ନୂଆବର୍ଷ ପୂର୍ବରୁ କେନ୍ଦ୍ର କର୍ମଚାରୀଙ୍କ ପାଇଁ ଆସିଲା ଖୁସିଖବର: ଏତିକି ବଢ଼ିଯିବ ମହଙ୍ଗା ଭତ୍ତା
ନୂଆଦିଲ୍ଲୀ: ଯଦି ଆପଣ ନିଜେ କିମ୍ବା ଆପଣଙ୍କ ପରିବାରର କେହି କେନ୍ଦ୍ର ସରକାରଙ୍କ କର୍ମଚାରୀ, ତେବେ ନୂଆ ବର୍ଷରେ ସେମାନଙ୍କ ପାଇଁ ଆସିବାକୁ ଯାଉଛି ବଡ଼ ଖୁସିଖବର । ଶ୍ରମ ମନ୍ତ୍ରଣାଳୟ ଦ୍ୱାରା ପ୍ରକାଶିତ ଆକଳନ ଆଧାରରେ…