ଲକଡାଉନ ଦୁଃଖ: ପତ୍ନୀ ଓ ପୁଅକୁ ହତ୍ୟା କରିବା ପରେ ବେରୋଜଗାର ବ୍ୟକ୍ତିର ଆତ୍ମହତ୍ୟା

ପୁଣେ,୧୦ ।୫: ସାରା ଦେଶରେ କରୋନା କହର ବଢିବାରେ ଲାଗିଛି । ଏହାର ମୁକାବିଲା ପାଇଁ ଲକଡାଉନ୍‌, ସଟଡାଉନ୍ ଭଳି ପଦକ୍ଷେପ ନେଉଛନ୍ତି ସରକାର । ଯାହାର ସିଧାସଳଖ ପ୍ରଭାବ ଗରୀବ ଲୋକଙ୍କ ଉପରେ ପଡୁଥିବା ଦେଖିବାକୁ ମିଳିଛୁ ।…

ଓଡିଶାରେ ଟିକା ପାଇଁ ଗ୍ଲୋବାଲ ଟେଣ୍ଡର, କ୍ୟାବିନେଟର ନିଷ୍ପତ୍ତି

ଭୁବନେଶ୍ୱର,୧୦ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ଟିକାକରଣକୁ ଗୁରୁତ୍ୱ ଦିଆଯାଉଛି । ଏହାରି ମଧ୍ୟରେ ରାଜ୍ୟରେ ଟିକା ସଂଗ୍ରହ ପାଇଁ ଗ୍ଲୋବାଲ ଟେଣ୍ଡର ଡକାଯିବ । ଗ୍ଲୋବାଲ ଟେଣ୍ଡର ଜାରି…

କରୋନାରେ ଆଉ ଜଣେ ସାମ୍ବାଦିକଙ୍କ ମୃତ୍ୟୁ!

ବୌଦ୍ଧ,୧୦ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ହୁ ହୁ ହୋଇ ବଢିଚାଲିଛି । ନେତା ମନ୍ତ୍ରୀ, ସେଲିବ୍ରିଟଙ୍କ ଠାରୁ ଆରମ୍ଭ କରି ଅନେକ ସାମ୍ବାଦିକମାନେ ମଧ୍ୟ ଏହାର ଶିକାର ହେଉଛନ୍ତି । ଏହାରି ମଧ୍ୟରେ ବୌଦ୍ଧ…

ଖୁସି ଖବର : ଓଡ଼ିଶାରେ ଆଜି ୯୭୦୬ ସଂକ୍ରମିତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୧୦।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୯୭୦୬ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…

କରୋନା ଭାଇରସ୍ ଯୋଗୁ ହୃଦଘାତର ଅଧିକ ବିପଦ ଥାଏ କି? ଜାଣନ୍ତୁ କ’ଣ କୁହନ୍ତି ଟପ୍ ଡାକ୍ତର

ନୂଆଦିଲ୍ଲୀ,୧୦ ।୫: ଦିନକୁ ଦିନ କରୋନା ସଂକ୍ରମଣ ବଢିବାରେ ଲାଗିଛି । ବଢୁଥିବା ମାମଲାକୁ ନେଇ ସୋସିଆଲ ମିଡିଆରେ ଏକ ପ୍ରଶ୍ନ ଉଠୁଛି - କ’ଣ କୋଭିଡ ୧୯ରୁ ହୃଦଘାତର ବିପଦ ବଢିଥାଏ? କ’ଣ କରୋନା ରୋଗୀଙ୍କୁ ହାର୍ଟ ଆଟାକ୍…

ଓଡିଶାରେ କରୋନା ଯୋଗୁ ଆଖି ବୁଜିଲେ ୧୭ ଆକ୍ରାନ୍ତ

ଭୁବନେଶ୍ୱର,୧୦ ।୫(ଓଡିଶା ଭାସ୍କର): ଓଡିଶାରେ କରୋନା ସଂକ୍ରମଣ ସହିତ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧୭ ଆକ୍ରାନ୍ତଙ୍କ ଜୀବନ ନେଇଛି କରୋନା ମହାମାରୀ । ଏହି କ୍ରମରେ କରୋନାଜନିତ ମୃତ୍ୟୁ…

ଓଡିଶାରେ ଆଜି ୧୦,୦୩୧ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ?

ଭୁବନେଶ୍ୱର,୧୦ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ଗ୍ରାଫ୍ ଉପରମୁହାଁ ହୋଇ ବଢିଚାଲିଛି, ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଆଜି ବି ୧୦ ହାଜର ଉପରେ ରହିଛି ରାଜ୍ୟର ସଂକ୍ରମଣ ସଂଖ୍ୟା । ଗତ ୨୪ ଘଣ୍ଟା…

କରୋନାରେ ଆଖି ବୁଜିଲେ ଆଉ ଜଣେ ଶିକ୍ଷକ

ଲାଞ୍ଜିଗଡ଼,୯ ।୫(ଓଡିଶା ଭାସ୍କର) : କରୋନା ଯୋଗୁଁ ସବୁଆଡେ ହାହାକାର ସୃଷ୍ଟି ହୋଇଛି । ଏଥିରେ ଡାକ୍ତର, ଶିକ୍ଷକ, ନେତାମନ୍ତ୍ରୀଙ୍କ ସମେତ ବହୁ ସାଧାରଣ ଲୋକଙ୍କ ମୃତ୍ୟୁ ହେଉଛି । ଏହାରି ମଧ୍ୟରେ ଲାଞ୍ଜିଗଡ଼ ବ୍ଲକ…

ଇମ୍ୟୁନିଟି ବଢାଇବା ପାଇଁ ଖାଦ୍ୟ ଲିଷ୍ଟ ଜାରି କଲା କେନ୍ଦ୍ର, ଯେଉଁଥିରେ ଡାର୍କ ଚକୋଲେଟ୍ ସହ ଏହିସବୁ ସାମିଲ…

ନୂଆଦିଲ୍ଲୀ,୯ ।୫: ସାରା ଦେଶରେ କରୋନା ମହାମାରୀ ବଢିବଢି ଚାଲିଛି । ଏହି ସମୟରେ ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବା ପାଇଁ କରୋନା ବାଧ୍ୟ କରିଛି । ଇମ୍ୟୁନିଟି ବା ରୋଗ ପ୍ରତିରୋଧକ ଶକ୍ତି ଓ ଆବଶ୍ୟକ ପୋଷକ ତତ୍ତ୍ୱର ବ୍ୟବହାର…

ଖୁସି ଖବର : ଓଡ଼ିଶାରେ ଆଜି ୮୫୪୧ ଆକ୍ରାନ୍ତ ହେଲେ ସୁସ୍ଥ, ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୯।୫ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପୁଣି ବଢୁଥିବା ବେଳେ ଆସିଛି ଏକ ଖୁସି ଖବର । ରାଜ୍ୟରେ ଆଉ ୮୫୪୧ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କରୋନାରୁ ସୁସ୍ଥ ହୋଇଥିବା…