Breaking News ଆସନ୍ତା ସପ୍ତାହରୁ ଶିଶୁଙ୍କ ଉପରେ କୋଭାକ୍ସିନର ଦ୍ୱିତୀୟ ଡୋଜ୍ ଟ୍ରାଏଲ Sushreejyoti Routray Jul 23, 2021 ନୂଆଦିଲ୍ଲୀ: ଆସନ୍ତା ସପ୍ତାହରୁ ୨ରୁ ୬ ବର୍ଷର ଶିଶୁଙ୍କ ଉପରେ ଭାରତ ବାୟୋଟେକର କୋଭିଡ ଟିକା କୋଭାକ୍ସନର ଦ୍ୱିତୀୟ ଡୋଜ୍ ଟ୍ରାଏଲ୍ ଆରମ୍ଭ ହେବ । ଅଖିଳ ଭାରତୀୟ ଆୟୁବିଜ୍ଞାନ ସଂସ୍ଥା ବା ଏମ୍ସ ପରୀକ୍ଷଣ ଆରମ୍ଭକୁ ନେଇ…
Breaking News ୨୭ ଜୁଲାଇ ପର୍ଯ୍ୟନ୍ତ ବଢ଼ିଗଲା ରାଜ୍ କୁନ୍ଦ୍ରାଙ୍କ ରିମାଣ୍ଡ ଅବଧି Sushreejyoti Routray Jul 23, 2021 ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ବା ଜଣାଶୁଣା ବ୍ୟବସାୟୀ ରାଜ କୁନ୍ଦ୍ରାଙ୍କ ସମସ୍ୟା ଆହୁରି ବଢ଼ିଯାଇଛି । ଅଶ୍ଲୀଳ ଫିଲ୍ମ ନିର୍ମାଣ ଅଭିଯୋଗରେ ଗିରଫ ହୋଇଥିବା ରାଜ ୨୭ ଜୁଲାଇ ପର୍ଯ୍ୟନ୍ତ ଜେଲରେ…
Breaking News +୩ ପାଠରେ ‘ବିପର୍ଯ୍ୟୟ ପରିଚାଳନା’, ଜାଣନ୍ତୁ ଏନେଇ କ’ଣ କହିଲେ ଉଚ୍ଚଶିକ୍ଷା ମନ୍ତ୍ରୀ Sushreejyoti Routray Jul 23, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପାଠ୍ୟସୂଚୀରେ ସାମିଲ ହେବ ପରିବେଶ ଶିକ୍ଷା ଓ ବିପର୍ଯ୍ୟୟ ପରିଚାଳନା । ରାଜ୍ୟ ଉଚ୍ଚଶିକ୍ଷା ପରିଷଦ ବୈଠକରେ ନିଆଯାଇଛି ଏହି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି । +୩ ପ୍ରଥମବର୍ଷରେ ବାଧ୍ୟତାମୂଳକ…
Breaking News କାଲି ବାହାରିବ ICSE ଦଶମ ଓ ISC ଦ୍ୱାଦଶ ରେଜଲ୍ଟ Sushreejyoti Routray Jul 23, 2021 ନୂଆଦିଲ୍ଲୀ: କରୋନା କାଳ ମଧ୍ୟରେ ଆସନ୍ତାକାଲି ପ୍ରକାଶ ପାଇବାକୁ ଯାଉଛି ଆଇସିଏସଇ ଦଶମ ଓ ଆଇଏସସି ଦ୍ୱାଦଶ ରେଜଲ୍ଟ । କାଲି ଅପରାହ୍ନ ୩ଟାରେ ରେଜଲ୍ଟ ପ୍ରକାଶ ପାଇବାର ସୂଚନା ରହିଛି । ତେବେ ଚଳିତବର୍ଷ ଆଇସିଏସଇ ଓ…
Breaking News ତୃତୀୟ ଲହର ଓ କୋଭିଡ ସହାୟତାକୁ ନେଇ ସମୀକ୍ଷା ପରେ କ’ଣ କହିଲେ ମୁଖ୍ୟମନ୍ତ୍ରୀ Sushreejyoti Routray Jul 23, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମମଣ ତଳ-ଉପର ହେଉଥିବା ବେଳେ ଆଜି ସଏହାର ସ୍ଥିତି ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ କୋଭିଡ ସ୍ଥିତି, ତୃତୀୟ ଲହର ମୁକାବିଲା ପାଇଁ…
