ଶ୍ରାବଣ ମାସର ପ୍ରଥମ ସୋମବାରର କ’ଣ ରହିଛି ମହତ୍ତ୍ୱ? ଜାଣନ୍ତୁ ପୂଜାବିଧି

ପୂରା ଶବଚ୍ଚ ମାସ ଜପ, ତପ ଓ ଧ୍ୟାନ ପାଇଁ ଉତ୍ତମ ହୋଇଥାଏ, କିନ୍ତୁ ଏହାର ସୋମବାରର ବିଶେଷ ମହତ୍ତ୍ୱ ରହିଛି । ସୋମବାର ଦିନ ଚନ୍ଦ୍ର ଗ୍ରହର ଦିନ ହୋଇଥାଏ ଓ ଚନ୍ଦ୍ରର ନିୟନ୍ତ୍ରକ ହୋଇଥାନ୍ତି ଭଗବାନ ଶିବ । ଏହି ଦିନ ପୂଜା…

ଓଡ଼ିଶାରୁ ୬୦ ତଳକୁ ଖସୁନି ମୃତ୍ୟୁସଂଖ୍ୟା: ଖୋର୍ଦ୍ଧାରୁ ସର୍ବାଧିକ ଗଲା ୪୨ ଜୀବନ

ଭୁବନେଶ୍ୱର, (ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ନିୟମନ୍ତ୍ରକୁ ଆସିଥିଲେ ବି ମୃତ୍ୟୁ ସଂଖ୍ୟା ରେକର୍ଡସ୍ତରରେ ରହୁଛି । ଲକଡାଉନ୍, ସଟଡାଉନ୍ ପରି କଟକଣା ପରେ ବି ଲାଗିପାରୁନାହିଁ ମୃତ୍ୟୁସଂଖ୍ୟାରେ ରୋକ୍ ।…

ହାଇଦରକୁ କାହିଁକି ହେଲା ଏନକାଉଣ୍ଟର? ଜାଣନ୍ତୁ ଏହା ପୂର୍ବରୁ ସେ କ’ଣ କହିଥିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୁଖ୍ୟାତ ଗ୍ୟାଙ୍ଗଷ୍ଟାର ହାଇଦର ପୋଲିସ ଏନକାଉଣ୍ଟରରେ ନିହତ ହୋଇଛି । ଗ୍ୟାଙ୍ଗଷ୍ଟାର ହାଇଦରକୁ କାହିଁକି ଏନକାଉଣ୍ଟର କରାଯାଇଥିଲା ବୋଲି ପ୍ରଶ୍ନ ଉଠିଛି । ଏହାକୁ ନେଇ ଖୁଲାସା କରିଛନ୍ତି…

କାରଗିଲ ବିଜୟ ଦିବସ: ବୀର ଯବାନଙ୍କୁ ମନେ ପକାଉଛି ସାରା ଦେଶ

ନୂଆଦିଲ୍ଲୀ : କାରଗିଲ ବିଜୟ ଦିବସକୁ ୨୨ ବର୍ଷ ପୂରଣ ହୋଇଛି । ଏଥିରେ ସହିଦ ହୋଇଥିବା ଯବାନଙ୍କ ସ୍ମୃତିରେ ୨୨ତମ କାରଗିଲ ବିଜୟ ଦିବସକୁ ପାଳୁଛନ୍ତି ସାରା ଦେଶବାସୀ । ତେବେ ୧୯୯୯ ଜୁଲାଇ ୨୬ରେ ପାକ ବିରୋଧରେ ଜିତିଥିଲା…

ଖୋଲିଲା ହୀରାକୁଦର ଆଉ ୨ଟି ଗେଟ୍

ସମ୍ବଲପୁର(ଓଡ଼ିଶା ଭାସ୍କର): ଉପରମୁଣ୍ଡରେ ବର୍ଷା ଯୋଗୁଁ ବଢ଼ିବାରେ ଲାଗିଛି ହୀରାକୁଦ ଜଳସ୍ତର । ଫଳରେ ହୀରାକୁଦ ଡ୍ୟାମର ପୁଣି ୨ଟି ଗେଟ୍ ଆଜି ଖୋଲାଯାଇଛି । ବର୍ତ୍ତମାନ ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି ।…

