୦ ସମେତ ଟକିଂ ବୁକ୍ସ ଓ ୧୦ ହଜାର ଶବ୍ଦ ବିଶିଷ୍ଟ ଭାରତୀୟ ସାଙ୍କେତିକ…

ଚିଟଫଣ୍ଡ ଲିଙ୍କ ମାମଲାରେ ପୂର୍ବତନ ବିଧାୟକ ଗିରଫ

ବିଶାଖାପାଟଣା: ଚିଟଫଣ୍ଡ ଲିଙ୍କ ମାମଲାରେ ଆନ୍ଧ୍ରପ୍ରଦେଶର ପୂର୍ବତନ ବିଧାୟକ ଏମ.ଭି ପ୍ରସାଦ ଗିରଫ । ବିଶାଖାପାଟଣା ପଶ୍ଚିମ ଜୋନର ବିଧାୟକ ଥିବା ଏମ.ଭି ପ୍ରସାଦଙ୍କୁ ଗିରଫ କରିଛି ଓଡ଼ିଶା ପୋଲିସ । ବିଶାଖାପାଟଣାରୁ…

ନାଗପୁରରେ ପହଞ୍ଚିଲା ତୃତୀୟ ଲହର, ମନ୍ତ୍ରୀ କହିଲେ- ‘ପୁଣି ଲାଗିବ କଟକଣା’

ନାଗପୁର: ଦ୍ୱିତୀୟ ଲହର ହ୍ରାସ ପାଉଥିବା ବେଳେ ଗତକିଛି ଦିନ ହେବ ପୁଣି ଦେଶରେ କରୋନା ମାମଲା ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ମହାରାଷ୍ଟ୍ରର ନାଗପୁରରେ କରୋନାର ତୃତୀୟ ଲହର ଆରମ୍ଭ ହୋଇଛି । ରାଜ୍ୟ କ୍ୟାବିନେଟ…

ରାଜ୍ୟରେ ପୁଣି ୬୩୮ ପଜିଟିଭ୍ ଚିହ୍ନଟ, ୯୩ ଶିଶୁ ଆକ୍ରାନ୍ତ

ଭୁବନେଶ୍ୱର,(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ଜାରି ରହିଛି । ପୂର୍ବ ଅପେକ୍ଷା ରାଜ୍ୟରେ ସଂକ୍ରମଣ ହ୍ରାସ ପାଇଥିଲେ ହେଁ କରୋନାର ଭୟାବହତା ଏ ପର୍ଯ୍ୟନ୍ତ ଦୂର ହୋଇନାହିଁ । ତୃତୀୟ ଲହର ଆସିସାରିଛି ବୋଲି କିଛି…

ଗଣେଶ ଚତୁର୍ଥୀରେ ଚନ୍ଦ୍ର ଦେଖିଲେ କାହିଁକି ଲାଗିଥାଏ ଦୋଷ ? ଜାଣନ୍ତୁ କାରଣ ଓ ଏଥିରୁ ରକ୍ଷା ପାଇବାର ଉପାୟ

ଆଉ ୨ ଦିନ ପରେ ଆସୁଛି ଗଣେଶ ଚତୁର୍ଥୀ । ଚଳିତବର୍ଷ ସେପ୍ଟେମ୍ବର ୧୦ରୁ ଗଣେଶୋତ୍ସବ ଆରମ୍ଭ ହେବ । ଉତ୍ସବ ଦିନ ଅର୍ଥାତ୍ ଗଣେଷ ଚତୁର୍ଥୀରେ ଚନ୍ଦ୍ରକୁ ଦେଖନ୍ତୁ ନାହିଁ । ଧର୍ମ ଓ ପୁରାଣରେ ଗଣେଶ ଚତୁର୍ଥୀ ଦିନ ଚନ୍ଦ୍ର…

ରାଜ୍ୟରୁ ଆଉ ୭ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର, (ଓଡିଶା ଭାସ୍କର): ସମ୍ଭାବ୍ୟ ତୃତୀୟ ଲୋକଙ୍କ ମନରେ ଭୟ ସୃଷ୍ଟି ହେଉଥିବା ବେଳେ ରାଜ୍ୟରେ ମୃତ୍ୟୁସଂଖ୍ୟା ହଠାତ୍ କମିଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୭ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି ।…