Breaking News ଓଡ଼ିଶା ଉପକୂଳରେ ଲଘୁଚାପ ଘନୀଭୂତ, ଏହି ଜିଲ୍ଲାରେ ପ୍ରବଳ ବର୍ଷିବ Sushreejyoti Routray Jul 23, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଉତ୍ତର ପଶ୍ଚିମ ବଙ୍ଗୋପସାଗର ଓ ଏହାର ସଂଲଗ୍ନ ଓଡ଼ିଶା ଉପକୂଳରେ ଗୁରୁବାର ଦିନ ସୃଷ୍ଟି ହୋଇଥିବା ଲଘୁଚାପ ଘନୀଭୂତ ହେବାରେ ଲାଗିଛି । ଓଡ଼ିଶା-ପଶ୍ଚିମ ଉପକୂଳରେ ଲଘୁଚାପ ଘନୀଭୂତ ହୋଇ ‘ୱେଲ…
Breaking News ରାଜ୍ୟସଭାରୁ ସସପେଣ୍ଡ୍ ହେଲେ ସାଂସଦ ଶାନ୍ତନୁ ସେନ୍, ଅଶ୍ୱିନୀ ବୈଷ୍ଣବଙ୍କ ଠାରୁ… Sushreejyoti Routray Jul 23, 2021 ନୂଆଦିଲ୍ଲୀ: ରାଜ୍ୟସଭାରେ ଟିଏମସି ସାଂସଦ ଶାନ୍ତନୁ ସେନଙ୍କୁ ସସପେଣ୍ଡ୍ କରାଯାଇଛି । ଚଳିତ ଅଧିବେଶନର ଅବଶିଷ୍ଟ ସମୟ ପାଇଁ ତାଙ୍କୁ ସସପେଣ୍ଡ କରାଯାଇଥିବା ଜଣାପଡିଛି । ତେବେ କେନ୍ଦ୍ର ସଞ୍ଚାର ମନ୍ତ୍ରୀ ଅଶ୍ୱିନୀ…
Breaking News ରାଜ କୁନ୍ଦ୍ରାଙ୍କ ମାମଲାରେ ବଡ଼ ଖୁଲାସା, କ୍ରାଇମବ୍ରାଞ୍ଚ ହାତରେ ଲାଗିଲା ୭୦ଟି ପର୍ଣ୍ଣ ଭିଡିଓ Sushreejyoti Routray Jul 22, 2021 ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଲୀଳ ଫିଲ୍ମ ପ୍ରସ୍ତୁତ କରିବା ମାମଲାରେ ଗିରଫ କରାଯାଇଛି । ଏହି ମାମଲାରେ ତଦନ୍ତ କରୁଥିବା ମୁମ୍ବାଇ ପୋଲିସର କ୍ରାଇବବ୍ରାଞ୍ଚକୁ…
Breaking News ପାକିସ୍ତାନରେ ଆତଙ୍କୀ ଆକ୍ରମଣକୁ ଡରୁଛନ୍ତି ଚୀନ୍ କର୍ମଚାରୀ: ହାତରେ AK-୪୭ ଧରି କରୁଛନ୍ତି କାମ Sushreejyoti Routray Jul 22, 2021 ଇସଲାମାବାଦ: ପାକିସ୍ତାନରେ ହୋଇଥିବା ଆତଙ୍କୀ ଆକ୍ରମଣ ଯୋଗୁଁ ଚୀନ୍ ନାଗରିକମାନେ ଏତେ ପରିମାଣରେ ଭୟଭୀତ ଅଛନ୍ତି ଯେ ଏବେ ସେମାନେ ନିଜ ସୁରକ୍ଷା ପାଇଁ ଅସ୍ତ୍ର ଉଠାଇଛନ୍ତି । ସୋସିଆଲ ମିଡିଆରେ ଅନେକ ଫଟୋ ଭାଇରାଲ ହେବାରେ…
Breaking News କାଲି ୩,୯୯୯ ତ ଆଜି ୫୦୭: ଏପରି ରହୁଛି ଦେଶର ମୃତ୍ୟୁସଂଖ୍ୟା Sushreejyoti Routray Jul 22, 2021 ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମଣ ଓ ମୃତ୍ୟୁହାର ଉପର-ତଳ ହେବାରେ ଲାଗିଛି । ଗତକାଲି ଦେଶରେ ୩ ହଜାର ୯୯୯ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଆଜି ୫୦୭ ଜଣଙ୍କର ଜୀବନ ନେଇଛି କରୋନା । ଏହାଫଳରେ ଦେଶରେ ମୋଟ ମୃତ୍ୟୁ…