CHARIDHAM

ଭିଜିଲାନ୍ସ ଜାଲରେ ଟେକ୍ନିକାଲ କନ୍ସଲଟାଣ୍ଟ

କେନ୍ଦୁଝର(ଓଡ଼ିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଛନ୍ତି ଟେକନିକାଲ କନ୍ସଲଟାଣ୍ଟ । କେନ୍ଦୁଝର ଜିଲ୍ଲା ଯୋଡା ବ୍ଲକ୍ ଟେକନିକାଲ କନ୍ସଲଟାଣ୍ଟଙ୍କ ଘରେ ଭିଜିଲାନ୍ସ ରେଡ୍ ହୋଇଛି । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ…

୭୯ଟି ଗାଁରେ ଜିକା ଭାଇରସର ଆତଙ୍କ, ଜାଣନ୍ତୁ କିପରି ବ୍ୟାପୁଛି

ମୁମ୍ବାଇ: ମହାରାଷ୍ଟ୍ରରେ କରୋନା ଭାଇରସ ବିପଦ ପରେ ଏବେ ଜିକା ଭାଇରସର ଆତଙ୍କ ଦେଖାଦେଇଛି । ପୁଣେ ଜିଲ୍ଲାର ଜିକା ଭାଇରସର ପ୍ରଥମ ମାମଲା ସାମ୍ନାକୁ ଆସିବା ପରେ ଆକ୍ସନ ମୋଡକୁ ଆସିଛି ପ୍ରଶାସନ । ୭୯ଟି ଗାଁରେ ଏହି ଜିକା…

ପାର୍ବଣ ଋତୁ ପାଇଁ ଆସିଲା ଗାଇଡଲାଇନ୍, ଜାଣନ୍ତୁ କିପରି ହେବ ପୂଜା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଉଥିଲେ ବି ବିପଦ ଏବେ ବି ଟଳିନି । ଏହାକୁ ଦୃଷ୍ଟିରେ ରଖି ପାର୍ବଣ ଋତୁ ପାଇଁ ଆସିଛି ଗାଇଡଲାଇନ୍ । ଗଣେଷ ପୂଜା, ଦୁର୍ଗା ପୂଜା, ଲକ୍ଷ୍ମୀ ପୂଜା, କାଳୀ…

ଦୁର୍ଘଟଣାରେ ବୌଦ୍ଧ ଏଡିଏମ ଜ୍ୟୋତିଶଙ୍କର ଆହତ

ନୟାଗଡ଼(ଓଡ଼ିଶା ଭାସ୍କର): ଦୁର୍ଘଟଣାରେ ଆହତ ହୋଇଛନ୍ତି ବୌଦ୍ଧ ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିଶଙ୍କର ନାୟକ । ନୟାଗଡ଼ ଜିଲ୍ଲା ଦଶପଲ୍ଲା ରଙ୍ଗମାଟିଆ ଛକରେ ଘଟିଛି ଏହି ଦୁର୍ଘଟଣା । ଦୁର୍ଘଟଣା ଫଳରେ ବୌଦ୍ଧ ଅତିରିକ୍ତ…

ଚାଷୀଙ୍କ ଆକାଉଣ୍ଟକୁ ଗଲା ପିଏମ କିଷାନ ଟଙ୍କା, ଏପରି କରନ୍ତୁ ଚେକ୍

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ୯ମ କିସ୍ତି ଆଜି ଚାଷୀଙ୍କ ଆକାଉଣ୍ଟକୁ ପଠାଯାଇଛି । ବଟନ୍ ଟିପି ଟଙ୍କା ହସ୍ତାନ୍ତର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଦେଶର ୯ କୋଟି ୭୫ ଲକ୍ଷ…

