୧୮ ଜିଲ୍ଲା ସାବଧାନ ! ସନ୍ଧ୍ୟା ୬ଟା ଯାଏଁ ଘଡ଼ଘଡ଼ି ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ରାଜ୍ୟରେ କାଳବୈଶାଖୀର ପ୍ରଭାବ ଜାରୀ ରହିଛି । ଏହାରି ମଧ୍ୟରେ ୧୮ ଜିଲ୍ଲାରେ କାଳବୈଶାଖୀ ନେଇ ପାଣିପାଗ ବିଭାଗ ୟେଲୋ ୱାର୍ଣ୍ଣିଂ ଜାରି କରିଛି । ସନ୍ଧ୍ୟା ୬ଟା ଯାଏ ୧୮ ଜିଲ୍ଲାରେ ଘଣ୍ଟାପ୍ରତି ୩୦ରୁ ୪୦…

ଗରମ ଦିନରେ ଅଧିକ ବିଦ୍ୟୁତ ବିଲକୁ ନେଇ ଚିନ୍ତିତ କି? ସରକାରଙ୍କ ଏହି ସ୍କିମରେ ୨୫ ବର୍ଷ ପର୍ଯ୍ୟନ୍ତ ମାଗଣା ବିଜୁଳି !

ଖରାଦିନେ ବିଦ୍ୟୁତ୍ ବ୍ୟବହାର ବୃଦ୍ଧି ପାଇଥାଏ, ଯେଉଁ କାରଣରୁ ବିଦ୍ୟୁତ୍ ବିଲ୍ ବହୁତ ବୃଦ୍ଧି ପାଇଥାଏ । ଏସି, କୁଲର୍ ଏବଂ ଫ୍ୟାନ୍ ପରି ଉପକରଣର ବ୍ୟବହାର ବୃଦ୍ଧି କରିବାର ଗୋଟିଏ ଉପାୟ ହେଉଛି ସୋଲାର ପ୍ୟାନେଲର…

SBIର ଜବରଦସ୍ତ ଯୋଜନା: କେବଳ ଗୋଟିଏ ଥର ଜମା କରନ୍ତୁ ୧୦ଲକ୍ଷ, ୧୦ ବର୍ଷ ପରେ ମିଳିବ ୨୧ ଲକ୍ଷରୁ ଅଧିକ ; ଜାଣନ୍ତୁ କିପରି ଉଠାଇବେ ଫାଇଦା

ନୂଆଦିଲ୍ଲୀ: ସାଧାରଣତଃ ବୟସ ବଢ଼ିବା ସହିତ ପୁଞ୍ଜି ନିବେଶ ସମ୍ବନ୍ଧରେ ଚ୍ୟାଲେଞ୍ଜ ନେବାର କ୍ଷମତା କମିଯାଏ । ଅବସର ପରେ କୌଣସି ସାଧାରଣ ନିବେଶକ ତାଙ୍କ ଟଙ୍କା ସମ୍ବନ୍ଧରେ କୌଣସି ପ୍ରକାରର ରିସ୍କ ନେବାକୁ ଚାହାଁନ୍ତି…

ଆର୍ଥିକ ସଙ୍କଟରେ ଘାଣ୍ଟି ହେଉଛନ୍ତି କି ? ଚାଣକ୍ୟଙ୍କ ଏହି ୫ ଟି ନୀତି ବଦଳାଇବ ଆପଣଙ୍କ ଭାଗ୍ୟ

ଆଚାର୍ଯ୍ୟ ଚାଣକ୍ୟଙ୍କୁ ଜଣେ ଦକ୍ଷ ଅର୍ଥନୀତିଜ୍ଞ ଭାବରେ ବିବେଚନା କରାଯାଇଛି । ମାନବ ଜୀବନକୁ ସୁଗମ କରିବାରେ ତାଙ୍କ ନୀତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଧର୍ମ, ସଂସ୍କୃତି, ନ୍ୟାୟ, ଅର୍ଥ ଏବଂ…

IPS ସ୍ତରରେ ଅଦଳବଦଳ କଲେ ଓଡ଼ିଶା ସରକାର

ଭୁବନେଶ୍ବର:  ବରିଷ୍ଠ IPS ଅଧିକାରୀ ସ୍ତରରେ ଛୋଟଧରଣର ଅଦଳବଦଳ କରିଛନ୍ତି ଓଡ଼ିଶା ସରକାର। ଏନେଇ ଗୃହ ବିଭାଗ ପକ୍ଷରୁ ଶନିବାର ବିଜ୍ଞପ୍ତି ଜାରି ହୋଇଛି। ବରିଷ୍ଠ ଆଇପିଏସ୍‌ ବିନୟତୋଷ ମିଶ୍ରଙ୍କୁ ଅଗ୍ନିଶମ ଓ…

