ଜାନୁଆରୀ ୭ ରୁ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଏହି ଜିଲ୍ଲାରେ ଆୟୋଜିତ ହେବ ସାଗର ପରିକ୍ରମା ପର୍ଯ୍ୟାୟ- XI, ଖୋଲିଯିବ ମତ୍ସ୍ୟଜୀବୀଙ୍କ ଭାଗ୍ୟ
ଭୁବନେଶ୍ୱର: ଆସନ୍ତା ଜାନୁଆରି ୭ ରୁ ୯ ତାରିଖ ପର୍ଯ୍ୟନ୍ତ ଓଡ଼ିଶାର ବିଭିନ୍ନ ସ୍ଥାନରେ ଆୟୋଜିତ ହେବାକୁ ଥିବା ସାଗର ପରିକ୍ରମା ପର୍ଯ୍ୟାୟ - XI କାର୍ଯ୍ୟକ୍ରମରେ କେନ୍ଦ୍ର ମତ୍ସ୍ୟ, ପଶୁପାଳନ ଓ ଦୁଗ୍ଧ ଉତ୍ପାଦନ…