ରାଶି ହିସାବରେ ବାନ୍ଧନ୍ତୁ ରାଖୀ, ଚମକିଯିବ ଭାଇର ଭାଗ୍ୟ

ଭାଇ-ଭଉଣୀଙ୍କ ବନ୍ଧୁତ୍ୱକୁ ଆହୁରି ଦୃଢ଼ କରିଥାଏ ରାଖୀ । ଆଉ କିଛି ଦିନ ପରେ ରାଖୀ ପୂର୍ଣ୍ଣିମା ଥିବା ବେଳେ ବଜାରରକୁ ଆସିସାରିଛି ବିଭିନ୍ନ ରଙ୍ଗ-ବେରଙ୍ଗର ରାଖୀ । ଏହି ଦିନ ଭଉଣୀଟିଏ ତାର ଭାଇ ହାତରେ ରାଖୀ ବାନ୍ଧି…

ଅଭିନେତ୍ରୀ ଶିଳ୍ପାଙ୍କ ପାଇଁ ବଢ଼ିଲା ସମସ୍ୟା, ମା-ଝିଅଙ୍କ ଉପରେ ଲାଗିଲା ଠକେଇର ଅଭିଯୋଗ

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ଶିଳ୍ପା ଶେଟ୍ଟୀଙ୍କ ସମସ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ସ୍ୱାମୀ ରାଜ କୁନ୍ଦ୍ରାଙ୍କ ମାମଲା ଏବେ ସୁଦ୍ଧା ସମାଧାନ ହୋଇନଥିବା ବେଳେ ଅଭିନେତ୍ରୀ ଓ ତାଙ୍କ ମା’ଙ୍କ ଉପରେ ଠକେଇର…

କୋଭିଡ ନିୟମ ଭାଙ୍ଗି ଜନ୍ମଦିନ ପାଳିବା ପଡ଼ିଲା ମହଙ୍ଗା, ବିଧାୟକଙ୍କ ସହ ୧୮ ଜଣଙ୍କ ବିରୋଧରେ FIR

ମୁମ୍ବାଇ: ମହାରାଷ୍ଟ୍ରରେ ଏବେବି କରୋନାର ଦ୍ୱିତୀୟ ଲହର ଜାରି ରହିଥିବା ବେଳେ ଲୋକମାନେ କେଉଁଠି ସ୍ଥାନୀୟ ଟ୍ରେନ୍ ଚଳାଇବାକୁ ଆନ୍ଦୋଳନ କରୁଛନ୍ତି ତ ଆଉ କେଉଁଠି ଜନସାମଗମରେ ଜନ୍ମଦିନ ପାଳନ କରୁଛନ୍ତି । ଏହାରି ମଧ୍ୟରେ…

ପରଲୋକରେ ଜଣାଶୁଣା ଅଭିନେତା ଅନୁପମ ଶ୍ୟାମ

ମୁମ୍ବାଇ: ଜଣାଶୁଣା ବଲିଉଡ ଅଭିନେତା ଅନୁପମ ଶ୍ୟାମଙ୍କର ପରଲୋକ ଘଟିଛି । କିଡନୀ ସଂକ୍ରମଣ ହେତୁ ଗତ ସପ୍ତାହରେ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଅନେକ ଅଙ୍ଗ କାର୍ଯ୍ୟ ବନ୍ଦ ହେବା ପରେ ୬୩ ବର୍ଷ ବୟସରେ…

OBC ଶ୍ରେଣୀକୁ ଆଜି ବଡ଼ ଉପହାର ଦେବେ ମୋଦୀ ସରକାର, ଜାଣନ୍ତୁ କ’ଣ ହେବ ଫାଇଦା

ନୂଆଦିଲ୍ଲୀ: ଅନ୍ୟ ପଛୁଆ ବର୍ଗ (ଓବିସି) ଉପରେ ଦ୍ୱିତୀୟ ବଡ଼ ପଦକ୍ଷେପ ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ମୌସୁମୀ ଅଧିବେଶନର ଶେଷ ସପ୍ତାହର ପ୍ରଥମ ଦିନରେ ସରକାର ରାଜ୍ୟକୁ ଓବିସି ତାଲିକା ପ୍ରସ୍ତୁତ କରିବାକୁ ଅଧିକାର…