ଲୋକଙ୍କୁ ମହଙ୍ଗା ମାଡ଼! ପୁଣି ବଢ଼ିଲା ସିଏନଜି-ପିଏନଜି ଦାମ୍, ଜାଣନ୍ତୁ କେତେ

ନୂଆଦିଲ୍ଲୀ: ଦରଦାମ୍ ବୃଦ୍ଧି ପାଉଥିବା ବେଳେ ଲୋକଙ୍କୁ ପୁଣି ଲାଗିଛି ବଡ଼ ଝଟକା । ମୁମ୍ବାଇରେ ସିଏନଜି ଓ ପିଏନଜିରେ ଦାମରେ ବୃଦ୍ଧି ଦେଖିବାକୁ ମିଳିଛି । ନୂଆ ଦର ରାତି ୧୨ଟାରୁ ଲାଗୁ କରାଯାଇଛି । ମହାନଗର ଗ୍ୟାସ୍…

ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ: ଜାଣନ୍ତୁ କେବେ ଭୋଟିଂ ?

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଦ୍ମପୁର ବିଧାନସଭା ଉପନିର୍ବାଚନ ପାଇଁ ଆଜି ତାରିଖ ଘୋଷଣା ହୋଇଛି । ପଦ୍ମପୁରରେ ଡିସେମ୍ବର ୫ରେ ହେବ ଭୋଟିଂ ବା ମତଦାନ । ଉପନିର୍ବାଚନ ପାଇଁ ନଭେମ୍ବର ୧୦ରେ ବିଜ୍ଞପ୍ତି ପ୍ରକାଶ ପାଇବ ।…

ସ୍ୱାଧୀନ ଭାରତର ପ୍ରଥମ ଭୋଟରଙ୍କ ପରଲୋକ: ମୃତ୍ୟୁର ଗୋଟିଏ ଦିନ ପୂର୍ବରୁ କରିଥିଲେ ମତଦାନ

ନୂଆଦିଲ୍ଲୀ: ସ୍ୱାଧୀନ ଭାରତର ପ୍ରଥମ ଭୋଟର ଭାବେ ଗୌରବ ଅର୍ଜନ କରିଥିବା କିନ୍ନୌରର ଶ୍ୟାମ ସରନ ନେଗୀଙ୍କ ପରଲୋକ ହୋଇଛି । ୧୦୬ ବର୍ଷ ବୟସରେ ନେଗୀଙ୍କ ପରଲୋକ ହୋଇଛି । ହିମାଚଳପ୍ରଦେଶର କାଲପା ବାସଭବନରେ ସେ ସବୁଦିନ…

ବିରଳ ରୋଗର ଶିକାର ହୋଇଛନ୍ତି ସାଉଥ୍ ଅଭିନେତ୍ରୀ ସମନ୍ଥା: ଜାଣନ୍ତୁ ମାୟୋସିଟିସର କାରଣ, ଲକ୍ଷଣ ଏବଂ ଚିକିତ୍ସା

ତେଲୁଗୁ ଚଳଚ୍ଚିତ୍ର 'ପୁଷ୍ପା'ର ଆଇଟମ୍ ଗୀତରୁ ଖୁବ୍ ଚର୍ଚ୍ଚାକୁ ଆସିଥିବା ଅଭିନେତ୍ରୀ ସମନ୍ଥାଙ୍କ ଫ୍ୟାନ୍ସଙ୍କ ପାଇଁ ଆସିଛି ଏକ ଚିନ୍ତାଜନକ ଖବର । ସମନ୍ଥା ବର୍ତ୍ତମାନ ଏକ ବିରଳ ରୋଗରେ ପୀଡିତ ଅଛନ୍ତି । ସମନ୍ଥା…

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ପିଜିଆଇ ରିପୋର୍ଟ ପ୍ରକାଶ: ଶ୍ରେଷ୍ଠ ୧୦ ରାଜ୍ୟ ମଧ୍ୟରେ ଓଡ଼ିଶା

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଅଧିନସ୍ଥ ବିଦ୍ୟାଳୟ ଶିକ୍ଷା ବିଭାଗ ପକ୍ଷରୁ ପ୍ରକାଶିତ ପର୍ଫମାନ୍ସ ଗ୍ରେଡିଂ ଇନଡେକ୍ସ(ପିଜିଆଇ) ୨୦୨୦-୨୧ ରିପୋର୍ଟରେ ଶ୍ରେଷ୍ଠ ୧୦ ରାଜ୍ୟ ମଧ୍ୟରେ ରହିଛି ଓଡ଼ିଶା ।…

