ଏହି IPSଙ୍କ ନାଁ ଶୁଣିଲେ ଭୟରେ ଥରହର ହୁଅନ୍ତି ଅପରାଧୀ, ବଲିଉଡରେ ବି କରିଛନ୍ତି କାମ
ଖାକି ପୋଷାକ ପିନ୍ଧିଥିବା ଟପ୍ ଲେବଲ ପୋଲିସ ଅଧିକାରୀମାନଙ୍କୁ ଫିଲ୍ମରେ କାମ କରିବା ବଡ଼ ଚ୍ୟାଲେଞ୍ଚର କାମ ବୋଲଇ ସାବ୍ୟସ୍ତ ହୋଇଥାଏ । କିନ୍ତୁ IPS ଅଧିକାରୀ ସିମାଲା ପ୍ରସାଦ ଏପରି କରି ସମସ୍ତଙ୍କ ପାଇଁ ଏକ ଉଦାହରଣ…