ସ୍ୱାମୀଙ୍କ ସହମତି ବିନା ମୁସଲିମ ମହିଳାଙ୍କୁ ‘ଖୁଲା’ ଜରିଆରେ ଛାଡ଼ପତ୍ର ନେବାର ଅଧିକ ରହିଛି: ହାଇକୋର୍ଟ
ନୂଆଦିଲ୍ଲୀ: ମୁସଲିମ ମହିଳାମାନେ 'ଖୁଲା' ପ୍ରକ୍ରିୟା ମାଧ୍ୟମରେ ସ୍ୱାମୀଙ୍କ ସହମତି ବିନା ଛାଡପତ୍ର ମାଗି ପାରିବେ ବୋଲି କେରଳ ହାଇକୋର୍ଟ ଏପ୍ରିଲ ୨୦୨୧ ର ନିଷ୍ପତ୍ତିକୁ ପୁଣି ଦୋହରାଇଛନ୍ତି । କୋର୍ଟରେ ‘ଖୁଲା'…