କରୋନା ଭାଇରସ୍ ଯୋଗୁ ହୃଦଘାତର ଅଧିକ ବିପଦ ଥାଏ କି? ଜାଣନ୍ତୁ କ’ଣ କୁହନ୍ତି ଟପ୍ ଡାକ୍ତର
ନୂଆଦିଲ୍ଲୀ,୧୦ ।୫: ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି । ବଢୁଥିବା ମାମଲାକୁ ନେଇ ସୋସିଆଲ ମିଡିଆରେ ଏକ ପ୍ରଶ୍ନ ଉଠୁଛି - କ’ଣ କୋଭିଡ ୧୯ରୁ ହୃଦଘାତର ବିପଦ ବଢିଥାଏ? କ’ଣ କରୋନା ରୋଗୀଙ୍କୁ ହାର୍ଟ ଆଟାକ୍…