ଅଧାପୋତା ମୃତଦେହ ଉଦ୍ଧାର ଘଟଣା: ପରିଚୟ ଜାଣିବାକୁ ପୋଷ୍ଟର ଲଗାଇଲା ପୋଲିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଭୁବନେଶ୍ୱର କୁଆଖାଇ ନଦୀ ପଠାରୁ ଅଧାପୋତା ମୃତଦେହ ଉଦ୍ଧାର ଘଟଣାରେ ଏବେ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରି ନାହିଁ । ମୃତ ବ୍ୟକ୍ତିଙ୍କ ପରିଚୟ ଜାଣିବା ପାଇଁ ପୋଷ୍ଟର ଜାରି କରିଛି ପୋଲିସ…

ବଢ଼ୁଛି ଜଳସ୍ତର: ଆଉ ଘଣ୍ଟାଏ ଭିତରେ ଖୋଲିବ ହୀରାକୁଦ ଗେଟ୍

ସମ୍ବଲପୁର(ଓଡ଼ିଶା ଭାସ୍କର): ଉତ୍ତର ପଶ୍ଚିମ ବଙ୍ଗୋପସାଗ ଓ ଏହାର ସଂଲଗ୍ନ ଓଡ଼ିଶା ଉପକୂଳରେ ସୃଷ୍ଟି ହୋଇଥିବା ଲଘୁଚାପ ଫଳରେ ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେଉଛି । ଉପରମୁଣ୍ଡାରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ…

ସବୁଠାରୁ ମହଙ୍ଗା ଆଇସକ୍ରିମ୍, ଗୋଟିଏ ସ୍କୁପର ଦାମରେ କିଣିପାରିବେ ଆଇଫୋନ୍

ପୁଅମାନଙ୍କ ଅପେକ୍ଷା ଝିଅମାନଙ୍କୁ ଆଇସକ୍ରିମ୍ ଅଧିକ ପସନ୍ଦ । କିନ୍ତୁ ଆପଣ କେବେ ଭାବିଛନ୍ତି କି, ସୁନାରେ ସଜ୍ଜେଇ ହୋଇ ରହିଥିବା ଆଇସକ୍ରିମର ସ୍ୱାଦ କିପରି ଲାଗିବ? ଯଦି ନାଁ, ତେବେ ଜାଣିରଖନ୍ତୁ ଯେ ମାର୍କେଟରେ…

ପର୍ସନାଲ ଲୋନ୍ ନିୟମରେ ପରିବର୍ତ୍ତନ କଲା RBI

ନୂଆଦିଲ୍ଲୀ: ବ୍ୟାଙ୍କର ଲୋନ ନିୟମରେ ପରିବର୍ତ୍ତନ କରିଛି ଭାରତୟ ରିଜର୍ଭ ବ୍ୟାଙ୍କ । ପର୍ସନାଲ ଲୋନର ଲିମିଟକୁ ସଂଶୋଧନ କରିଛି RBI । ଏହି ନୂଆ ନିୟମ ଅନୁସାରେ, ବ୍ୟାଙ୍କର ବୋର୍ଡ ଅଫ୍ ଡାଇରେକ୍ଟର୍ସ ଓ ତାଙ୍କ ପରିବାର…

ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୫୪୬ ଜୀବନ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁହାର ଉପର-ତଳ ହେବାରେ ଲାଗିଛି । କିଛିଦିନ ଧରି ଦୈନିକ ମୃତ୍ୟୁସଂଖ୍ୟା ହଜାରେ ତଳେ ରହିବା ପରେ ପୁଣି ଗୋଟିଏ ଦିନ ୪ ହଜାର ପାଖାପାଖି ପହଞ୍ଚିଥିବା ଦେଖାଦେଇଥିଲା ।  ତେବେ…