୧୦ରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି : ବନ୍ଦ ରହିବ ସାଧାରଣ ଦର୍ଶନ

ପୁରୀ,: ଆସନ୍ତା ୧୦ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ୧୦ ତାରିଖ ମଧ୍ୟାହ୍ଣରେ ଶ୍ରୀମତୀ ମୁର୍ମୁ ପୁରୀରେ ପହଞ୍ଚି ଗର୍ଭଗୃହରେ ମହାପ୍ରଭୁଙ୍କୁ ଦର୍ଶନ କରିବାର…

ଭାରତୀୟଙ୍କୁ ହୃଦରୋଗ ହେବାର ଆଶଙ୍କା ଅଧିକ: ଜାଣନ୍ତୁ କାହିଁକି ?

ଭାରତରେ ହୃଦରୋଗ ବଢ଼ିବାରେ ଲାଗିଛି । ଏପର୍ଯ୍ୟନ୍ତ ଧାରଣା ଥିଲା, ଧମନୀଗୁଡ଼ିକର ପରିଧି କମ୍ ହେବା ଯୋଗୁଁ ଲୋକେ କୋରୋନାର ଆର୍ଟରୀ ଡିଜିଜ୍ (ଏକ ହୃଦ୍ରୋଗ)ର ଶିକାର ହୁଅନ୍ତି । କିନ୍ତୁ ଏକ ସଦ୍ୟ ଅଧ୍ୟୟନ ଏହାକୁ ଖଣ୍ଡନ…

ଗୁଜରାଟ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ‘AAP’: କେଜ୍ରିୱାଲ କହିଲେ- ୭୩ % ଲୋକଙ୍କର ପସନ୍ଦ, ଜାଣନ୍ତୁ କିଏ ?

ନୂଆଦିଲ୍ଲୀ: ଗୁଜରାଟ ନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଆରମ୍ଭ ହୋଇଛି ରାଜନୀତି । ଏହାରି ମଧ୍ୟରେ ଆଜି ଗୁଜରାଟର ମୁଖ୍ୟମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ଘୋଷଣା କରିଛି ଆମ୍ ଆଦମୀ ପାର୍ଟି ବା ‘ଆପ୍’ । ଇସୁଦାନ ଗଢୱୀ…

ଭାରତୀୟ ଡାକ ବିଭାଗର ୯୮୦୮୩ ପଦବୀରେ ବମ୍ପର ନିଯୁକ୍ତି: Postman, MTS & Mail Guard ପାଇଁ କରନ୍ତୁ ଆବେଦନ, ଜାଣନ୍ତୁ ଓଡ଼ିଶାରେ କେତେ…

ନୂଆଦିଲ୍ଲୀ: ସରକାରୀ ଚାକିରି ଖୋଜିଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଖୁସିଖବର । ସଂଚାର ମନ୍ତ୍ରଣାଳୟ ବିଭାଗ ଅଧୀନ ଡାକ ବିଭାଗରେ ୯୮୦୮୩ ଖାଲି ପଦବି ପାଇଁ ଆବେଦନ ପ୍ରକ୍ରିୟା ଜାରି ରହିଛି । ଏଥି ମଧ୍ୟରୁ ୫୯୦୯୯ ପଦବି…

EPFOର ୬ କୋଟି ଗ୍ରାହକଙ୍କୁ ଝଟକା! ପେନସନ୍ ବୃଦ୍ଧି ପ୍ରସ୍ତାବକୁ ଖାରଜ କଲେ ସରକାର

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ସଂଗଠନରେ ସାରା ଦେଶରେ କୋଟି କୋଟି ଆକାଉଣ୍ଟଧାରୀ ଅଛନ୍ତି । ଇପିଏଫଓ ନିଜ କର୍ମଚାରୀଙ୍କୁ ପେନସନ୍ ଯୋଜନା ଅଧୀନରେ ୧୦୦୦ ଟଙ୍କାର ପେନସନ୍ ଦେଇଥାଏ । ନିକଟରେ ଶ୍ରମ ମନ୍ତ୍ରଣାଳୟ ଏକ…