ସବୁ ସମୟରେ ଆପଣଙ୍କୁ ଭୋକ ଲାଗୁଥିଲେ ସାବଧାନ୍ ! ଏହା ପଛରେ ଥାଇପାରେ ବଡ଼ କାରଣ
ଯେବେ କୌଣସି ମଣିଷକୁ ଭୋକ ଲାଗେ, ତେବେ ଶରୀର ମାଧ୍ୟମରେ ପ୍ରାକୃତିକ ସଙ୍କେତ ମିଳିଯାଏ । ଭୋକ ଲାଗିଲେ ଜଣେ ବ୍ୟକ୍ତିର ପେଟ ପଶିଯିବା, ମୁଣ୍ଡବିନ୍ଧା, ଚିଡଚିଡାବଣର ଅନୁଭବ ହୋଇଥାଏ । ହେଲେ ବି ଥରେ ଖାଇବା ପରେ, ଆପଣଙ୍କୁ…