ଉଲଗ୍ନ ସେଲଫି ଉଠାଇ ପୋଷ୍ଟ କଲା ୧୫ ବର୍ଷର ଝିଅ , ଜଣାପଡିବାରୁ ବାପା-ମା’ଙ୍କୁ ଆସିଲା ହାର୍ଟ ଆଟାକ୍
ଅହମଦାବାଦ: କରୋନା କାଳରେ ଅନଲାଇନ୍ କ୍ଲାସ ଯୋଗୁଁ ପିଲାମାନେ ଅଧିକ ମୋବାଇଲ ଫୋନର ବ୍ୟବହାର କରୁଛନ୍ତି । ଏଭଳି ପରିସ୍ଥିତିରେ ମୋବାଇଲର ଦୂରୁପଯୋଗ ବଢ଼ିବାର ମଧ୍ୟ ଆଶଙ୍କା ବଢ଼ିବାରେ ଲାଗିଛି । ଗୁଜରାଟରେ ଏଭଳି ଏକ ମାମଲା…