କୃଷକଙ୍କ ପାଇଁ ଖୁସିଖବର ଆଣିଛି ଏହି ରାଜ୍ୟ: ବର୍ଷକୁ ମିଳିବ ୧୦ ହଜାର ଟଙ୍କା
କୋଲକାତା: କରୋନା କାଳରେ ଶିକ୍ଷାଠାରୁ ଆରମ୍ଭ କରି କୃଷିକ୍ଷେତ୍ର ପର୍ଯ୍ୟନ୍ତ, ସବୁଥିରେ ସମସ୍ୟା ସୃଷ୍ଟି ହୋଇଛି । ଏହାରି ମଧ୍ୟରେ ପଶ୍ଚିମବଙ୍ଗ ସରକାର କୃଷକମାନଙ୍କ ପାଇଁ ବଡ ଘୋଷଣା କରିଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ…