ଏହି ସରକାରୀ ବ୍ୟାଙ୍କର ଲୋନ୍ ଆଜିଠାରୁ ହେଲା ମହଙ୍ଗା: ଦେବାକୁ ପଡିବ ଅଧିକ EMI
ନୂଆଦିଲ୍ଲୀ: ସରକାରୀ ବ୍ୟାଙ୍କ ‘କାନାରା ବ୍ୟାଙ୍କ’ ସମସ୍ତ ଅବଧି ପାଇଁ ନିଜର ଏମସିଏଲଆର ଓ ଆରଏଲଏଲଆରରେ ୧୫ ବେସିସ ପଏଣ୍ଟ ବୃଦ୍ଧି କରିଛି । ହାର ବୃଦ୍ଧି ଯୋଗୁଁ ଲୋନ୍ ନେବା ଏବେ ମହଙ୍ଗା ହେବ । ଗ୍ରାହକଙ୍କ ଉପରେ ଇଏମଆଇ…