ଲାଇକେରା ଓ କାଇମିରାରେ ନୂଆ ସହ ପର୍ଯ୍ୟବେକ୍ଷକ ନିଯୁକ୍ତି କଲା BJD: ଜାଣନ୍ତୁ କାହାକୁ ମିଳିଲା ଦାୟିତ୍ୱ

ଭୁବନେଶ୍ୱର: ମନ୍ତ୍ରୀ ନବ ଦାସଙ୍କ ମୃତ୍ୟୁପରେ ଝାରସୁଗୁଡ଼ା ବିଧାନସଭା ଆସନ ଖାଲି ପଡିଛି। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମଙ୍ଗଳବାରଠାରୁ ବିଧିବଦ୍ଧ ଭାବରେ ପ୍ରଚାର ଆରମ୍ଭ ହୋଇ ଯାଇଛି । ତିନି ପ୍ରମୁଖ ରାଜନୈତିକ ଦଳ…

ରାଜ୍ୟର ଘରୋଇ ହସ୍ପିଟାଲରେ ବଢ଼ୁଛି ସିଜରିଆନ ଡେଲିଭରି କେସ୍: ଚିନ୍ତା ପ୍ରକଟ କଲା ସ୍ବାସ୍ଥ୍ୟ ବିଭାଗ, ଅଡିଟ୍ ପାଇଁ ଚିଠି

ଭୁବନେଶ୍ୱର: ରାଜ୍ୟର ଘରୋଇ ହସ୍ପିଟାଲରେ ବଢ଼ୁଛି ବଢ଼ୁଛି ସିଜରିଆନ ଡେଲିଭରି କେସ୍ । ଏହି ମାମଲା ବୃଦ୍ଧି ନେଇ ଚିନ୍ତା ପ୍ରକଟ କରିଛି ସ୍ବାସ୍ଥ୍ୟ ବିଭାଗ । ପ୍ରଥମ ଥର ଅଡିଟ୍ ପାଇଁ ସମସ୍ତ CDM ଓ PHOକୁ ଚିଠି ଲେଖିଛି…

ଏହା ହେଉଛି ସବୁଠାରୁ ବିରଳ ବ୍ଲଡ଼ ଗ୍ରୁପ… ସମଗ୍ର ବିଶ୍ୱରେ କେବଳ ୯ ଜଣ ଲୋକ କରିପାରିବେ ଡୋନେଟ

ନୂଆଦିଲ୍ଲୀ: ବର୍ତ୍ତମାନ ସୁଦ୍ଧା ଆପଣ ନିଶ୍ଚିତ ଭାବରେ କେବଳ A+, A-, B+, B-, O+, O-, AB+, AB- ବ୍ଲଡ଼ ଗ୍ରୁପ ବିଷୟରେ ଶୁଣିଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏପରି ଏକ ବ୍ଲଡ଼ ଗ୍ରୁପ ବିଷୟରେ କହିବାକୁ ଯାଉଛୁ,…

ଅଫଜଲ ଅନସାରୀଙ୍କର ଯାଇପାରେ ଲୋକସଭା ସାଂସଦ ପଦ: ଗ୍ୟାଙ୍ଗଷ୍ଟର ଆକ୍ଟ ମାମଲାରେ ୪ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି କୋର୍ଟ

ନୂଆଦିଲ୍ଲୀ: ଗାଜିପୁରର ସାଂସଦ-ବିଧାୟକ କୋର୍ଟ ବିଏସପି ସାଂସଦ ଫଜାଲ ଅନସାରୀଙ୍କୁ ଗ୍ୟାଙ୍ଗଷ୍ଟର ଆକ୍ଟରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅଫଜଲ ଅନସାରୀଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ସହ ୪ ବର୍ଷ ଜେଲ୍ ସହ ଲକ୍ଷେ…

୧ ମେ’ରୁ ବଦଳିବାକୁ ଯାଉଛି LPGରୁ ନେଇ GST ପର୍ଯ୍ୟନ୍ତ ୪ଟି ନିୟମ: ଲୋକଙ୍କ ପକେଟ୍ ଉପରେ ପଡ଼ିବ ପ୍ରଭାବ

ନୂଆଦିଲ୍ଲୀ: ମେ’ ମାସରୁ ଜିଏସ୍ଟିରୁ ଏଲପିଜି, ସିଏନଜି ଏବଂ ପିଏନଜି ଭଳି ଜିନିଷରେ ପରିବର୍ତ୍ତନ ହେବାକୁ ଯାଉଛି । ଏହାର ପ୍ରଭାବ ସିଧାସଳଖ ଆପଣଙ୍କ ପକେଟରେ ପଡ଼ିବ ଏବଂ ମାସର ବଜେଟ୍ ବିଗିଡ଼ିପାରେ । ଆଉ କିଛି ଦିନ ପରେ…